ପୌରପାଳିକା ଗୋଷ୍ଠୀ ସଂଗଠକ ବଦଳିଲେ
ଅନୁଗୁଳ: ଦୀର୍ଘ ବର୍ଷ ଧରି ଅନୁଗୁଳ ପୌର ପାଳିକାର ସିଓ ବା ଗୋଷ୍ଠୀ ସଂଗଠକ ଭାବେ କାର୍ଯ୍ୟ କରି ଆସୁଥିବା ସତ୍ୟପ୍ରକାଶ ତ୍ରିପାଠୀଙ୍କ କଟକ ମ୍ୟୁନିସିପାଲ କର୍ପୋରେସନକୁ ବଦଳି କରାଯାଇଥିବା ବେଳେ ଖଡ଼ିଆଳ ସିଓ ସଂଯୁକ୍ତା ପଣ୍ଡାଙ୍କୁ ଅନୁଗୁଳ ବଦଳି କରାଯାଇଛି…
ଅନୁଗୁଳ: ଦୀର୍ଘ ବର୍ଷ ଧରି ଅନୁଗୁଳ ପୌର ପାଳିକାର ସିଓ ବା ଗୋଷ୍ଠୀ ସଂଗଠକ ଭାବେ କାର୍ଯ୍ୟ କରି ଆସୁଥିବା ସତ୍ୟପ୍ରକାଶ ତ୍ରିପାଠୀଙ୍କ କଟକ ମ୍ୟୁନିସିପାଲ କର୍ପୋରେସନକୁ ବଦଳି କରାଯାଇଥିବା ବେଳେ ଖଡ଼ିଆଳ ସିଓ ସଂଯୁକ୍ତା ପଣ୍ଡାଙ୍କୁ ଅନୁଗୁଳ ବଦଳି କରାଯାଇଛି…
ଅନୁଗୁଳ: ଅନୁଗୁଳ ଛେଣ୍ଡିପଦା ରାସ୍ତାର ଜିନ୍ଦଲ ମେଟେରିଆଲ ଗେଟ୍ ଠାରୁ ନିଶା ଶିଳ୍ପାଞ୍ଚଳ ଥାନା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରୁ ହଟିଲା ଜବରଦଖଲ। ଗୁରୁବାର ସକାଳେ ଏହି ଅଞ୍ଚଳକୁ ଜବରଦଖଲ ମୁକ୍ତ କରାଯାଇଛି। ବହୁ ଉଠା ଦୋକାନୀ ଏହି ସରକାରୀ ଜାଗାକୁ…
ଅନୁଗୁଳ: ରାଜ୍ୟସ୍ତରୀୟ ଟାଇ ବକ୍ସ ପ୍ରତିଯୋଗିତାରେ ଅନୁଗୁଳକୁ ବଡ଼ ସଫଳତା। ଭୁବନେଶ୍ୱର ଠାରେ ଅନୁଷ୍ଠିତ ପ୍ରଥମ ରାଜ୍ୟସ୍ତରୀୟ ଟାଇ ବକ୍ସ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାର ଛାତ୍ରଛାତ୍ରୀ ଉପବିଜେତା ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଜିଲ୍ଲାରୁ ମୋଟ୍ ୩୩ ଜଣ ବାଳକ ଓ ବାଳିକା…
ଅନୁଗୁଳ: ହେମସୁରଡା ଅଞ୍ଚଚଳର ଆଇନ ଜୀବୀ ଅସିତ ଚନ୍ଦ୍ର ପ୍ରଧାନଙ୍କୁ ଗତ ଦୁଇ ତାରିଖ ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଆକ୍ରମଣ କରିବା ସହ ତାଙ୍କ ବାଇକଟିକୁ ଭାଙ୍ଗି ଦେଇ ଥିବା ଅନୁଗୁଳ ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଶ୍ରୀ ପ୍ରଧାନଙ୍କ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମ ପ୍ରସାଦ ଗାଁରେ ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳକୁ ଏକ ନୃଶଂସ ହତ୍ୟାକାଣ୍ଡ ଘଟି ଯାଇଚି। ଗାଁର ବରିଷ୍ଠ ବିଜେଡି ନେତା ତଥା ଠିକାଦାର ଶିବରାମ ସାହୁଙ୍କୁ ଜନୈକ ଦୁର୍ବୁତ୍ତ ଟାଙ୍ଗିଆରେ ହାଣି…
ଅନୁଗୁଳ: ଅନୁଗୁଳ ଉପ ଜିଲ୍ଲାପାଳ ଭାବେ ସୋମବାର ବୈତୁରା ଦିପ୍ ଦାୟିତ୍ବ ଗ୍ରହଣ କରିଛନ୍ତି। ଜିଲ୍ଲାରେ ସେ ସବ୍ ରେଷ୍ଟରଠାରୁ ଆରମ୍ଭକରି ସହକାରୀ ଉପଜିଲ୍ଲାପାଳ ଭାବେ ତାଙ୍କ ଦାୟିତ୍ବ ତୁଲାଇ ଆସିଛନ୍ତି। ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥି ଅବସର ନେବାପରେ ଶ୍ରୀ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ପରଙ୍ଗ ହାଇ ସ୍କୁଲ ନିକଟରେ ସୋମବାର ସକାଳ ପ୍ରାୟ ୭ଟା ବେଳେ ଜେଏସ୍ପିଏଲ୍ କର୍ମଚାରୀ ରାକେଶ କୁମାର ଜେନା ରାତି ଡିଉଟି ସାରି ହେମସୁରାପଡା ଫେରୁଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଲୁହା…
ଅନୁଗୁଳ:ଅ ନୁଗୁଳରେ ଏବେ ଖରା ତ ନୁହଁଅ ଗ୍ନି ବର୍ଷା ହେଉଚି। ଦିନ ଦଶଟା ପରେ ଏବଂ ଅପରାହ୍ନ ପାଞ୍ଚଟା ପୂର୍ବରୁ ଘରୁ ବାହାରି ହେଉନାହିଁ।ଅନୁଗୁଳ ର ତାପମାତ୍ରା ୪୪ ଡିଗ୍ରୀ ଉପରେ। ପ୍ରଚଣ୍ଡ ଝାଞ୍ଜି ଖରାକୁ ଲୋ ଭୋଲ୍ଟେଜ୍ ସମସ୍ୟାରେ…
ଅନୁଗୁଳ: କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଅନୁଗୁଳ ଜେଏସପିଏଲ ପକ୍ଷରୁ ସ୍ଥାପିତ ବାର୍ଷିକ ୬ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପରିସରରେ ଥିବା ଟିଏମ୍ଟି ରିବାର ମିଲ୍କୁ ଗୁରୁବାର ସଂଧ୍ୟାରେ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ…
ଅନୁଗୁଳ: ଅନୁଗୁଳ ଓକିଲ ସଂଘ ପକ୍ଷରୁ ଗୁରୁବାର ମଧୁ ଜୟନ୍ତୀ ପାଳନ କରାଯାଉଥିବା ବେଳେ ସିଭିଲ କୋର୍ଟ ନିକଟରେ ଥିବା ମଣ୍ଡପରେ ବର-ଅଶ୍ୱତ୍ଥ ବୃକ୍ଷଙ୍କ ବାହାଘର ଅନେକଙ୍କୁ ଆକର୍ଷିତ କରିଥିଲା। ଆଇନଜୀବୀଙ୍କ ସୌଜନ୍ୟରୁ ଆୟୋଜିତ ଏହି ବିବାହ କାର୍ଯ୍ୟକ୍ରମ ଦେଖିବା ସହ…