କୋଭିଡ ଟିକା ନେବାପରେ ବୃଦ୍ଧଙ୍କ ମୃତ୍ୟୁ !

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ କଞ୍ଜର। ଗାଁରେ କରୋନା ଟିକା ନେବାପରେ ଜଣେ ୬୭ ବର୍ଷ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଗାଁର ଦିଗାମ୍ବର ବେହେରା(୬୭) ଅଙ୍ଗନବାଡି କେନ୍ଦ୍ରରେ ହୋଇଥିବା ଟୀକାକେନ୍ଦ୍ରରେ ଟୀକା ନେଇଥିଲେ।।…

Continue Readingକୋଭିଡ ଟିକା ନେବାପରେ ବୃଦ୍ଧଙ୍କ ମୃତ୍ୟୁ !

କମଳା ଫାର୍ମ ରେ କୁଟୁରା, ଖୋଜୁଛି ବନ ବିଭାଗ

ଅନୁଗୁଳ: ମଙ୍ଗଳବାର ସକାଳେ ଅନୁଗୁଳ କମଳା ଫାର୍ମ ପରିସରରେ ଏକ କୁଟୁରାକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଖବର ପାଇ କମଳା ଫାର୍ମରେ ପହଞ୍ଚି କୁଟୁରାକୁ ଧରିବା ପାଇଁ ଟ୍ରାନକୁଲା ଇଜ଼ଇଂ କରିଥିଲା। ତେବେ…

Continue Readingକମଳା ଫାର୍ମ ରେ କୁଟୁରା, ଖୋଜୁଛି ବନ ବିଭାଗ

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ରାଣୀଗୋଡାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ…

Continue Readingବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ

ଉପବଚସ୍ପତିଙ୍କୁ କ୍ଷମା କରିବା ନିମନ୍ତେ ଶାନ୍ତି ଯଜ୍ଞ

ଅନୁଗୁଳ : ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ବଡ ଦାଣ୍ଡରେ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ତଥା କାଉନସିଲର ବଲବୀର ସିଂ ଗୁରୁବାର ପୁର୍ବାହ୍ନରେ ଏକ ଶାନ୍ତି ମହା ଯଜ୍ଞର ଆୟୋଜନ କରିଥିଲେ। ସୂଚନା ମୁତାବକ, ଗତ ୨୦ ତାରିଖରେ…

Continue Readingଉପବଚସ୍ପତିଙ୍କୁ କ୍ଷମା କରିବା ନିମନ୍ତେ ଶାନ୍ତି ଯଜ୍ଞ

ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀଙ୍କ ଆକ୍ରମଣ ଅଭିଯୋଗ, ଥାନାରେ ଏତଲା

ଅନୁଗୁଳ: ଗୁରୁବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଜଣ ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀ ଆକ୍ରମଣ କରିଥିବା ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। କାୟାକଳ୍ପ ଟିମ୍ ଅନୁଗୁଳ ମେଡିକାଲ ଗସ୍ତରେ ଆସିଛି। ସମ୍ବାଦ ସହର ପ୍ରତିନିଧି ବିକାଶ କୁମାର ସାହୁ…

Continue Readingସାମ୍ବାଦିକଙ୍କୁ ସୁରକ୍ଷାକର୍ମୀଙ୍କ ଆକ୍ରମଣ ଅଭିଯୋଗ, ଥାନାରେ ଏତଲା

ବାଜି ରାଉତ ଛାତ୍ରାବାସରେ ଗାନ୍ଧୀ ଓ ନବକୃଷ୍ଣ ଚିତ୍ର ପ୍ରଦର୍ଶନୀ

ଅନୁଗୁଳ: ବାଜି ରାଉତ ଛାତ୍ରାବାସର ପଚସ୍ତରୀ ବର୍ଷ ପୂର୍ତ୍ତି ଅବସରରେ ସୋମବାର ଅପରାହ୍ନରେ ଛାତ୍ରାବାସ ପରିସରରେ ମହାତ୍ମା ଗାନ୍ଧୀ ଓ ନବକୃଷ୍ଣ ଚୌଧୁରୀଙ୍କର ଏକ ବିଶାଳ ଫଟୋ ଚିତ୍ର ପ୍ରଦର୍ଶନୀ ସୁପ୍ରସିଦ୍ଧ ହିନ୍ଦୀ ଲେଖିକା ସୁଜାତା ଚୌଧୁରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।…

Continue Readingବାଜି ରାଉତ ଛାତ୍ରାବାସରେ ଗାନ୍ଧୀ ଓ ନବକୃଷ୍ଣ ଚିତ୍ର ପ୍ରଦର୍ଶନୀ

ଭାରତ ସ୍କାଉଟ ଗାଇଡ଼ ପକ୍ଷରୁ ରକ୍ତଦାନ ଶିବିର

ଅନୁଗୁଳ: ରବିବାର ପଞ୍ଚାୟତ ରାଜ ହାଇ ସ୍କୁଲ ସାନହୁଲା ଠାରେ ଭାରତ ସ୍କାଉଟ ଓ ଗାଇଡ଼ ଅନୁଗୁଳ ଶାଖା ପକ୍ଷରୁ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା। ଭାରତ ସ୍କାଉଟ ଓ ଗାଇଡ଼ ଅନୁଗୁଳ ଶାଖା ସମ୍ପାଦକ ପ୍ରଶାନ୍ତ କୁମାର…

Continue Readingଭାରତ ସ୍କାଉଟ ଗାଇଡ଼ ପକ୍ଷରୁ ରକ୍ତଦାନ ଶିବିର

ଏଣିକି ଏସଏଚଜି ହସ୍ପିଟାଲରେ ସେବା ଯୋଗାଇବେ

ଅନୁଗୁଳ: ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗତ ୧୮.୧୧.୨୦୨୧ ରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି କି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାଇ ଏଣିକି ହସ୍ପିଟାଲ ଗୁଡିକରେ ସ୍ୱୟଂ ସହାୟକ ଗୋଷ୍ଠି…

Continue Readingଏଣିକି ଏସଏଚଜି ହସ୍ପିଟାଲରେ ସେବା ଯୋଗାଇବେ

ଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର

ଅନୁଗୁଳ: ସ୍ଥାନୀୟ ଧର୍ମଶାଳା ଠାରେ ରବିବାର ହ୍ୟୁମାନ ରାଇଟ ଫ୍ରଣ୍ଟ ପକ୍ଷରୁ ଦିନିକିଆ ମାନବାଧିକାର ସୁରକ୍ଷା ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନଳ ସାଂସଦ ମହେଶ ସାହୁ ଏହି ଶିବିରକୁ ଉଦଘାଟନ କରିଥିଲେ। ଆଜି ଯୁଗରେ ମାନବାଧିକାର ସୁରକ୍ଷା…

Continue Readingଜିଲ୍ଲା ସ୍ତରୀୟ ମାନବାଧିକାର ତାଲିମ ଶିବିର

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାରସ୍ୱତ ସମାରୋହ

ଅନୁଗୁଳ: ରୋଟାରୀ ପବ୍ଲିକ ସ୍କୁଲ ଠାରେ ଓଡିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ରବିବାର ଏକ ସାରସ୍ୱତ ସମାରୋହ ଆୟୋଜିତ ହୋଇଯାଇଛି। ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ସମାରୋହକୁ ଉଦ୍ଘାଟନ କରିଥିଲେ।ସମାରୋହରେ ମୁଖ୍ୟ ଅତିଥି…

Continue Readingଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାରସ୍ୱତ ସମାରୋହ