ନିଆରା ଢଙ୍ଗରେ ଝିଅର ଜନ୍ମ ଦିନ ପାଳିଲେ ସାମ୍ବାଦିକ, ରକ୍ତଦାନ ଶିବିର ସହ ବାଣ୍ଟିଲେ ଔଷଧିୟ ବୃକ୍ଷ ଚାରା

ଅନୁଗୁଳ: ନିଆରା ଢଙ୍ଗରେ ଝିଅର ଜନ୍ମଦିନ ପାଳିଲେ ସାମ୍ୱାଦିକ। ଝିଅର ଜନ୍ମଦିନ ଉପଲକ୍ଷେ ରକ୍ତ ଦାନ ଶିବିରର ଆୟୋଜନ କଲେ ବାପା-ମା'। ଅନୁଗୁଳ କଳିଙ୍ଗ ଟିଭିର ସାମ୍ବାଦିକ ମାନସ ମିଶ୍ର ଓ ତାଙ୍କ ପତ୍ନୀ ସ୍ମୃତିଲିପି ମିଶ୍ର ମିଶି ଝିଅ ସିଦ୍ଧି…

Continue Readingନିଆରା ଢଙ୍ଗରେ ଝିଅର ଜନ୍ମ ଦିନ ପାଳିଲେ ସାମ୍ବାଦିକ, ରକ୍ତଦାନ ଶିବିର ସହ ବାଣ୍ଟିଲେ ଔଷଧିୟ ବୃକ୍ଷ ଚାରା

ଟାଙ୍ଗିଆରେ ଯୁବକଙ୍କ ଅତର୍କିତ ଆକ୍ରମଣ, ଦାଦା ଓ ପୁତୁରା ଗୁରୁତର

ଅନୁଗୁଳ: ଯୁବକଙ୍କ ଟାଙ୍ଗିଆ ଚୋଟରେ ଦାଦା ଓ ପୁତୁରା ଗୁରୁତର। ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମର ସୁନିଲ ଦେହୁରୀଙ୍କ ପୁଅ ଓମ୍ ପ୍ରକାଶ ଦେହୁରୀ (୧୮) ନିଜ ପାନ ଦୋକାନରେ ବସିଥିବା ସମୟରେ ସେହି ଗାଁର ସୁନିଆ…

Continue Readingଟାଙ୍ଗିଆରେ ଯୁବକଙ୍କ ଅତର୍କିତ ଆକ୍ରମଣ, ଦାଦା ଓ ପୁତୁରା ଗୁରୁତର

ହୋଣ୍ଡା ଆକ୍ଟିଭାର ଇଲେକ୍‌ଟ୍ରିକ ଉପରୁ ଉଠିଲା ପରଦା, ଥରେ ଚାର୍ଜ ହେଲେ ଚାଲିବ ୧୦୨ରୁ ୧୦୪ କି.ମି

ଅନୁଗୁଳ: ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର ଇଣ୍ଡିଆ ପକ୍ଷରୁ ୨ଟି ଇଲେକ୍‌ଟ୍ରିକ୍‌ ସ୍କୁଟରର ଲଞ୍ଚ କରାଯାଇଛି। ଆକ୍ଟିଭା ଇଲେକ୍‌ଟ୍ରିକ ସ୍କୁଟର ସହିତ କମ୍ପାନୀ ଆଉ ଏକ ଇଲେକ୍‌ଟ୍ରିକ୍‌ ସ୍କୁଟର QC1 ବିଷୟରେ ମଧ୍ୟ ସୂଚନା ଦେଇଛି। ଏହି ଦୁଇ ଇଲେକ୍‌ଟ୍ରିକ…

Continue Readingହୋଣ୍ଡା ଆକ୍ଟିଭାର ଇଲେକ୍‌ଟ୍ରିକ ଉପରୁ ଉଠିଲା ପରଦା, ଥରେ ଚାର୍ଜ ହେଲେ ଚାଲିବ ୧୦୨ରୁ ୧୦୪ କି.ମି

କଣିହାଁରେ ଯୀଶୁଙ୍କ ତୃତୀୟ ବାର୍ଷିକ ଅନୁଗ୍ରହ ଉତ୍ସବ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକସ୍ଥିତ ପୁରୁଣା ହାଟପଡିଆ ଗାନ୍ଧୀ ଛକରେ ଚଳିତ ମାସ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଯୀଶୁ ଖ୍ରୀଷ୍ଟଙ୍କ ତୃତୀୟ ଅନୁଗ୍ରହ ମହୋତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜାମସେଦପୁରର ଯୀଶୁଙ୍କ…

Continue Readingକଣିହାଁରେ ଯୀଶୁଙ୍କ ତୃତୀୟ ବାର୍ଷିକ ଅନୁଗ୍ରହ ଉତ୍ସବ

ବନ୍ତଳା ସରପଞ୍ଚଙ୍କ ନାମରେ ଅନାସ୍ଥା ପ୍ରସ୍ତାବ, ଭୋଟ ବେଳେ କେନ୍ଦ୍ରରେ ଦେଖାଦେଲେନି ୱାର୍ଡମେମ୍ବର

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ପ୍ରଧାନଙ୍କ ନାମରେ ୧୧ ଗୋଟି ୱାର୍ଡ ମଧ୍ୟରୁ ନାଏବ ସରପଞ୍ଚଙ୍କୁ ମିଶାଇ ପାଞ୍ଚଜଣ ୱାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏନେଇ ବୁଧବାର ସକାଳେ ବନ୍ତଳା ପଞ୍ଚାୟତ କାର୍ଯ୍ୟାଳୟଠାରେ ଅତିରିକ୍ତ ତହସିଲଦାରଙ୍କ…

Continue Readingବନ୍ତଳା ସରପଞ୍ଚଙ୍କ ନାମରେ ଅନାସ୍ଥା ପ୍ରସ୍ତାବ, ଭୋଟ ବେଳେ କେନ୍ଦ୍ରରେ ଦେଖାଦେଲେନି ୱାର୍ଡମେମ୍ବର

ଡିସେମ୍ବର ୬ରୁ ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ରାଲି, ରାଉରକେଲାରେ ମିଳିବ ଅନୁଗୁଳ ପିଲାଙ୍କୁ ଚାକିରି

ଅନୁଗୁଳ: ଅଗ୍ନିପଥ ଯୋଜନା ଅଧୀନରେ ଅନୁଗୁଳ, ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଦେଓଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ସେନା ନିଯୁକ୍ତି ରାଲି। ଆସନ୍ତା ୦୬ ଡିସେମ୍ବର ୨୦୨୪…

Continue Readingଡିସେମ୍ବର ୬ରୁ ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ରାଲି, ରାଉରକେଲାରେ ମିଳିବ ଅନୁଗୁଳ ପିଲାଙ୍କୁ ଚାକିରି

ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା ଅଭିଯାନର ଶୁଭାରମ୍ଭ, ୧୬ ଦିନ ବ୍ୟାପୀ ଚାଲିବ କାର୍ଯ୍ୟକ୍ରମ

ଅନୁଗୁଳ: ମହିଳା ଓ ବାଳିକାଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ଏକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଯୋଗ ଦେଇ…

Continue Readingଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା ଅଭିଯାନର ଶୁଭାରମ୍ଭ, ୧୬ ଦିନ ବ୍ୟାପୀ ଚାଲିବ କାର୍ଯ୍ୟକ୍ରମ

ଗଡ଼ିଲା ପୌଷ୍ୟ ସନ୍ତାନ ସଚେତନତା ରଥ: ୮ ଦିନ ଧରି ପରିକ୍ରମା କରିବ ଜିଲ୍ଲାର ସମସ୍ତ ବ୍ଲକ

ଅନୁଗୁଳ: ପୌଷ୍ୟ ସନ୍ତାନ ସଚେତନତା ମାସ ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପୌଷ୍ୟ ସନ୍ତାନ ସଚେତନତା ରଥ ଗଡ଼ିଛି। ଅସହାୟ ଶିଶୁଙ୍କୁ ପୌଷ୍ୟ ସନ୍ତାନ ଭାବେ ଆପଣେଇବା ଏବଂ ଏପରି ମହତ କାର୍ଯ୍ୟରେ ଜନସାଧାରଣଙ୍କ ସହଯୋଗ କାମନା କରି ଜିଲ୍ଲା…

Continue Readingଗଡ଼ିଲା ପୌଷ୍ୟ ସନ୍ତାନ ସଚେତନତା ରଥ: ୮ ଦିନ ଧରି ପରିକ୍ରମା କରିବ ଜିଲ୍ଲାର ସମସ୍ତ ବ୍ଲକ

ନିଜ ଘରେ ହିଁ ସବୁଠୁ ଅସୁରକ୍ଷିତ ମହିଳା: ଜାତିସଂଘ ରିପୋର୍ଟ କଲା ସାଂଘାତିକ ଖୁଲାସା

ନୂଆଦିଲ୍ଲୀ: ସବୁଠୁ ସୁରକ୍ଷିତ ଜାଗା କୁହାଯାଉଥିବା ନିଜ ଘର ହେଉଛି ମହିଳାଙ୍କ ପାଇଁ ସବୁଠୁ ବିପଜ୍ଜନକ ସ୍ଥାନ। ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧ ଦିବସ ଅବସରରେ ଜାତିସଂଘ ମହିଳା ଏବଂ ଜାତିସଂଘ ଡ୍ରଗ୍ସ ଆଣ୍ଡ୍ କ୍ରାଇମ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି…

Continue Readingନିଜ ଘରେ ହିଁ ସବୁଠୁ ଅସୁରକ୍ଷିତ ମହିଳା: ଜାତିସଂଘ ରିପୋର୍ଟ କଲା ସାଂଘାତିକ ଖୁଲାସା

ନିରାଶ୍ରୟଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବାଣ୍ଟିଲା ରାଷ୍ଟ୍ରୀୟ ବଜରଙ୍ଗ ଦଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନତଡ଼ା ପଞ୍ଚାୟତର ରାଷ୍ଟ୍ରୀୟ ବଜରଙ୍ଗ ଦଳ ଦ୍ଵାରା ନିରାଶ୍ରୟ ଲୋକ ମାନେ ଶୀତରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଜାଗାରେ କମ୍ବଳ ବଣ୍ଟନ କରାଯାଇଥିଲା। ପ୍ରଥମେ ମା ହିଙ୍ଗୁଳା ମନ୍ଦିର ପ୍ରାଙ୍ଗଣରେ ବସିଥିବା ନିରାଶ୍ରୟ ମାନଙ୍କୁ କମ୍ବଳ,…

Continue Readingନିରାଶ୍ରୟଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବାଣ୍ଟିଲା ରାଷ୍ଟ୍ରୀୟ ବଜରଙ୍ଗ ଦଳ