ଆଇପିଏଲରେ ୭୦୦୦ ରନ ପୂରଣ କରିବାରେ ଦ୍ବିତୀୟ କ୍ରିକେଟର ହେଲେ ରୋହିତ ଶର୍ମା

ଅନୁଗୁଳ: ଆଇପିଏଲ ଇତିହାସରେ ୭୦୦୦ ରନ ପୂରଣ କରିବାରେଦ୍ବିତୀୟ କ୍ରିକେଟର ହେଲେ ରୋହିତ ଶର୍ମା। ଶୁକ୍ରବାର ଦିନ ଗୁଜରାଟ ଟାଇଟନ୍ନ (ଜିଟି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ର ଏଲିମିନେଟର ମ୍ୟାଚ ସମୟରେ ଏମଆଇର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆରସିବିର ବ୍ୟାଟ୍ସମ୍ୟାନ ବିରାଟ…

Continue Readingଆଇପିଏଲରେ ୭୦୦୦ ରନ ପୂରଣ କରିବାରେ ଦ୍ବିତୀୟ କ୍ରିକେଟର ହେଲେ ରୋହିତ ଶର୍ମା

ବିଦ୍ୟୁତ୍ ଆଘାତରେ ଦନ୍ତା ମୃତ

ବନ୍ତଳା: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜରେ ବିଦ୍ୟୁତ୍ ଆଘାତରେ ଦନ୍ତା ମୃତ। ସୂଚନା ଯେ, ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳସୀରା ଗାଁରେ ବିଦୁତ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ପାଖ ଜଙ୍ଗଲରୁ ଗତ କାଲି ବିଳମ୍ବିତ…

Continue Readingବିଦ୍ୟୁତ୍ ଆଘାତରେ ଦନ୍ତା ମୃତ

ପର୍ଯ୍ୟଟକଙ୍କୁ ଅପହରଣ ପରେ ନିର୍ଘାତ ପିଟିଲେ, ଲୁଟିନେଲେ ସୁନା ଗହଣା ସହ ଲକ୍ଷାଧିକ ଟଙ୍କାର ଜିନିଷ

ଅନୁଗୁଳ: ଅନୁଗୁଳ ସଦର ଥାନା ଅର୍ନ୍ତଗତ ମୂଷାପାପୁଲିରେ ବଡ଼ ଧରଣର ଲୁଟ୍‌। ଆଜି ସକାଳେ ୮ ଟା ବେଳେ ୧୦ ଜଣ ଦୁର୍ବୃତ୍ତ ଏକ ପର୍ଯ୍ୟଟକ ଦଳଙ୍କୁ ମାଡ଼ ମାରି ସେମାନଙ୍କ ଠାରୁ ସୁନା ଚେନ୍, ମୁଦି, ମୋବାଇଲ୍ ଆଦି ଲକ୍ଷାଧିକ…

Continue Readingପର୍ଯ୍ୟଟକଙ୍କୁ ଅପହରଣ ପରେ ନିର୍ଘାତ ପିଟିଲେ, ଲୁଟିନେଲେ ସୁନା ଗହଣା ସହ ଲକ୍ଷାଧିକ ଟଙ୍କାର ଜିନିଷ

ରାଜ୍ୟ ବିଜେପି ସରକାରର ବର୍ଷ ପୂର୍ତ୍ତି, ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ

ଅନୁଗୁଳ: ଗୁରୁବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ରାଜ୍ୟ…

Continue Readingରାଜ୍ୟ ବିଜେପି ସରକାରର ବର୍ଷ ପୂର୍ତ୍ତି, ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ

ଟଙ୍କା ଫିଙ୍ଗୁଥିଲେ ମୁଖ୍ୟଯନ୍ତ୍ରୀ, ମାଡ଼ିବସିଲା ଭିଜିଲାନ୍ସ: ୨ କୋଟି ଜବତ; କାଲି ନେଇଥାନ୍ତେ ଅବସର

ଅନୁଗୁଳ: ଧରାପଡ଼ିବା ଡରରେ ଫିଙ୍ଗୁଥିଲେ ଟଙ୍କା। ମାଡ଼ି ବସିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ସ୍ଥିତ ଗ୍ରାମ୍ୟ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ମୁଖ୍ୟଯନ୍ତ୍ରୀଙ୍କ ଘରେ ବିଡ଼ା ବିଡ଼ା ନୋଟ୍…

Continue Readingଟଙ୍କା ଫିଙ୍ଗୁଥିଲେ ମୁଖ୍ୟଯନ୍ତ୍ରୀ, ମାଡ଼ିବସିଲା ଭିଜିଲାନ୍ସ: ୨ କୋଟି ଜବତ; କାଲି ନେଇଥାନ୍ତେ ଅବସର

ଅନୁଗୁଳରେ ଗଡ଼ିଲା “ବିକଶିତ କୃଷି ସଂକଳ୍ପ ଅଭିଯାନ” ଯୋଜନାର ସଚେତନତା ରଥ, ଜୁନ ୧୨ ଯାଏଁ ଚାଲିବ

ଅନୁଗୁଳ: ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ “ବିକଶିତ କୃଷି ସଂକଳ୍ପ ଅଭିଯାନ” ଯୋଜନାର ସଚେତନତା ରଥଗୁଡ଼ିକୁ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ମୁଖ୍ୟ ଜିଲ୍ଲା କୃଷି…

Continue Readingଅନୁଗୁଳରେ ଗଡ଼ିଲା “ବିକଶିତ କୃଷି ସଂକଳ୍ପ ଅଭିଯାନ” ଯୋଜନାର ସଚେତନତା ରଥ, ଜୁନ ୧୨ ଯାଏଁ ଚାଲିବ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ଖଣି ମନ୍ତ୍ରୀଙ୍କ ସହ ଅନୁଗୁଳର ବିକାଶ ନେଇ ଆଲୋଚନା କଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ବାସଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ କିସନ ରେଡ୍ଡି ଗଙ୍ଗପୁରମଙ୍କ ସହିତ ସାକ୍ଷାତ କରି ଅନୁଗୁଳ ନାଲକୋ ଆଖପାଖରେ ଥ‌ିବା ଅଂଚଳର ବିକାଶ ପାଇଁ…

Continue Readingକେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ଖଣି ମନ୍ତ୍ରୀଙ୍କ ସହ ଅନୁଗୁଳର ବିକାଶ ନେଇ ଆଲୋଚନା କଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ମନ୍ଦିରରୁ ଲୁଟ୍: ହୁଣ୍ଡି ଭାଙ୍ଗି ୪ ମାସର ଦାନ ନେଇଗଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ନବମିଶ୍ର କଲୋନୀସ୍ଥିତ ମନ୍ଦିରରୁ ବୁଧବାର ରାତିରେ ଚୋରି ହୋଇଛି। ଗାୟତ୍ରୀ ମନ୍ଦିର, ମହାକାଳେଶ୍ୱର ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ପଶି ଦୁର୍ବୃତ୍ତମାନେ ଦୁଇଟି ହୁଣ୍ଡି ସହିତ ପୂଜାସାମଗ୍ରୀ ଓ ବାସନକୁସନ ଲୁଟି ନେଇଛନ୍ତି। ଆଜି ସକାଳୁ…

Continue Readingମନ୍ଦିରରୁ ଲୁଟ୍: ହୁଣ୍ଡି ଭାଙ୍ଗି ୪ ମାସର ଦାନ ନେଇଗଲେ ଦୁର୍ବୃତ୍ତ

ପୋଡ଼ାଗଡ଼ରେ ବ୍ୟାପୁଛି ଝାଡ଼ାବାନ୍ତି: ୪୦ ରୁ ଊର୍ଦ୍ଧ୍ବ ଆକ୍ରାନ୍ତ, ପରୀକ୍ଷା ପାଇଁ ଗଲା ଜଳ ନମୁନା

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଇଲାକାର ପୋଡ଼ାଗଡ଼ ଗ୍ରାମରେ ଝାଡ଼ାବାନ୍ତି ଆତଙ୍କ। ଗାଁରେ ୨ ଦିନ ଧରି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି। ବୁଧବାର ୩୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆଉ ୯ ଜଣ ହସ୍ପିଟାଲରେ…

Continue Readingପୋଡ଼ାଗଡ଼ରେ ବ୍ୟାପୁଛି ଝାଡ଼ାବାନ୍ତି: ୪୦ ରୁ ଊର୍ଦ୍ଧ୍ବ ଆକ୍ରାନ୍ତ, ପରୀକ୍ଷା ପାଇଁ ଗଲା ଜଳ ନମୁନା

ରାଜଧାନୀରେ ୧୫ ଲକ୍ଷ ଟଙ୍କାରେ ମିଳିବ ଘର : ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର: ରାଜଧାନୀରେ ୧୫ ଲକ୍ଷ ଟଙ୍କାରେ ମିଳିବ ଘର। ଏ ନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଭିତରେ ଘର ମିଳିବ। ଭୁବନେଶ୍ୱର ସହରରେ…

Continue Readingରାଜଧାନୀରେ ୧୫ ଲକ୍ଷ ଟଙ୍କାରେ ମିଳିବ ଘର : ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର