ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ୨୯ରୁ ବସ ଚଳାଚଳ ବନ୍ଦ

ଅନୁଗୁଳ: ରାସ୍ତା ମରାମତି ନ ହେଲେ ଗଡିବନି ବସ୍। ଏମିତି କିଛି ଦାବି ନେଇ  ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଆସନ୍ତା ୨୯ ରିଖ ଠାରୁ ତାଳଚେରରୁ ବସ୍ ଚଳାଚଳ ବନ୍ଦ କରିବା ନେଇ ବସ୍ ମାଲିକ…

Continue Readingଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ୨୯ରୁ ବସ ଚଳାଚଳ ବନ୍ଦ

ଶୌଚାଳୟ ତିଆରି ଦାବି: ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ବଅଁରପାଳ ବ୍ଲକର ମହିଳା

ଅନୁଗୁଳ: ଘରେ ଘରେ ଶୌଚାଳୟ ଦାବି। ଏଥିପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ତୁଳସୀପାଳ ପଞ୍ଚାୟତ ଲଙ୍ଗୁଳିଆବେଡା ଗାଁ ମହିଳା। ଅଭିଯୋଗ ମୁତାବକ, ଦୁଇ- ତିନି ବର୍ଷ ହେଲା ଲଙ୍ଗୁଳିଆବେଡା ଗ୍ରାମ ନିକଟରେ ହାତୀ ରହୁଛି। ଏଣୁ…

Continue Readingଶୌଚାଳୟ ତିଆରି ଦାବି: ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲେ ବଅଁରପାଳ ବ୍ଲକର ମହିଳା

କୋଇଲା ଡିପୋ ବନ୍ଦ କରିବା ଦାବି: ଜରପଡ଼ା ଷ୍ଟେସନରେ ୯ ପଞ୍ଚାୟତବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଷ୍ଟେସନରେ କୋଇଲା ଡିପୋକୁ ନେଇ ଜରପଡ଼ା ଷ୍ଟେସନରେ ୯ଟି ପଞ୍ଚାୟତର ଅଧିବାସୀ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜରପଡା ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜା ସଂଘ ଡାକରାରେ ଆଖ ପାଖ ଅଞ୍ଚଳର ୯ଟି ଗ୍ରାମ ପଞ୍ଚାୟତର ଅଧିବାସୀ…

Continue Readingକୋଇଲା ଡିପୋ ବନ୍ଦ କରିବା ଦାବି: ଜରପଡ଼ା ଷ୍ଟେସନରେ ୯ ପଞ୍ଚାୟତବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ ହାଇସ୍କୁଲ ଶତବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ, ଆସିପାରନ୍ତି ରାଷ୍ଟ୍ରପତି

ଅନୁଗୁଳ: ଅନୁଗୁଳ ସରକାରୀ ହାଇସ୍କୁଲର ଶତବାର୍ଷିକୀ ସମାରୋହ ପାଳନ ନିମନ୍ତେ ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ହୋଇଛି। ଅନୁଗୁଳ ବିଧାୟକ ତଥା ଶତବାର୍ଷିକୀ ପାଳନ କମିଟିର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ)…

Continue Readingଅନୁଗୁଳ ହାଇସ୍କୁଲ ଶତବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ, ଆସିପାରନ୍ତି ରାଷ୍ଟ୍ରପତି

ପାଣିଘେରରେ କାଣ୍ଡସର ପଞ୍ଚାୟତ କାର୍ଯ୍ୟାଳୟ, ଗାଁ ଲୋକ ଅଣନିଶ୍ୱାସୀ

ଅନୁଗୁଳ: ଜଳବନ୍ଦୀ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ପଞ୍ଚାୟତ କାର୍ଯ୍ୟାଳୟ। ବର୍ଷାଦିନ ହେତୁ ଗ୍ରାମର ଡ୍ରେନ ଗୁଡିକ ସଫା ନହେବା କାରଣରୁ ଅଳିଆ ଆବର୍ଜନା, ପାଇଖାନା ମଇଳା ପାଣି ଆସି ପଞ୍ଚାୟତ ସାମନାରେ ଜମା ହେଉଛି। ଫଳରେ ପାଣି…

Continue Readingପାଣିଘେରରେ କାଣ୍ଡସର ପଞ୍ଚାୟତ କାର୍ଯ୍ୟାଳୟ, ଗାଁ ଲୋକ ଅଣନିଶ୍ୱାସୀ

ଭୂ-ଅର୍ଜନ ଅଧିକାରୀ ଓ ଜମିହରାଙ୍କ ୯ମ ମିଳିତ ଅଭିଯୋଗ ଶୁଣାଣି

ଅନୁଗୁଳ: ମହାନଦୀ କୋଲଫିଲଡ ଲିମିଟେଡର ସ୍ଵତନ୍ତ୍ର ଭୂ-ଅର୍ଜନ କାର୍ଯ୍ୟାଳୟ ପକ୍ଷରୁ ଜମିହରା ପ୍ରଜାଙ୍କ ପାଇଁ ତାଳଚେର ଉପ- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ନବମ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଛି। ଉପ-ଜିଲ୍ଲାପାଳ ସମୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ…

Continue Readingଭୂ-ଅର୍ଜନ ଅଧିକାରୀ ଓ ଜମିହରାଙ୍କ ୯ମ ମିଳିତ ଅଭିଯୋଗ ଶୁଣାଣି

ଜମି ବାଡ଼ି ବିବାଦ: ବିଧବା ଭଉଣୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଇ

ଅନୁଗୁଳ: ଭଉଣୀକୁ ଟାଙ୍ଗିଆରେ ହାନି ହତ୍ୟା କଲା ଭାଇ। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ସୋଲଣ୍ଡା ଗ୍ରାମରେ ସୋମବାର ଏଭଳି ଅଭାବନୀୟ ଘଟଣା ଘଟିଛି। ଅପରାହ୍ନ ୨ ଟାରେ ଭାଇ ଗୟାଧର ପ୍ରଧାନ ଏକ ଟାଙ୍ଗିଆରେ ଭଉଣୀ କଳ୍ପନା…

Continue Readingଜମି ବାଡ଼ି ବିବାଦ: ବିଧବା ଭଉଣୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଇ

ଛେଣ୍ଡିପଦା ଜେଏମଏଫସି ଅଦାଲତର ୬ଷ୍ଠ ପ୍ରତିଷ୍ଠା ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ସଦର ମହକୁମାରେ ଥିବା କନିଷ୍ଠ ବିଚାର ବିଭାଗୀୟ ଦେୱାନୀ ଅଦାଲତର (ଜେଏମଏଫସି କୋର୍ଟ) ଷଷ୍ଠ ପ୍ରତିଷ୍ଠା ଉତ୍ସବ ସୋମବାର ଛେଣ୍ଡିପଦା ଓକିଲ ସଂଘର ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି। ଛେଣ୍ଡିପଦା ଆଇନଜୀବୀ ସଂଘର ସଭାପତି ଦୁର୍ଯ୍ୟୋଧନ…

Continue Readingଛେଣ୍ଡିପଦା ଜେଏମଏଫସି ଅଦାଲତର ୬ଷ୍ଠ ପ୍ରତିଷ୍ଠା ଦିବସ ପାଳିତ

ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଦଳରୁ ନିଲମ୍ବିତ

ଭୁବନେଶ୍ବର:  ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଜାତୀୟ ଯୁବ କଂଗ୍ରେସ ସଭାପତି ପଦ ଓ ଦଳରୁ ନିଲମ୍ବିତ କରିଥିବା ଜଣାଯାଇଛି। ମୃଦୁ ପାନୀୟରେ ନିଶା ଦେଇ ହୋଟେଲ୍‌ରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଛାତ୍ର କଂଗ୍ରେସ ସଭାପତି…

Continue Readingଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଦଳରୁ ନିଲମ୍ବିତ

କଦଳୀ ବେରେଣୀରେ କଙ୍ଗାରୁକୋର୍ଟ ! ବୃଦ୍ଧବୃଦ୍ଧାଙ୍କୁ ସାମାଜିକ ବାସନ୍ଦ ଅଭିଯୋଗ, ଏସପିଙ୍କ ଦ୍ୱାରସ୍ଥ

ଅନୁଗୁଳ: ଅନୁଗୁଳରେ କଙ୍ଗାରୁକୋର୍ଟ। ବୃଦ୍ଧବୃଦ୍ଧାଙ୍କୁ ସାମାଜିକ ବାସନ୍ଦ ଅଭିଯୋଗ। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ କଦଳୀ ବେରେଣୀ ଗାଁରେ ବୃଦ୍ଧ ଦମ୍ପତିଙ୍କୁ ସାମାଜିକ ବାସନ୍ଦ କରି ଦୀର୍ଘ ବର୍ଷ ଧରି ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ଏନେଇ…

Continue Readingକଦଳୀ ବେରେଣୀରେ କଙ୍ଗାରୁକୋର୍ଟ ! ବୃଦ୍ଧବୃଦ୍ଧାଙ୍କୁ ସାମାଜିକ ବାସନ୍ଦ ଅଭିଯୋଗ, ଏସପିଙ୍କ ଦ୍ୱାରସ୍ଥ