ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜଳଛତ୍ର
ଅନୁଗୁଳ: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ସ୍କାଉଟ ଏବଂ ଜୁନିଅର ରେଡକ୍ରସ ୟୁନିଟର ମିଳିତ ଆନୁକୁଲ୍ୟରେ ମଙ୍ଗଳବାର ବସ ଷ୍ଟାଣ୍ଡ ଠାରେ ଏକ ଜଳଛତ୍ର ଖୋଲାଯାଇଛି। ଅନୁଗୁଳର ତାପ ମାତ୍ରା ୪୩ ଡିଗ୍ରୀ ଟପିଲା ପରେ ସାଧାରଣ ଜନ ଜୀବନ ଅସ୍ତ ବ୍ୟସ୍ତ…
ଅନୁଗୁଳ: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ସ୍କାଉଟ ଏବଂ ଜୁନିଅର ରେଡକ୍ରସ ୟୁନିଟର ମିଳିତ ଆନୁକୁଲ୍ୟରେ ମଙ୍ଗଳବାର ବସ ଷ୍ଟାଣ୍ଡ ଠାରେ ଏକ ଜଳଛତ୍ର ଖୋଲାଯାଇଛି। ଅନୁଗୁଳର ତାପ ମାତ୍ରା ୪୩ ଡିଗ୍ରୀ ଟପିଲା ପରେ ସାଧାରଣ ଜନ ଜୀବନ ଅସ୍ତ ବ୍ୟସ୍ତ…
ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡିଏମ୍ଏଫ୍ ଫଣ୍ଡରୁ ଅର୍ଥ ମଞ୍ଜୁର କରାଯାଇ ୫୫ ନମ୍ୱର୍ ଜାତୀୟ ରାଜପଥର ଛ' ଟି ପ୍ୟାଚ୍ରେ ୫.୧ କିମି ରାସ୍ତା ମରାମତି କାମ ଆରମ୍ଭ ହୋଇଚି। ଏହି ସମୟରେ ଜାତୀୟ ରାଜପଥର ଅର୍ଦ୍ଧେକ ହାଲୁକା…
ଅନୁଗୁଳ: ଅନୁଗୁଳ ବ୍ଲକ ବସଲା ଆମ୍ବତୋଟାରେ ରବିବାର ପୂର୍ବାହ୍ନରେ ରାଜ୍ୟ ତୈଳିକ ବୈଷ୍ୟ ସମାଜର ବାର୍ଷିକ ଅଧିବେଶନ ଆୟୋଜିତ ହୋଇଥିଲା। ଗନ୍ଧର୍ବ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ରାଜ୍ୟ ସଭାପତି ବସନ୍ତ ସାହୁ ମୁଖ୍ୟ ଅତିଥିରୂପେ ଯୋଗ ଦେଇଥିଲେ। ସମାରୋହରେ…
ଅନୁଗୁଳ: ଦୀର୍ଘ ଦିନର ବିରାମ ପରେ ଅନୁଗୁଳ ଜିଲ୍ଲାରେ ବ୍ଲକ ସ୍ତରିୟ ସ୍ବାସ୍ଥ୍ୟ ମେଳା ଆରମ୍ଭ ହେବାକୁ ଯାଉଛି। ଜିଲ୍ଲା ମିଶନ ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଇଛି। ଏହି କାର୍ଯ୍ୟକ୍ରମ ଅନୁସାରେ ଆସନ୍ତା ଏପ୍ରିଲ ୨୦ ତାରିଖରେ ବଅଁରପାଳ ବ୍ଲକ…
ଅନୁଗୁଳ: ଅନୁଗୁଳ ବସ ଷ୍ଟାଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଠେଲା ଗାଡ଼ିରେ ବେପାର ଯୋଗୁଁ ଏଭଳି ଟ୍ରାଫିକ ଜାମ୍ ହେଉଚି ଯାହା ଫଳରେ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଘରୋଇ ବସ୍ ଷ୍ଟାଣ୍ଡ ଭିତରେ , ସରକାରୀ ବସ୍…
ଅନୁଗୁଳ: ରୋଟାରୀଆନ ମେଜର ଜେ.ସି ବେହେରାଙ୍କ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ କିଛି ବର୍ଷ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଭୋଗୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା।…
ଅନୁଗୁଳ: ବିଷ୍ଣୁ ଦମନକ ଚତୁର୍ଦ୍ଦଶୀ ଓ ହିଙ୍ଗୁଳା ଯାତ୍ରା ଅବସରରେ ମହାରାଣୀ ଚ୍ୟାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ କୁଇଓ ତାଳତୈଳା ନିକଟରେ ଗୋପାଳ ପ୍ରସାଦ ହିଙ୍ଗୁଳା ମନ୍ଦିର ଅଭିମୁଖେ ଯାଉଥିବା ହଜାର ହଜାର ଭକ୍ତଙ୍କ ପାଇଁ ଶୁକ୍ରବାର ଏକ ଜଳ ଛତ୍ର ଖୋଲା…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମି ନେଇ ଯେତେ ଯାହା କୁହା ଗଲେ ମଧ୍ୟ ଫଳାଫଳ ଆଖିଦୃଶିଆ ହୋଇପାରିନାହିଁ।ଜିଲ୍ଲା କ୍ରୀଡ଼ା ସଂସଦର ନିର୍ବାଚନ ହେଉନାହିଁ, ଯୁବ ଖେଳାଳୀ ମାନଙ୍କୁ ଗସ୍ତଖର୍ଚ୍ଚ, କିଟ୍ସ ମିଳୁନାହିଁ ହେଲେ ନକଲି ଖେଳ ଶିକ୍ଷକ ମାଳମାଳ ଜିଲ୍ଲାରେ…
ଅନୁଗୁଳ: ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ପରିସରରେ ଅନୁଗୁଳ ସାହିତ୍ୟ ସଂସଦ ପକ୍ଷରୁ ଗୁରୁବାର ବିଷୁବ ମିଳନ ସମାରୋହ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ତିରୁପତି ବିଶ୍ଵବିଦ୍ୟାଳୟର କୁଳପତି ଡ଼ା ହରେକୃଷ୍ଣ ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ…
ଅନୁଗୁଳ: କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଅପରାହ୍ନରେ ଅନୁଗୁଳ କେନ୍ଦ୍ରୀୟ ବିଦ୍ୟାଳୟ ବୁଲି ଦେଖିବା ସହ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହ ଭାବ ବିନିମୟ କରିଥିଲେ। ଏହାପରେ ସେ ରାଣୀଗୋଡ଼ା ଦଳୀୟ କାର୍ଯ୍ୟାଳୟରେ…