ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ ) ପକ୍ଷରୁ ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସର୍ବ ପୁରାତନ ସାମ୍ବାଦିକ ସଂଘ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ (ଏଡିୟୁଜେ) ପକ୍ଷରୁ ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ସଭାପତି ଅଜିତ କୁମାର ଧରଙ୍କ ସହଯୋଗରେ ସମସ୍ତ କର୍ମକର୍ତ୍ତା ମିଶି ଆଜି ମା' ବୁଢ଼ୀ ଠାକୁରାଣୀ…

Continue Readingଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ ) ପକ୍ଷରୁ ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ

ବାଇକକୁ ଧକ୍କା ଦେଲା ଟ୍ରକ: ଘଟଣାସ୍ଥଳରେ ମା’-ପୁଅଙ୍କ ମୃତ୍ୟୁ, ବାପା ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ନୂଆହତା ଓଭର ବ୍ରିଜ ଅଣ୍ଡର ପାସରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମା'- ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି। ମୃତ…

Continue Readingବାଇକକୁ ଧକ୍କା ଦେଲା ଟ୍ରକ: ଘଟଣାସ୍ଥଳରେ ମା’-ପୁଅଙ୍କ ମୃତ୍ୟୁ, ବାପା ଗୁରୁତର

୨୦୨୯ରେ ପ୍ରଧାନମନ୍ତ୍ରୀ ଚେହେରା ବଦଳାଇପାରେ ବିଜେପି, ମୋଦିଙ୍କୁ ରିପ୍ଲେସ କରିପାରନ୍ତି ଫଡନାବିସ୍

ଭୁବନେଶ୍ୱର: ନୂଆ ମୁହଁ ଖୋଜୁଛି ବିଜେପି। ଦଳରେ ନେତୃତ୍ବ ନେବା ଭଳି ଜଣେ ନେତାଙ୍କୁ ଏବେ ଭାରତୀୟ ଜନତା ପାର୍ଟ ସନ୍ଧାନ କରୁଛି। ୨୦୨୯ରେ ବିଜେପିର ପ୍ରଧାନମନ୍ତ୍ରୀ ଚେହେରା ନରେନ୍ଦ୍ର ମୋଦି ନା ଆଉ କିଏ ହେବେ, ସେ ନେଇ ଏବେଠୁ…

Continue Reading୨୦୨୯ରେ ପ୍ରଧାନମନ୍ତ୍ରୀ ଚେହେରା ବଦଳାଇପାରେ ବିଜେପି, ମୋଦିଙ୍କୁ ରିପ୍ଲେସ କରିପାରନ୍ତି ଫଡନାବିସ୍

ମିକ୍ସଚର କମ୍ପାନୀରେ ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ଉ, ୪ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ମାଳତି ବିହାର ଠାରେ ଥିବା ମିକ୍ସଚର କମ୍ପାନୀରେ ବୁଧବାର ଦିନ ଦ୍ବିପ୍ରହରରେ ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବ୍ୟବସାୟୀଙ୍କ ଠାରୁ ୪ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।…

Continue Readingମିକ୍ସଚର କମ୍ପାନୀରେ ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ଉ, ୪ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଅଫ୍ ସ୍ପିନର ଆର ଅଶ୍ୱିନ

ନୂଆଦିଲ୍ଲୀ: କ୍ରିକେଟକୁ ଅଲବିଦା କହିଛନ୍ତି ଅଫ୍ ସ୍ପିନର ଆର ଅଶ୍ୱିନ। ସମସ୍ତ ଫର୍ମାଟରୁ ଘୋଷଣା କରିଛନ୍ତି ଅବସର। ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଡ୍ର ହେବା ପରେ ଅଶ୍ବିନଙ୍କ ଏହି ଘୋଷଣା ସାମ୍ନାକୁ ଆସିଛି। ଏନେଇ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ…

Continue Readingକ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଅଫ୍ ସ୍ପିନର ଆର ଅଶ୍ୱିନ

ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ପ୍ରଧାନ ଶିକ୍ଷକ ସମ୍ମିଳନୀ ଆୟୋଜିତ, ଯୋଗ ଦେଲେ ୨୪୨ ଜଣ ପ୍ରଧାନଶିକ୍ଷକ

ଅନୁଗୁଳ: ଅନୁଗୁଳ ସଭାଘର ପରିସରରେ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶିନୀ ଓ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଅବଦଲ ମୁହମ୍ମଦ ଅଖତର, ମୁଖ୍ୟବକ୍ତା ଭାବରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବିକାଶ…

Continue Readingଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ପ୍ରଧାନ ଶିକ୍ଷକ ସମ୍ମିଳନୀ ଆୟୋଜିତ, ଯୋଗ ଦେଲେ ୨୪୨ ଜଣ ପ୍ରଧାନଶିକ୍ଷକ

ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ: ନଭେମ୍ବରରେ ୩୨ଟି ଦୁର୍ଘଟଣାରେ ଯାଇଛି ୧୫ ଜୀବନ, ନୋ ପାର୍କିଂରୁ ୪୧ ଲକ୍ଷ ୫୦୦ ଟଙ୍କା ଫାଇନ ଆଦାୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ନଭେମ୍ବର ମାସରେ ହୋଇଥିବା ଦୁର୍ଘଟଣା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ…

Continue Readingଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ: ନଭେମ୍ବରରେ ୩୨ଟି ଦୁର୍ଘଟଣାରେ ଯାଇଛି ୧୫ ଜୀବନ, ନୋ ପାର୍କିଂରୁ ୪୧ ଲକ୍ଷ ୫୦୦ ଟଙ୍କା ଫାଇନ ଆଦାୟ

ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ: ମୋବାଇଲ ଟାୱାରକୁ ଚଢ଼ି ଜୀବନ ହାରିବାକୁ ଦେଲା ଧମକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ଅନ୍ତର୍ଗତ ରଙ୍ଗବେଡ଼ା ଗ୍ରାମରେ ଯୁବକଙ୍କ ଉନ୍ମତ୍ତକାଣ୍ଡ। ମୋବାଇଲ ଟାୱାରରେ ଚଢ଼ି ମରିବାକୁ ଦେଲେ ଧମକ। ସୂଚନା ମୁତାବକ, ମଙ୍ଗଳବାର ଦିନ ପୂର୍ବାହ୍ନରେ ଗ୍ରାମର ଶ୍ରୀକାନ୍ତ ଦେହୁରୀ ଓରଫ ନନ୍ଦିଆ (୨୩)…

Continue Readingନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ: ମୋବାଇଲ ଟାୱାରକୁ ଚଢ଼ି ଜୀବନ ହାରିବାକୁ ଦେଲା ଧମକ

ବୁଲେଟ ଧକ୍କାରେ ୫ ବର୍ଷର ଝିଅ ଗୁରୁତର, କଟକ ସ୍ଥାନାନ୍ତର

  ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଧୀନସ୍ଥ ତୁବେ ଗାଁ ଛକରେ ବୁଲେଟ ଧକ୍କାରେ ୫ ବର୍ଷର ଝିଅ ଗୁରୁତର ହୋଇଛି। ସେ ତୁବେ ଗାଁର ତପନ ସାହୁଙ୍କ ଝିଅ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ସେ ଟିଉସନରୁ ଫେରୁଥିବା…

Continue Readingବୁଲେଟ ଧକ୍କାରେ ୫ ବର୍ଷର ଝିଅ ଗୁରୁତର, କଟକ ସ୍ଥାନାନ୍ତର

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ କଣିହାଁ ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧ୍ୟକ୍ଷକ ରାହୁଲ ଜୈନ ଯୋଗ ଦେଇଥିଲେ। ଶିବିରରେ ସମୁଦାୟ ୭୯ଟି ଅଭିଯୋଗ ଗ୍ରହଣ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ