ବେଆଇନ ବନ୍ଧୁକ ତିଆରି କାରଖାନା ଠାବ: ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ: ଦୁଇ ଦିନରେ ଦୁଇ ଗିରଫ
ପାଳଲହଡା : ଅନୁଗୁଳ ଜିଲ୍ଲା ପାଳଲହଡା ଅଞ୍ଚଳରେ ଦିନ କୁ ଦିନ ବଢି ଚାଲିଛି ଅପରାଧ। କେତେବେଳେ ଅତି ବିଭତ୍ସ ଦୁଷ୍କର୍ମ ସାଙ୍ଗକୁ ହତ୍ୟା ତ କେତେବେଳେ ଦୁର୍ବୁତ୍ତ ମାନଙ୍କ ଆତଙ୍କ। ଏବେ କିନ୍ତୁ ଚର୍ଚ୍ଚାରେ ଚୋରା ବନ୍ଧୁକ ନିର୍ମାଣ କାରଖାନା।…
