ଖାଉଟି ବିବାଦ ବିଚାର କାର୍ଯ୍ୟାଳୟ ଅଚଳ
ଅନୁଗୁଳ: ଗତ ବର୍ଷ ପ୍ରାୟ ଅପ୍ରେଲ ମାସରୁ ଅନୁଗୁଳ ଜିଲ୍ଲାର ଏକମାତ୍ର ଖାଉଟି ବିବାଦ ବିଚାର ଆୟୋଗ କାର୍ଯ୍ୟାଳୟ ଅଚଳ ହୋଇ ପଡ଼ିଛି।ଆୟୋଗର ଅଧ୍ୟକ୍ଷ ଅବସର ନେବା ପରେ ଖାଲି ପଡ଼ିଥିବା ଆସନ ପାଇଁ ରାଜ୍ୟ କମିଶନ ତତ୍କାଳ ନୂଆ ନିଯୁକ୍ତି…
ଅନୁଗୁଳ: ଗତ ବର୍ଷ ପ୍ରାୟ ଅପ୍ରେଲ ମାସରୁ ଅନୁଗୁଳ ଜିଲ୍ଲାର ଏକମାତ୍ର ଖାଉଟି ବିବାଦ ବିଚାର ଆୟୋଗ କାର୍ଯ୍ୟାଳୟ ଅଚଳ ହୋଇ ପଡ଼ିଛି।ଆୟୋଗର ଅଧ୍ୟକ୍ଷ ଅବସର ନେବା ପରେ ଖାଲି ପଡ଼ିଥିବା ଆସନ ପାଇଁ ରାଜ୍ୟ କମିଶନ ତତ୍କାଳ ନୂଆ ନିଯୁକ୍ତି…
ଅନୁଗୁଳ: ଅନୁଗୁଳ ଶିମିଳିପଡ଼ା ପଞ୍ଚଛକିଆ ରାଣୀଗୋଡ଼ା ରାସ୍ତାରେ ଗତ ପାଞ୍ଚ ଦିନ ଭିତରେ ପାଞ୍ଚଟି ଜାଗାରେ ଚୋରି ଅବା ଚୋରି ଉଦ୍ୟମ ହୋଇଚି। ଏହି ରାସ୍ତାର ମିଲନ ଭିଲ୍ଲା ନିକଟରେ ଚକ୍ରଧରଙ୍କ ଜଳଖିଆ ଦୋକାନ କ୍ୟାବିନ ତଡ଼ା ଯାଇଥିବା ବେଳେ ପାଖ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଡ-ହକ୍ ଅଡିସନାଲ ଜିଲ୍ଲା ଦୌରା ଜଜ୍(ଫାଷ୍ଟ ଟ୍ରାକ୍) କୋର୍ଟର ବିଚାରପତି ପି.ଆର ବହିଦାର ମଙ୍ଗଳବାର ଜଣେ ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଯେ, ଅନୁଗୁଳ ଜିଲ୍ଲା ଖମାର ଥାନା ଅଞ୍ଚଳର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ବାଇପାସ୍ ଗ୍ରୀନପାର୍କ ହୋଟେଲ୍ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ଼ ବାରଟା ବେଳେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ପରଜଙ୍ଗ ଥାନା ଡ଼ମ୍ୱଳ ଗାଁର ନରୋତ୍ତମ…
ଅନୁଗୁଳ: ଫେବୃୟାରୀ ୭ ତାରିଖ ସନ୍ଧ୍ୟାରେ ଦୁର୍ଘଟଣାରେ ଆହତ ଜଣେ ରୋଗୀଙ୍କ ପକେଟ୍ରୁ ୮୦୦ ଟଙ୍କା ନେବା ଘଟଣାରେ ଅନୁଗୁଳ ହସ୍ପିଟାଲର ଜଣେ ହେଲ୍ପ ଡେସ୍କ କର୍ମଚାରୀଙ୍କୁ କାମରୁ ବାହାର କରି ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଉକ୍ତ ଦିନ ଅପରାହ୍ନରେ ଜରପଡା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇପିଡି କୋଠାରେ କିନ୍ନରଙ୍କ ପାଇଁ ଗୁରୁବାର ଏକ ସ୍ବତନ୍ତ୍ର ୱାର୍ଡ ଉଦ୍ଘାଟିତ ହୋଇଯାଇଛି।କିନ୍ନରଙ୍କ ପାଇଁ ଏଭଳି ସ୍ବତନ୍ତ୍ର ୱାର୍ଡ ଓଡ଼ିଶାରେ ପ୍ରଥମଥର ପାଇଁ ଖୋଲା ଯାଇଛି ବୋଲି କୁହା ଯାଉଛି। ଏଭଳି ଏକ ୱାର୍ଡ…
ଅନୁଗୁଳ: ଅନୁଗୁଳ ସହର ଶିକ୍ଷକପଡ଼ା ଇକୋ ପାର୍କ ସାମନାରେ ଥିବା ଏକ ଗ୍ୟାସ ଷ୍ଟୋଭ ମରାମତି ଦୋକାନରେ ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ବେଳେଅ ଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ। ଖବର ପାଇ ଅନୁଗୁଳ…
ଅନୁଗୁଳ: ଅନୁଗୁଳ ବିଏଡ୍ କଲେଜ୍ ନିକଟସ୍ଥ ଶ୍ରୀକ୍ଷେତ୍ର ହୋଟେଲରୁ ବୁଧବାର ସକାଳେ ଏକ ବିଷ ହୀନ ସର୍ପକୁ ଉଦ୍ଧାର କରାଯାଇଛି। ସକାଳ ବେଳା ହୋଟେଲର ରୋଷେଇ କାମ ଚାଲିଥିବା ବେଳେ ହଠାତ୍ ଏକ ତିନି ଫୁଟିଆ ସାପକୁ ଦେଖି କର୍ମଚାରୀମାନେ ଡରିଯାଇଥିଲେ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ପେଟିଗାଡ଼ିଆ ଗାଁରେ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ସୂଚନା ମୁତାବକ, ଗାଁର ଦିଲିପ କୁମାର ସାହୁଙ୍କ ଘର କବାଟ ଭାଙ୍ଗି ଆଲମାରୀରୁ ଗୋଟିଏ ସୁନା ଚେନ୍, କାନ ଫୁଲ ଗୋଟିଏ ସେଟ୍,…
ଅନୁଗୁଳ: ଆସନ୍ତା ଫେବୃୟାରୀ ୧୦ ତାରିଖରେ ଅନୁଗୁଳ ଶଙ୍କର ସିନେମା ରୋଡସ୍ଥିତ କାମଧେନୁ ଆୟୁର୍ବେଦ ଭବନ ଠାରେ ଏକ ନାଡି ପରୀକ୍ଷଣ ଓ ଚିକିତ୍ସା ଶିବିର ଆୟୋଜିତ ହେଉଚି। ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବାଙ୍ଗାଲୋର ସ୍ଥିତ ଆଶ୍ରମର ସୂପ୍ରସିଦ୍ଧ ବୈଦ୍ୟରାଜ୍ ଡା…