ସାପକାମୁଡ଼ା ମୃତ୍ଯୁ ପ୍ରତିରୋଧ ସଚେତନତା କର୍ମଶାଳା: ସାପକୁ ଶତ୍ରୁ ନୁହେଁ, ବନ୍ଧୁ ଭାବିବାକୁ ପରାମର୍ଶ
ଅନୁଗୁଳ: ଅନୁଗୁଳରେ ସାପକାମୁଡ଼ା ମୃତ୍ଯୁ ପ୍ରତିରୋଧ ସଚେତନତା କର୍ମଶାଳା ଆୟୋଜିତ ହୋଇଛି। ଅନୁଗୁଳର ସାମାଜିକ ଅନୁଷ୍ଠାନ “ସାଥୀ ପରିବାର”, “ଉତ୍କର୍ଷ ପରିବାର” ଏବଂ “ଅନୁଗୁଳ ଲାଇଟ୍ ହାଉସ”ର ମିଳିତ ଉଦ୍ଯମରେ ଲାଇଟ୍ ହାଉସ୍ ଠାରେ ଆୟୋଜିତ ଏହି କର୍ମଶାଳାରେ ଅନୁଷ୍ଠାନର ସଦସ୍ଯ…
