ପ୍ରଶ୍ନପତ୍ର ଲିକ୍: OTET ପରୀକ୍ଷା ସ୍ଥଗିତ
ଅନୁଗୁଳ: ଆଜି (ରବିବାର) ହେବାକୁ ଥିବା ସ୍ବତନ୍ତ୍ର OTET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସ୍ଥଗିତ କରାଯାଇଛି। ଦୁଇଟି ସିଟିଂରେ ହେବାକୁ ଥିବା ଏହି ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ପେପର-୧ ଓ ପେପର-୨ର…
ଅନୁଗୁଳ: ଆଜି (ରବିବାର) ହେବାକୁ ଥିବା ସ୍ବତନ୍ତ୍ର OTET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସ୍ଥଗିତ କରାଯାଇଛି। ଦୁଇଟି ସିଟିଂରେ ହେବାକୁ ଥିବା ଏହି ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ପେପର-୧ ଓ ପେପର-୨ର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡସ୍ଥିତ ପାଉଡ଼ି ଭୂୟାଁ ସମାଜ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ନଗିରା ଗ୍ରାମପଞ୍ଚାୟତରେ ପାଳଲହଡ଼ା ବ୍ଲକର ୮ଟି ଗ୍ରାମପଞ୍ଚାୟତ ବରଡିହ, ବନ୍ଧାଭୁଇଁ, ସିଗଡ, ପେଚାମୁଣ୍ଡି, ସଇଡା, ନମପଶି ଓ ଝାରବେଡ଼ାରେ ବାସ କରୁଥିବା…
ଅନୁଗୁଳ: ସରକାରୀ ଯୋଜନା ନେଇ ସୂଚନା ଦେବାକୁ ସାଂସଦ ମହେଶ ସାହୁ ଅନୁଗୁଳ ଓ ବଅଁରପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅନୁରୋଧ କରିଛନ୍ତି। ଦଳିତ, ଅବହେଳିତ, ଅନୁସୂଚିତ ଜାତି ଓ ଜନଜାତି ଲୋକମାନଙ୍କ ସାମାଜିକ ବିକାଶ ପାଇଁ ଉଭୟ ରାଜ୍ୟ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା, ପୂର୍ବତନ ମନ୍ତ୍ରୀ, ବିଶିଷ୍ଟ ସମବାୟବିତ୍ ସ୍ବର୍ଗତ ଅଦ୍ଵୈତ ପ୍ରସାଦ ସିଂହଙ୍କ ସପ୍ତଦଶତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ସଭାଘର ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା…
ଅନୁଗୁଳ: ଅନୁଗୁଳ ବନାଞ୍ଚଳ ମଝିକା ଓ ମାଛ ମାର୍କେଟ ନିକଟରୁ ୨ଟି ସାପ ଉଦ୍ଧାର କରାଯାଇଛି। ସର୍ପମିତ୍ର ଆଦିତ୍ୟ ବେହେରା ଏହି ଦୁଇ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିବା ଜଣାପଡ଼ିଛି। ସୂଚନା ମୁତାବକ, ଗୁରୁବାର ରାତିରେ ମଝିକା ଗାଁରେ ଥିବା…
ଅନୁଗୁଳ: ବିଭିନ୍ନ ଦାବି ନେଇ ନାଲକୋର ସର୍ବବୃହତ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜଦୁର ସଂଘ ତରଫରୁ ନାଲକୋ ସ୍ମେଲଟର ପ୍ଲାଣ୍ଟ ପରିସରରେ ଏକ ବିଶାଳ ଗଣ ବିକ୍ଷୋଭ ସହ ମହାରାଲି ଅନୁଷ୍ଠିତ ହେଇଛି। ନାଲକୋ ପ୍ରଶାସନର ସ୍ଥାଣୁତା, ମନମୁଖୀ ଶାସନ, ବୈମାତୃକ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ଯୁବତୀଙ୍କୁ ଅସଦାଚରଣ ମାମଲାରେ ବନ୍ଧା ହୋଇଛନ୍ତି ଯୁବ ନେତା ସୁଦୀପ୍ତ ସ୍ବାଇଁ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉଦବେଗ ପ୍ରକାଶ କରିବା ସହ ସରକାରୀ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ବ୍ରଜକିଶୋର ପ୍ରଧାନଙ୍କ ନିର୍ଦ୍ଦେଶରେ ପୂର୍ବତନ ସଭାପତି ମହେନ୍ଦ୍ର ବସ୍ତିଆଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ଅନୁଗୁଳ ବନ୍ତଳା ଥାନା ଅଞ୍ଚଳର ଜଣେ ଯୁବକ ଜଣେ ଯୁବତୀଙ୍କୁ ଶାରୀରିକ ଓ…
ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ପାଣି ପମ୍ପ ମରାମତି କରୁଥିବା ସମୟରେ ବିଦ୍ୟୁତ ଆଘାତରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପମ୍ପାସର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରତାପ କୁମାର ମିଶ୍ର(୫୨)। ସୂଚନା…
ଅନୁଗୁଳ: ବିଶୃଙ୍ଖଳା ଆଚରଣ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଅନୁଗୁଳ ଜିଲ୍ଲା ବିଜେପି ସଂପାଦକ ସୁଦୀପ୍ତ ସ୍ୱାଇଁଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଗ୍ରହଣ କରାଯାଇଅଛି। ବିଜେପି ରାଜ୍ୟ ଶୃଙ୍ଖଳା…