ଅନୁଗୁଳ ଚାଷୀ ସୁରକ୍ଷା କମିଟିର କାର୍ଯ୍ୟକାରୀ ବୈଠକ ଆୟୋଜିତ, ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ
ଅନୁଗୁଳ: ଅନୁଗୁଳ ଚାଷୀ ସୁରକ୍ଷା କମିଟିର ବୈଠକ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାରଠାରେ ଅନୁଷ୍ଠିତ ହୋଇଛି। କମିଟିର ସଭାପତି ପ୍ରଦୀପ କୁମାର ପ୍ରଧାନ ପ୍ରଥମେ ସ୍ଵାଗତ ଭାଷଣ ଦେଇଥିଲେ। ପରେ ଅନୁଗୁଳ ଜିଲ୍ଲାର ୯୨ଖଣ୍ଡ ଚକବନ୍ଦୀ ଅଧ୍ୟୁଷିତ ଗ୍ରାମଗୁଡିକରୁ ଚକବନ୍ଦୀ…