ଲାଭ ଲୋଭରେ ଚୂନା ଲଗାଇଲା ସାଇବର ଠକ: ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହରାଇଲେ ଯୁବକ

ଅନୁଗୁଳ: ଲାଭ ଆଶାରେ ସଞ୍ଚିତ ଧନ ହରାଇଲେ ଯୁବକ।ସାଇବର ଠକ ନେଇଗଲା ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା। ଏନେଇ ଠକେଇର ଶିକାର ଯୁବକ ଅନୁଗୁଳ ସାଇବର ଥାନାରେ ଅଭିଯୋଗ କରିଛନ୍ତି।ସୂଚନା ଅନୁସାରେ, ନାଲ୍‌କୋ କେନାଲ ରୋଡ୍‌ରେ ରହୁଥିବା ଜଣେ ଯୁବକଙ୍କ ପାଖରୁ…

Continue Readingଲାଭ ଲୋଭରେ ଚୂନା ଲଗାଇଲା ସାଇବର ଠକ: ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହରାଇଲେ ଯୁବକ

ରାସ୍ତାରୁ ଅପହରଣ କରି ମାଗିଲେ ଟଙ୍କା, ନ ଦେବାରୁ ନିସ୍ତୁକ ପିଟିଲେ; ଉଦ୍ଧାର କଲା ପୁଲିସ

ଅନୁଗୁଳ: ରାସ୍ତାରୁ ଅପହରଣ କରି ମାଗିଲେ ଟଙ୍କା। ଟଙ୍କା ନ ମିଳିବାରୁ ନିସ୍ତୁକ ପିଟିଲେ। ସୁନା ଚେନ୍, ମୁଦି, ବ୍ରେସଲେଟ ସହ ପାଖରେ ଥିବା ଟଙ୍କା ଏବଂ ମୋବାଇଲ ନେଇଗଲେ ଦୁର୍ବୃତ୍ତ। ଆଜି ତାଳଚେର ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ। ସ୍ଥାନୀୟ…

Continue Readingରାସ୍ତାରୁ ଅପହରଣ କରି ମାଗିଲେ ଟଙ୍କା, ନ ଦେବାରୁ ନିସ୍ତୁକ ପିଟିଲେ; ଉଦ୍ଧାର କଲା ପୁଲିସ

ଅନୁଗୁଳରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଅନୁଗୁଳ : ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା। ଶୁକ୍ରବାର ସକାଳେ ଅବକାରୀ ଟିମ୍ ନାଲ୍‌କୋ ଥାନା ଅଞ୍ଚଳ ବଳରାମପ୍ରସାଦ କେନ୍ଦୁପଲି ସାହିରେ ଚଢ଼ଉ କରି ୨୨ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି। ଏଥିସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ…

Continue Readingଅନୁଗୁଳରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାରହା ଆକ୍ରମଣରେ ୨ ଗୁରୁତର

କିଶୋରନଗର: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡର ମାଧପୁର ବନାଞ୍ଚଳ ଅନ୍ତର୍ଗତ ସଂଜାମୁରା ଗ୍ରାମ ରୁଗୁଡ଼ି ସାହିରେ ଶୁକ୍ରବାର ଦିନ ସକାଳେ ବାରହା ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ଜଗବନ୍ଧୁ ସାହୁ (୪୨), ସୀତା…

Continue Readingବାରହା ଆକ୍ରମଣରେ ୨ ଗୁରୁତର

ମଦ୍ୟପାନ କରି ୩ ଚାଳକ ଗିରଫ, ୩ ବାଇକ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ପୁଲିସ ପକ୍ଷରୁ ବୁଧବାର ଦିନ ଟାପଢୋଲ ଗ୍ରାମରେ ଗାଡ଼ି ମଟର ଯାଞ୍ଚ କରାଯାଇଛି। ଯାଞ୍ଚ ସମୟରେ ମଦ୍ୟପାନ କରି ବାଇକ ଚଳାଉଥିବା ଅଭିଯୋଗରେ ପକୋଣ୍ଡା ଗ୍ରାମର ସଂଜୀବ ନାୟକଙ୍କୁ ପୁଲିସ ଗିରଫ କରିଛି। ଏଥିସହ ତାଙ୍କ…

Continue Readingମଦ୍ୟପାନ କରି ୩ ଚାଳକ ଗିରଫ, ୩ ବାଇକ ଜବତ

ବଜ୍ରପାତ ନେଇଥିଲା ବାପା-ପୁଅଙ୍କ ମୁଣ୍ଡ, ମୃତକଙ୍କ ପରିବାରକୁ ଭେଟିଲେ ଆଠମଲ୍ଲିକ ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନାକିଚି ପଞ୍ଚାୟତ ଟକବା ଗ୍ରାମରେ ମଙ୍ଗଳବାର ବଜ୍ରପାତରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ଆଠମଲ୍ଲିକ ବିଧାୟକ। ସୂଚନା ମୁତାବକ, ବଜ୍ରପାତରେ ବାଲିଖମଣ ଗ୍ରାମର ପ୍ରଫୁଲ୍ଲ ମାଝୀ ଓ ତାଙ୍କ ପୁଅ ପ୍ରବୀଣ ମାଝୀଙ୍କ ମୃତ୍ୟୁ…

Continue Readingବଜ୍ରପାତ ନେଇଥିଲା ବାପା-ପୁଅଙ୍କ ମୁଣ୍ଡ, ମୃତକଙ୍କ ପରିବାରକୁ ଭେଟିଲେ ଆଠମଲ୍ଲିକ ବିଧାୟକ

ଟଙ୍କା ନିବେଶ କରି ଲାଭ ପାଇବା ଲୋଭ: ୧୫ ଲକ୍ଷ ଠକି ନେଲେ ସାଇବର ଲୁଟେରା, ଥାନାର ଦ୍ୱାରସ୍ଥ ହେଲେ ହତାଶ ଯୁବକ

ଅନୁଗୁଳ: ଅନୁଗୁଳରେ ପୁଣି ଅନଲାଇନ ଠକେଇ। ଅନ୍‌ଲାଇନ୍‌ରେ ଷ୍ଟାର ରେଟିଂ ଦେବା ବାହାନାରେ ଯୁବକଙ୍କ ଠାରୁ ଠକି ନେଲେ ୧୫ ଲକ୍ଷ ୨୬ ହଜାର ଟଙ୍କା। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନ‌ା ଅନୁସାରେ ମେରାମଣ୍ଡଳିସ୍ଥିତ ଟାଟା ଷ୍ଟିଲରେ କାମ…

Continue Readingଟଙ୍କା ନିବେଶ କରି ଲାଭ ପାଇବା ଲୋଭ: ୧୫ ଲକ୍ଷ ଠକି ନେଲେ ସାଇବର ଲୁଟେରା, ଥାନାର ଦ୍ୱାରସ୍ଥ ହେଲେ ହତାଶ ଯୁବକ

ଟ୍ରକ ଡ୍ରାଇଭରଙ୍କୁ ମାଡ଼ପିଟ କରିବା ସହ ଟଙ୍କା ମାଗିବା ଅଭିଯୋଗ, ଥାନାରେ ମାମଲା

ଅନୁଗୁଳ: ଅନୁଗୁଳ ହୁଲୁରିସିଙ୍ଗା ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ମାଡ଼ପିଟ କରିବା ସହ ଟଙ୍କା ମାଗିବା ନେଇ ଥାନାରେ ଅଭିଯୋଗ ହୋଇଛି। ଟ୍ରକ ଚାଳକଙ୍କ କହିବା ମୁତାବକ, ଆଜି ସେ ଗାଡ଼ି ଲୋଡ୍ କରି ଭିଲାଇ ଅଭିମୁଖେ…

Continue Readingଟ୍ରକ ଡ୍ରାଇଭରଙ୍କୁ ମାଡ଼ପିଟ କରିବା ସହ ଟଙ୍କା ମାଗିବା ଅଭିଯୋଗ, ଥାନାରେ ମାମଲା

ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ଓଲଟିଲା ଟ୍ରକ, ଚାଳକ ମୃତ

ଅନୁଗୁଳ: ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ପିଟିଲା ଟ୍ରକ। ଘଟଣାସ୍ଥଳରେ ଚାଳକ ମୃତ। ମୃତ ଚାଳକ ହେଲେ ବଇଣ୍ଡା ଥାନା ତଳମଳିଆ ଅଞ୍ଚଳର ସୁମନ୍ତ ସାହୁ। ଏକ ଥଣ୍ଡା ବୋଝେଇ ଟ୍ରକ କଟକରୁ ଥଣ୍ଡା ନେଇ ରାଉରକେଲା ଯାଉଥିଲା।…

Continue Readingରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ଓଲଟିଲା ଟ୍ରକ, ଚାଳକ ମୃତ

‘ଅପରେସନ ସିନ୍ଦୂର’କୁ ସମ୍ମାନ: ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ବୁଲିଲା ତ୍ରିରଙ୍ଗା ଯାତ୍ରା

ଅନୁଗୁଳ: ଅପରେସନ ସିନ୍ଦୂରର ସଫଳତାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସ୍‌ପି) ପକ୍ଷରୁ ଅନୁଗୁଳ ପ୍ଲାଣ୍ଟ ପରିସରରେ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଛି। କୁରୁକ୍ଷେତ୍ର ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ତିନି ଥର ନିର୍ବାଚିତ ସାଂସଦ, ଜେଏସ୍‌ପିର ଅଧ୍ୟକ୍ଷ…

Continue Reading‘ଅପରେସନ ସିନ୍ଦୂର’କୁ ସମ୍ମାନ: ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ବୁଲିଲା ତ୍ରିରଙ୍ଗା ଯାତ୍ରା