ତାଳଚେରରେ ପ୍ରଥମ ମିଳିତ ଜମିହରା ପ୍ରଜାଙ୍କ ଅଭିଯୋଗ ଶୁଣାଣି ଶିବିର
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଉପଜିଲ୍ଲାପାଳଙ୍କ ସଭାଗୃହରେ ପ୍ରଥମ ମିଳିତ ଜମିହରା ପ୍ରଜାଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଶିବିରରେ ଅଧ୍ୟକ୍ଷତା କରିଥିଲେ ଉପଜିଲ୍ଲାପାଳ ସମୀର କୁମାର ଜେନା। ଅନୁଗୁଳ ମହାନଦୀ କୋଲଫିଲଡ ଲିମିଟେଡ୍ର ସ୍ବତନ୍ତ୍ର…
