ଅନୁଗୁଳ ଜିଲ୍ଲାରେ କରୋନାର ଲମ୍ବ ଡ଼ିଆଁ, ଦିନକରେ ୫୫ଆକ୍ରାନ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନାର ଲମ୍ବ ଡ଼ିଆଁ ଦେଖିବାକୁ ମିଳିଛି। ଦୀର୍ଘ ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ତଳକୁ ଥିବାବେଳେ ଶନିବାର ଏହା ଗୋଟିଏ ଦିନରେ ୫୫ଜଣ ଆକ୍ରାନ୍ତ ହୋଇଛନ୍ତି। ବଅଁରପାଳ ଅଞ୍ଚଳରେ ୧୯, ଛେଣ୍ଡିପଦା ଅଞ୍ଚଳରୁ ୧୭…

Continue Readingଅନୁଗୁଳ ଜିଲ୍ଲାରେ କରୋନାର ଲମ୍ବ ଡ଼ିଆଁ, ଦିନକରେ ୫୫ଆକ୍ରାନ୍ତ

ଟଙ୍କା ନ ଦେଲେ ପ୍ରସବ ମନା: ତଦନ୍ତ କଲେ ଏଡିଏମ୍ଓ

ଅନୁଗୁଳ: ଚଳିତ ଜାନୁୟାରୀ ପହିଲାରେ ପରଜଙ୍ଗ ବ୍ଲକ ଡମଳ ଗାଁର ବାସୁଦେବ ବଳଙ୍କ ସ୍ତ୍ରୀ ମାମିନା ବଳ ଗର୍ଭ ଯନ୍ତ୍ରଣା ହେତୁ ପ୍ରସବ ନିମନ୍ତେ ତାଳଚେର ଡାକ୍ତରଖାନାକୁ ଯାଇଥିଲେ କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅନୁଗୁଳ ସ୍ଥାନାନ୍ତର କରାଯାଇଥିଲା। ଏଠାରେ…

Continue Readingଟଙ୍କା ନ ଦେଲେ ପ୍ରସବ ମନା: ତଦନ୍ତ କଲେ ଏଡିଏମ୍ଓ

ଅଣୁ ବିଜ୍ଞାନୀ ଦୋଳ ଗୋବିନ୍ଦ ପ୍ରଧାନଙ୍କ ପରଲୋକ

ଅନୁଗୁଳ: ଅନୁଗୁଳର ବରପୁତ୍ର ବିଶିଷ୍ଟ ଅଣୁ ବିଜ୍ଞାନୀ ଦୋଳଗୋବିନ୍ଦ ପ୍ରଧାନଙ୍କ ଗୁରୁବାର ଭୁବନେଶ୍ୱର ଠାରେ ପରଲୋକ ଘଟିଛି।ବାୟସାଧିକ ହେତୁ ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଭାବା ଆଣବିକ ଗବେଷଣା କେନ୍ଦ୍ର ରେ ଜଣେ ଅଣୁ ବିଜ୍ଞାନୀ ଭାବେ…

Continue Readingଅଣୁ ବିଜ୍ଞାନୀ ଦୋଳ ଗୋବିନ୍ଦ ପ୍ରଧାନଙ୍କ ପରଲୋକ

ଅବକାରୀ ବିଭାଗର ମାତ୍ରାଧିକ କାର୍ଯ୍ୟ ବିରୁଦ୍ଧରେ ଅଭିଯୋଗ

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତୁଳିଆ ପଞ୍ଚାୟତ ଗଞ୍ଜଡା କଇଥ ସାହିରେ ଜାନୁୟାରୀ ୭ ତାରିଖ ସକାଳେ ଅବକାରୀ ବିଭାଗର କର୍ମଚାରୀ ମାନେ ଚେକିଂ ଆଳରେ ମାରପିଟ୍ ଓ ଗାଳିଗୁଲଜ କରିବା ଅଭିଯୋଗ ହୋଇଛି। ଅବକାରୀ ବିଭାଗର କର୍ମଚାରୀମାନେ ଦୁଇଟି ଵଲେରୋ ଗାଡ଼ିରେ…

Continue Readingଅବକାରୀ ବିଭାଗର ମାତ୍ରାଧିକ କାର୍ଯ୍ୟ ବିରୁଦ୍ଧରେ ଅଭିଯୋଗ

କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲିବାକୁ ଦାବି

ଅନୁଗୁଳ: ଡାକ୍ତରଖାନାରେ ମେଲ ୱାର୍ଡ, ଫିମେଲ ୱାର୍ଡ ଥାଏ। କିନ୍ତୁ କିନ୍ନରଙ୍କ ପାଇଁ କୌଣସି ୱାର୍ଡ ନଥାଏ । ଅନେକ ସମୟରେ କିନ୍ନର ଟିଏ ରୋଗ ଗ୍ରସ୍ତ ହେଲେ ତାକୁ ରଖିବା ନେଇ ଦ୍ୱନ୍ଦ ଉପୁଜେ। କିନ୍ନର ମାନଙ୍କ ଏଭଳି ସମସ୍ୟା…

Continue Readingକିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲିବାକୁ ଦାବି

ହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସବ୍‌ଡିଭିଜର କିଶୋରନଗର ଥାନାର ଏକ ହତ୍ୟା ମାମଲାର ଶୁଣାଣି କରି ବୁଧବାର ଆଠମଲ୍ଲିକ ଅତିରିକ୍ତ ଜିଲା ଦୌରାଜଜ ସଞ୍ଜୀବରଞ୍ଜନ ସାମନ୍ତ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କିଶୋରନଗର ଥାନା ଅନ୍ତର୍ଗତ ରଣୀଆକଟା ପଞ୍ଚାୟତ…

Continue Readingହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡ

ଶିକ୍ଷକ ବଦଳି ଯୋଗୁଁ ସ୍କୁଲ ତାଲା ପଡ଼ିଲା

ଅନୁଗୁଳ: ଅନୁଗୁଳ ବ୍ଲକ ନୂଆସାହି ୟୁପି ସ୍କୁଲରେ ଶିକ୍ଷକ ବଦଳି ଯୋଗୁଁ ମଙ୍ଗଳ ବାର ସକାଳେ ଗ୍ରାମବାସୀ ସ୍କୁଲରେ ତାଲା ଠୁଙ୍କି ପ୍ରତିବାଦ କରିଥିଲେ। ସେଠାରେ ୨ ଜଣ ବିଜ୍ଞାନ ଶିକ୍ଷକ ରହିବାର ନିୟମ ଥିବାବେଳେ ଜଣେ ଶିକ୍ଷକ ନିଯୁକ୍ତି ପାଇଥିଲେ।ନିକଟରେ…

Continue Readingଶିକ୍ଷକ ବଦଳି ଯୋଗୁଁ ସ୍କୁଲ ତାଲା ପଡ଼ିଲା

ଅନୁଗୁଳରୁ ୨ଜଣ ଓମିକ୍ରନ୍ ପଜିଟିଭ୍

ଅନୁଗୁଳ: ଅନୁଗୁଳ ଜିଲ୍ଲାରୁ ରବିବାର ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଉଭୟ ଆକ୍ରାନ୍ତ ଦୁବାଇ ଫେରନ୍ତା। ସେମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ନମୁନା ସଂଗ୍ରହ କରାଯାଇ…

Continue Readingଅନୁଗୁଳରୁ ୨ଜଣ ଓମିକ୍ରନ୍ ପଜିଟିଭ୍

୭୯୬ ଏଏସ୍‌ଓ ପଦ ପାଇଁ ପରୀକ୍ଷା କରିବ ଓପିଏସ୍‌ସି, ୨୦ରୁ ପଞ୍ଜୀକରଣ

ଅନୁଗୁଳ: ଗୃହ ବିଭାଗ ଅଧୀନରେ ଥିବା ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍ଓ) ପଦ ପୂରଣ ହେବ। ଏଥିପାଇଁ ଓଡ଼ିଶା ଲୋକସେବା ଅୟୋଗ(ଓପିଏସ୍‌ସି) ପରୀକ୍ଷା କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୦ ତାରିଖରୁ ଏହି ପଦଗୁଡିକ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ…

Continue Reading୭୯୬ ଏଏସ୍‌ଓ ପଦ ପାଇଁ ପରୀକ୍ଷା କରିବ ଓପିଏସ୍‌ସି, ୨୦ରୁ ପଞ୍ଜୀକରଣ

ନୂଆ ବର୍ଷରେ କଙ୍କାଳ ଗଲା କଟକ

ଅନୁଗୁଳ:ନୂଆ ବର୍ଷ ସକାଳେ କଣିହାଁ ଥାନା ଅନ୍ତର୍ଗତ ଛେଳିଆ ଅଞ୍ଚଳର ଅନୀଲ ପ୍ରଧାନଙ୍କ ଗଳିତ ତଥା କଙ୍କାଳ ସାର ଶବକୁ ବ୍ୟବଛେଦ ନିମନ୍ତେ କଟକ ଏସ୍‌ସିବି ମେଡିକାଲ କଲେଜ ପଠାଯାଇଛି। ଘଟଣାରୁ ପ୍ରକାଶ ଯେ, ପ୍ରାୟ ଦୁଇ ସପ୍ତାହ ତଳେ ଅନୀଲ…

Continue Readingନୂଆ ବର୍ଷରେ କଙ୍କାଳ ଗଲା କଟକ