ବିଦ୍ୟୁତ ଆଘାତରେ ଯୁବକ ଗୁରୁତର

ଅନୁଗୁଳ: ଅନୁଗୁଳ ସହର ଲକ୍ଷ୍ମୀ ବଜାର ଅଞ୍ଚଳରେ ଗୁରୁବାର ସକାଳେ ଜଣେ ଯୁବକ ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଏକ ଅଳଙ୍କାର ଦୋକାନର ନବୀକରଣ ପାଇଁ ଏସିପି ସିଟ ଲଗାଯାଉଥିଲା। କଟକର ଏକ ଠିକା ସଂସ୍ଥା ଏହି…

Continue Readingବିଦ୍ୟୁତ ଆଘାତରେ ଯୁବକ ଗୁରୁତର

ପାଣିରେ ବୁଡି ଦୁଇ ନାବାଳିକା ମୃତ

ଅନୁଗୁଳ: ଗୁରୁବାର ଦିନ ପ୍ରାୟ ବାରଟା ବେଳକୁ ଠାକୁରଗଡ଼ ଥାନା କୁରୁମଛକ ନିକଟସ୍ଥ ଏକ ପୋଖରୀ ରେ ବୁଡି ଦୁଇ ଜଣ ନାବାଳିକା ପ୍ରାଣ ହରାଇଥିବା ଜଣାପଡିଛି।ସେ ଦୁହିଁଙ୍କ ବୟସ ପ୍ରାୟ ଦଶ ବର୍ଷ ହେବ। ଗୁରୁବାର ହାଟ ପାଳି ଥିବାରୁ…

Continue Readingପାଣିରେ ବୁଡି ଦୁଇ ନାବାଳିକା ମୃତ

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗାଁ ପୋଖରୀରେ ବୁଡ଼ି ବୁଧବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଗାଁର ସୁଧାକର ପ୍ରଧାନ(୭୦) ଅପରାହ୍ନରେ ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡ଼ିଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।…

Continue Readingପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ସତ୍ୟବ୍ରତ ରାଉତ ଅନୁଗୁଳ ଥାନା ଆଇଆଇସି

ଅନୁଗୁଳ: ଅନୁଗୁଳ ଥାନା ଅଧିକାରୀ ଭାବରେ ଇନିସପେକ୍ଟର ସତ୍ୟବ୍ରତ ରାଉତଙ୍କୁ ଅବସ୍ଥାପିତ କରାଯାଇଛି। ସମ୍ପ୍ରତି ଶ୍ରୀ ରାଉତ ତାଳଚେର ଥାନା ଆଇଆଇସି ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ସ୍ଥାନରେ ଅନୁଗୁଳ ଆଇଆଇସି ରମେଶ କୁମାର ବିଷୋୟୀଙ୍କୁ ବଦଳି କରାଯାଇଛି। ସେହିପରି କଣିହାଁ ଥାନା…

Continue Readingସତ୍ୟବ୍ରତ ରାଉତ ଅନୁଗୁଳ ଥାନା ଆଇଆଇସି

ଉପବାଚସ୍ପତିଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକ୍ ଅନ୍ତର୍ଗତ ଗୋତମରା ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମଙ୍ଗଳବାର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଗୋତମରା ଗ୍ରାମ୍ୟ କମିଟି, ବିଦ୍ୟାଳୟ…

Continue Readingଉପବାଚସ୍ପତିଙ୍କୁ ସମ୍ବର୍ଦ୍ଧନା

କୃଷକ ହତ୍ୟା ଓ ପ୍ରିୟଙ୍କାଙ୍କୁ ଅଟକ ପ୍ରତିବାଦରେ କଂଗ୍ରେସର ଧାରଣା

ଅନୁଗୁଳ : ଲକ୍ଷ୍ମୀପୁରରେ କୃଷକଙ୍କୁ ହତ୍ୟା ଓ ପ୍ରିୟଙ୍କାଙ୍କୁ ଅଟକ ରଖିବା ପ୍ରତିବାଦରେ ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ଗାନ୍ଧି ପାର୍କଠାରେ ଗଣ ଧାରଣା ଦିଆଯାଇଥିଲା। ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ନିର୍ଦ୍ଦେଶରେ କଂଗ୍ରେସ କର୍ମୀମାନେ ଗାନ୍ଧୀ ପାର୍କଠାରେ ଗଣ…

Continue Readingକୃଷକ ହତ୍ୟା ଓ ପ୍ରିୟଙ୍କାଙ୍କୁ ଅଟକ ପ୍ରତିବାଦରେ କଂଗ୍ରେସର ଧାରଣା

ଜନ୍ତୁ ଭ୍ରମରେ ଶରବିଦ୍ଧ ହେଲେ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କଙ୍କରେଇ ଗାଁର ଜଣେ ଯୁବକ ଜନ୍ତୁ ଭ୍ରମରେ ଶରବିଦ୍ଧ ହୋଇ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ଦେବଗଡ଼ ଜିଲ୍ଲା ଛଲକ ଗାଁର ଶିବ ନାହାକ କଙ୍କରେଇ ଗାଁରେ ଘର ସଟରିଂ…

Continue Readingଜନ୍ତୁ ଭ୍ରମରେ ଶରବିଦ୍ଧ ହେଲେ ଯୁବକ

କ୍ରୀଡ଼ା ସମସ୍ୟା ନେଇ ଜିଲାପାଳଙ୍କୁ କଂଗ୍ରେସର ଦାବିପତ୍ର

ଅନୁଗୁଳ: ଜିଲ୍ଲା ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଆଦିତ୍ୟ ମହାରଣାଙ୍କ ନେତୃତ୍ବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ କେତେକ ବ୍ୟକ୍ତିଙ୍କ ବିରୋଧରେ ସୋମବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ବହୁତ ବ୍ୟାଡ୍‌ମିଣ୍ଟନ ଖେଳାଳୀ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇ…

Continue Readingକ୍ରୀଡ଼ା ସମସ୍ୟା ନେଇ ଜିଲାପାଳଙ୍କୁ କଂଗ୍ରେସର ଦାବିପତ୍ର

ଜିଲ୍ଲାପାଳଙ୍କ ଅନୁରୋଧରେ କ୍ରିଷ୍ଣା ମହାନ୍ତିଙ୍କ ଧାରଣା ପ୍ରତ୍ୟାହୃତ

ଅନୁଗୁଳ: ଅନୁଗୁଳରେ ଗାନ୍ଧୀ ସ୍ମୃତି ଭବନ ନିର୍ମାଣ ଦାବୀରେ ସମାଜସେବୀ କ୍ରିଷ୍ଣା ମାହାନ୍ତି ଗାନ୍ଧୀ ଜୟନ୍ତୀ ଠାରୁ ଧାରଣାରେ ବସିଥିଲେ । ଜିଲ୍ଲା ସଂସ୍କୃତି ପରିଷଦର ସଭ୍ୟ ଓ ସଭ୍ୟାମାନଂକର ଉପସ୍ଥିତିରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଶ୍ରୀ…

Continue Readingଜିଲ୍ଲାପାଳଙ୍କ ଅନୁରୋଧରେ କ୍ରିଷ୍ଣା ମହାନ୍ତିଙ୍କ ଧାରଣା ପ୍ରତ୍ୟାହୃତ

ଅନୁଗୁଳ ଡାକଘରର ୪୨ତମ ପ୍ରତିଷ୍ଠା ଦିବସ

ଅନୁଗୁଳ: ଅନୁଗୁଳ ପ୍ରଧାନ ଡାକଘରର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ଡାକସେବା ନିର୍ଦେଶକ ଆଦିତ୍ୟ କୁମାର ନାୟକ ମୁଖ୍ୟଅତିଥି ରୁପେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ନିଷ୍ଠା ଓ ସେବା ମନବୃତି ରଖି ଗ୍ରାହକ ସେବା କରିବାକୁ ସେ କର୍ମଚାରୀମାନଙ୍କୁ…

Continue Readingଅନୁଗୁଳ ଡାକଘରର ୪୨ତମ ପ୍ରତିଷ୍ଠା ଦିବସ