କାର ଧକ୍କାରେ ଭାଙ୍ଗି ପଡ଼ିଲା ବିଦ୍ୟୁତ ଖୁଣ୍ଟ, ଅଳ୍ପକେ ବର୍ତ୍ତିଲେ ଚାଳକ
ଅନୁଗୁଳ: ଅନୁଗୁଳ ଗାନ୍ଧୀ ମାର୍ଗ ସ୍ଥିତ ହନୁମାନ ମନ୍ଦିର ସାମ୍ନାରେ ଥିବା ବିଦ୍ୟୁତ ଖୁଣ୍ଟକୁ ଆଜି ଏକ କାର ଧକ୍କା ଦେଇଛି। ସୌଭାଗ୍ୟବଶତଃ ଦୁର୍ଘଟଣାରେ କାର ଚାଳକଙ୍କର କିଛି କ୍ଷତି ହୋଇନାହିଁ। କିନ୍ତୁ ଗାଡ଼ି ପିଟି ହେବାରୁ ଖୁଣ୍ଟଟି ଭାଙ୍ଗିପଡ଼ିଥିବା…