ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି: ବିଜେଡି ରାଜ୍ୟ ପରିଷଦରେ ଅନୁଗୁଳର ୬ ବଡ଼ ନେତା

ଅନୁଗୁଳ: ବିଜୁ ଜନତା ଦଳ ପକ୍ଷରୁ ୮୭ ଜଣିଆ ରାଜ୍ୟ ପରିଷଦ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ଅନୁଗୁଳ ଜିଲ୍ଲାର ୬ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହ,…

Continue Readingପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି: ବିଜେଡି ରାଜ୍ୟ ପରିଷଦରେ ଅନୁଗୁଳର ୬ ବଡ଼ ନେତା

ବିଶ୍ବ ଧରିତ୍ରୀ ଦିବସ ପାଳିତ: ଗଛ ଲଗାଇବା ସହ ମାଟିପାତ୍ର ବଣ୍ଟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ କାଣ୍ଡସର ଦିବ୍ୟଜୀବନ ଉଚ୍ଚ ବିଦ୍ୟାଳୟ ପରିସରରେ ସାମାଜିକ ଅନୁଷ୍ଠାନ ‘ସ୍ପନ୍ଦନ’, ଭୁବନେଶ୍ୱର ଉତ୍କଳ ୟୁଥ୍ ଆସୋସିଏନ୍ ସୋସିଆଲ ଡେଭଲପମେଣ୍ଟ ଏବଂ ୟୁଥ୍ ଫର୍ ୱାଟର, ଇଣ୍ଡିଆ ତରଫରୁ ବିଶ୍ଵ ଧରିତ୍ରୀ ଦିବସ ୨୦୨୫ ପାଳିତ ହୋଇଛି।…

Continue Readingବିଶ୍ବ ଧରିତ୍ରୀ ଦିବସ ପାଳିତ: ଗଛ ଲଗାଇବା ସହ ମାଟିପାତ୍ର ବଣ୍ଟନ

ରାସନ କାର୍ଡ ପାଇଁ ବ୍ଲକରେ ହଜାରେ ଲୋକଙ୍କ ଭିଡ଼, ଜଣେ କର୍ମଚାରୀ ଥିବାରୁ ଉତ୍ତେଜନା

ଅନୁଗୁଳ: ନୂଆ ରାସନ କାର୍ଡ କରିବାକୁ ଏବେ ଲୋକମାନେ ବ୍ଲକ ଅଫିସକୁ ଧାଉଁଛନ୍ତି। ଏଭଳି ସ୍ଥିତିରେ ଅନୁଗୁଳରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଗତ ଦୁଇ ତିନିଦିନ ହେବ ଅନୁଗୁଳ ବ୍ଲକ ପରିସରରେ ସକାଳୁ ସଞ୍ଜ ଯାଏ ଅସମ୍ଭାଳ ଭିଡ଼…

Continue Readingରାସନ କାର୍ଡ ପାଇଁ ବ୍ଲକରେ ହଜାରେ ଲୋକଙ୍କ ଭିଡ଼, ଜଣେ କର୍ମଚାରୀ ଥିବାରୁ ଉତ୍ତେଜନା

ରେଙ୍ଗାଳୀରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ସମୀକ୍ଷା ବୈଠକ, ସବୁ ଅଞ୍ଚଳକୁ ପିଇବା ପାଣି ଯୋଗାଇବାକୁ ବିଧାୟକଙ୍କ କଡ଼ା ନିର୍ଦ୍ଦେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଳୀ ଓଏଚପିସି ଅତିଥି ଭବନରେ ରେଙ୍ଗାଳୀ ପଞ୍ଚାୟତ ପାନୀୟ ଜଳ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଯୋଗ ଦେଇ ପାନୀୟ ଜଳ ବିଷୟରେ ପଚାରି ବୁଝିଥିଲେ।…

Continue Readingରେଙ୍ଗାଳୀରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ସମୀକ୍ଷା ବୈଠକ, ସବୁ ଅଞ୍ଚଳକୁ ପିଇବା ପାଣି ଯୋଗାଇବାକୁ ବିଧାୟକଙ୍କ କଡ଼ା ନିର୍ଦ୍ଦେଶ

ପିଲାଙ୍କ ସ୍କୁଲ ଯିବା ରାସ୍ତାକୁ ଖୋଳିଦେଲେ, କେମିତି ପାଠ ପଢ଼ିବାକୁ ଯିବେ ଛାତ୍ରଛାତ୍ରୀ?

ଅନୁଗୁଳ: ପିଲାଙ୍କ ସ୍କୁଲ ଯିବା ରାସ୍ତାକୁ ଖୋଳିଦେଲେ। ଆଉ ଶିକ୍ଷକ ମାଟି ପକାଇବାରୁ କଲେ ବିରୋଧ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି। ଏ ନେଇ ବିଦ୍ୟାଳୟ ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି।…

Continue Readingପିଲାଙ୍କ ସ୍କୁଲ ଯିବା ରାସ୍ତାକୁ ଖୋଳିଦେଲେ, କେମିତି ପାଠ ପଢ଼ିବାକୁ ଯିବେ ଛାତ୍ରଛାତ୍ରୀ?

ତାଳଚେରର ରାଜା ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନଙ୍କ ପରଲୋକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପିର ଶୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ରାଜା ସାହେବ ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନଙ୍କର ଆଜି ୭୫ ବର୍ଷ ବୟସରେ ପରଲୋକ ହୋଇଛି। ରାୟପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ସେ ସେଠାରେ ଚିକିତ୍ସାଧୀନ…

Continue Readingତାଳଚେରର ରାଜା ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନଙ୍କ ପରଲୋକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପିର ଶୋକ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ଅଭିଯୋଗ ଶୁଣିଲେ ବରିଷ୍ଠ ଜିଲ୍ଲା ଅଧିକାରୀ

ଅନୁଗୁଳ: ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତାଳଚେର ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୫୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୩୧ଟି ବ୍ୟକ୍ତିଗତ ଓ ୨୫ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ଅଭିଯୋଗ ଶୁଣିଲେ ବରିଷ୍ଠ ଜିଲ୍ଲା ଅଧିକାରୀ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଅନୁଗୁଳ: ଆଜି (ସୋମବାର) ଶ୍ରୀମନ୍ଦିରରେ ମହାପ୍ରଭୁଙ୍କରପଇତାଲାଗି ନୀତି ଅନୁଷ୍ଠିତ ହେବାକୁ ଥ‌ିବା ବେଳେ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ନୀତି ଅପରାହ୍ନରେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦ୍ଵିତୀୟ ଭୋଗମଣ୍ଡପ…

Continue Readingଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଅନୁଗୁଳ ହାଇସ୍କୁଲରେ ଖୋଖୋ ତାଲିମ କେନ୍ଦ୍ର

ଅନୁଗୁଳ: ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଖେଲୋ ଇଣ୍ଡିଆ ଆନୁକୁଲ୍ୟରେ ଏକ ଖୋଖୋ ତାଲିମ କେନ୍ଦ୍ର ଆଭାସି ମୋଡରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ଏହି ସମାରୋହରେ ଉପଜିଲ୍ଲାପାଳ ମାୟାଧର…

Continue Readingଅନୁଗୁଳ ହାଇସ୍କୁଲରେ ଖୋଖୋ ତାଲିମ କେନ୍ଦ୍ର

ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ, ୨ ଦିନରେ ଖରା ଯୋଗୁ ଗଲାଣି ଦୁଇ ଜଣଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଟାଙ୍ଗିରି ଗାଁରେ ଅଂଶୁଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ମୃତ ହେଲେ ଟାଙ୍ଗିରି ଗାଁର ଉଦ୍ଧବ ବେହେରା(୬୦)। ସୂଚନା ଅନୁଯାୟୀ, ଉଦ୍ଧବ ବେହେରା ଓ ତାଙ୍କ ସ୍ତ୍ରୀ ଯମୁନା ବେହେରା…

Continue Readingଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ, ୨ ଦିନରେ ଖରା ଯୋଗୁ ଗଲାଣି ଦୁଇ ଜଣଙ୍କ ଜୀବନ