ରାସ୍ତା ପାର୍ଶ୍ଵରେ ଗଢି ଉଠୁଛି କଂକ୍ରିଟ ଜବରଦଖଲ, ନିରବଦ୍ରଷ୍ଟା ସାଜିଛି ରାଜସ୍ୱ ବିଭାଗ
ଅନୁଗୁଳ: ପରିକଳ୍ପନା ଥିଲା ଶୈଳଶ୍ରୀକ୍ଷେତ୍ର ଠାରୁ ହିଙ୍ଗୁଳା କ୍ଷେତ୍ରକୁ ଯୋଡିବ ଚକାଚକ ରାସ୍ତା। ଲୋକଙ୍କ ଯାତାୟାତ ସୁଗମ ହେବା ସହ ଦୁଇଟି ପର୍ଯ୍ୟଟନ କ୍ଷେତ୍ରକୁ ଯୋଡିବା ପାଇଁ ଏହା ବଡ଼ ମାଇଲଖୁଣ୍ଟ ସାଜିଥିଲା ଏହି ରାସ୍ତା। କିନ୍ତୁ ବର୍ତ୍ତମାନ ଏହି ରାସ୍ତାର…



