ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ
ଅନୁଗୁଳ: ଜଣେ ନାବାଳିକା ଅପହରଣ ମାମଲାରେ କୁସୁପଙ୍ଗି ଗ୍ରାମର ଜଗନ୍ନାଥ ନାଏକ (୨୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଅଁରପାଳ ପୋଲିସ। ସୂଚନା ଯେ, ଗତ ୧୪ତାରିଖ ରାତିରେ ପରିବାର ଲୋକ ଶୋଇଥିବାବେଳେ ନାବାଳିକା ଜଣକ ଘରୁ ଚାଲିଚାଲି ଆସି…
ଅନୁଗୁଳ: ଜଣେ ନାବାଳିକା ଅପହରଣ ମାମଲାରେ କୁସୁପଙ୍ଗି ଗ୍ରାମର ଜଗନ୍ନାଥ ନାଏକ (୨୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଅଁରପାଳ ପୋଲିସ। ସୂଚନା ଯେ, ଗତ ୧୪ତାରିଖ ରାତିରେ ପରିବାର ଲୋକ ଶୋଇଥିବାବେଳେ ନାବାଳିକା ଜଣକ ଘରୁ ଚାଲିଚାଲି ଆସି…
ଅନୁଗୁଳ: ନାଲକୋ ବ୍ରାଉନ ଫିଲଡ଼ ସମ୍ପ୍ରସାରଣ ପାଇଁ ଜମି ହରାଉଥିବା ଗ୍ରାମବାସୀ ଶୁକ୍ରବାର ଅନୁଗୁଳ ଗସ୍ତରେ ଥିବା ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ଆର ଯାଦବଙ୍କୁ ଭେଟି ସ୍ଥାୟୀ ନିଯୁକ୍ତି ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜମି ଅଧିଗ୍ରହଣ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ପୋଲିସ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨:୩୦ ସମୟରେ ଡିମିରିଆ ଗ୍ରାମରେ ପେଟ୍ରୋଲିଂ ବେଳେ ୮ ଲିଟର ଦେଶୀ ମହୁଲି ମଦ ଜବତ କରିଛି। ଏଏସଆଇ ଦୁଷ୍ମନ୍ତ ବାରିକଙ୍କ ନେତୃତ୍ୱରେ ଏକ ଟିମ୍ ନିର୍ଭରଯୋଗ୍ୟ ସୂଚନା…
ଅନୁଗୁଳ: ଅନୁଗୁଳ ପୌରପାଳିକା ଅନ୍ତର୍ଗତ ହୁଲୁରିସିଂହାର ୱାର୍ଡ ନଂ.୭, ୮ରେ ଥିବା ଚଉକୁଳି ବନ୍ଧର ଦଳ ସଫା କରିବା ସହ ଉନ୍ନତୀକରଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ। ଏନେଇ ଅଞ୍ଚଳବାସୀ ଆଜି ଅନୁଗୁଳ ପୌର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି…
ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ମହୀଧରପୁର ଗାଁରେ ଶୁକ୍ରବାର ଏକ ଅଜଣା ଜନ୍ତୁକୁ ଦେଖିବା ପରେ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। ବନବିଭାଗ ପହଞ୍ଚି ଜନ୍ତୁକୁ ଠାବ କରିବାକୁ ଚେଷ୍ଟା ଚଳାଇଥିବା ବେଳେ ଦେଖିବା ଲୋକ ଏହାକୁ…
ଅନୁଗୁଳ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୫୫%ରୁ ୫୮%କୁ ବୃଦ୍ଧି କରିଛନ୍ତି। ଏହି ନିଷ୍ପତ୍ତି ଜୁଲାଇ ୧, ୨୦୨୫ରୁ ଲାଗୁ ହେବ ଏବଂ ରାଜ୍ୟର ପ୍ରାୟ ୮ ଲକ୍ଷ କର୍ମଚାରୀ ଓ…
ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକରୁ ୪ କିଲୋ ୭୯୫ ଗ୍ରାମ ଓଜନର ଦୁଇଟି ହାତୀ ଦାନ୍ତ ଜବତ। ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଲା ଏସଟିଏଫ୍। କାରବାରରେ ସଂପୃକ୍ତ ୨ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକ ଅଞ୍ଚଳର ଚନ୍ଦନ…
ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ମାସ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହୋଇପାରେ କଳା, ବିଜ୍ଞାନ, ବାଣିଜ୍ୟ ସମେତ ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତରେ ପରୀକ୍ଷା । ଏନେଇ…
ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ। ଏଥିସହ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଦୁଇଟି କାରକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ…
ଅନୁଗୁଳ: ଅନୁଗୁଳ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଜିଲ୍ଲାସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ…