ଲିଙ୍ଗରାଜ ଏମସିଏଲ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ଫୁସଫୁସ୍ ଜନିତ ରୋଗ ବିଷୟରେ ଜାଣିଲେ ତାଳଚେରବାସୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲ ଲିଙ୍ଗରାଜ ପକ୍ଷରୁ ଦେଉଳବେଡା ସ୍ଥିତ ଏମସିଏଲ ହସ୍ପିଟାଲ ସାମ୍ନାରେ ଏକ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଦେଉଳବେଡ଼ା ଏମସିଏଲ ହସ୍ପିଟାଲର ଡାକ୍ତର ଆଲମ୍ ଓ ଡାକ୍ତର ଯୁଗନାଥ କୌସିକ ଉପସ୍ଥିତ…

Continue Readingଲିଙ୍ଗରାଜ ଏମସିଏଲ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ଫୁସଫୁସ୍ ଜନିତ ରୋଗ ବିଷୟରେ ଜାଣିଲେ ତାଳଚେରବାସୀ

୭୨ ଥର ରକ୍ତଦାନ କରି ରେକର୍ଡ କଲେ ତାଳଚେରର ଶିକ୍ଷକ ଶାନ୍ତନୁ ସାହୁ

ଅନୁଗୁଳ: ୭୨ ଥର ରକ୍ତ ଦେଇ ଚର୍ଚ୍ଚାରେ ତାଳଚେରର ଶିକ୍ଷକ ଶାନ୍ତନୁ ସାହୁ। ପେସାରେ ଜଣେ ଶିକ୍ଷକ, କିନ୍ତୁ ନିଶା ତାଙ୍କର ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା। ଏଣୁ ଇତି ମଧ୍ୟରେ ସେ ୭୨ ଥର ରକ୍ତଦାନ କରିସାରିଲେଣି। ତାଳଚେର…

Continue Reading୭୨ ଥର ରକ୍ତଦାନ କରି ରେକର୍ଡ କଲେ ତାଳଚେରର ଶିକ୍ଷକ ଶାନ୍ତନୁ ସାହୁ

ସୁଲଭ ଶୌଚାଳୟ ପରିଚାଳକଙ୍କ ମନମୁଖୀ, ମା’ ଶୌଚ ହେବାରୁ ବନ୍ଧା ରଖିଲା ଛୁଆ

ଅନୁଗୁଳ: ଅନୁଗୁଳ ସହରରେ ଘରୋଇ ଶୌଚାଳୟ ମାଲିକଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସରକାରୀ ଟଏଲେଟର ଅଭାବରୁ ଏମାନଙ୍କ ମୁହଁ ବଢୁଥିବା ଦେଖିବାକୁ ମିଳିଛି। ଏହାର ଜ୍ୱଳନ୍ତ ଉଦାହରଣ ସୋମବାର ଦେଖିବାକୁ ମିଳିଛି। ମା' ଶୌଚ ହେବାକୁ ଯାଇଥିବାରୁ ପଇସା ପାଇଁ ଅନୁଗୁଳର…

Continue Readingସୁଲଭ ଶୌଚାଳୟ ପରିଚାଳକଙ୍କ ମନମୁଖୀ, ମା’ ଶୌଚ ହେବାରୁ ବନ୍ଧା ରଖିଲା ଛୁଆ

ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ, ତାଲିମ ନେଲେ ୩୮ ଜଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗଡ଼ତଳ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ନରେନ୍ଦ୍ର କୁମାର ପାଇକରାୟ ଯୋଗଦେଇ ଛାତ୍ରୀମାନେ ନିଜକୁ ସୁରକ୍ଷିତ କରିବା ପାଇଁ ଏହାକୁ…

Continue Readingଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ, ତାଲିମ ନେଲେ ୩୮ ଜଣ

ବରଯାତ୍ରୀ ଶୋଭାଯାତ୍ରାରେ ବାଣ ବିସ୍ଫୋରଣ, ବାଣ ଫୁଟାଇବାକୁ ଆସିଥିବା ଯୁବକ ମୃତ

ଅନୁଗୁଳ: ବରଯାତ୍ରୀ ଶୋଭାଯାତ୍ରାରେ ବାଣ ବିସ୍ଫୋରଣ। ବାଣ ଫୁଟାଇବାକୁ ଆସିଥିବା ଯୁବକର ମୃତ୍ୟୁ। ମୃତକ ହେଲେ ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡା ଗ୍ରାମର ଉଗ୍ରସେନ ବେହେରା (୪୫)। ସୂଚନା ମୁତାବକ, ବୁଧବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା…

Continue Readingବରଯାତ୍ରୀ ଶୋଭାଯାତ୍ରାରେ ବାଣ ବିସ୍ଫୋରଣ, ବାଣ ଫୁଟାଇବାକୁ ଆସିଥିବା ଯୁବକ ମୃତ

ଡିଜିଟାଲ୍ ସ୍କିଲିଂ ଉପରେ ସଚେତନତା କାର୍ଯ୍ୟକ୍ରମ, ଯୋଗ ଦେଲେ ୪୫୦ ଛାତ୍ରଛାତ୍ରୀ

ଅନୁଗୁଳ : ଅନୁଗୁଳର ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଡିଜିଟାଲ୍ ସ୍କିଲିଂ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଅଧ୍ୟକ୍ଷ ଡକ୍ଟର ନୀଳାଞ୍ଚଳ ପଟେଲ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଡକ୍ଟର ପଟେଲ ଦକ୍ଷତାର ଗୁରୁତ୍ୱ ଏବଂ NEP 2020…

Continue Readingଡିଜିଟାଲ୍ ସ୍କିଲିଂ ଉପରେ ସଚେତନତା କାର୍ଯ୍ୟକ୍ରମ, ଯୋଗ ଦେଲେ ୪୫୦ ଛାତ୍ରଛାତ୍ରୀ

ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକଙ୍କ ପାଇଁ ପ୍ରଶିକ୍ଷଣ ଶିବିର, ନିରପେକ୍ଷ ଖବର ପ୍ରସାରଣ କରିବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଶିବିରର ମୁଖ୍ୟ ବକ୍ତା ତଥା ପ୍ରଶିକ୍ଷକ ଭାବେ ବରିଷ୍ଠ ସାମ୍ୱାଦିକ ଅର୍ଦ୍ଧେନ୍ଦୁ ଦାସ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ଦାସ କିପରି ଭାବରେ…

Continue Readingଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକଙ୍କ ପାଇଁ ପ୍ରଶିକ୍ଷଣ ଶିବିର, ନିରପେକ୍ଷ ଖବର ପ୍ରସାରଣ କରିବାକୁ ପରାମର୍ଶ

ଦେଶର ପ୍ରଥମ ଉଡ଼ନ୍ତା ଟ୍ୟାକ୍ସିର ଅନାବରଣ

ଅନୁଗୁଳ: ବେଙ୍ଗାଲୁରୁର ଭାରତ ଗ୍ଲୋବାଲ ମୋବିଲିଟି ଏକ୍ସପୋରେ ଦେଶର ପ୍ରଥମ ଉଡ଼ନ୍ତା ଟ୍ୟାକ୍ସିର ଅନାବରଣ କରାଯାଇଛି। ଏହାକୁ ଦେଖିବାକୁ ଗ୍ରାହକଙ୍କ ଭିଡ ଲାଗିଛି। ସ୍ଥାନୀୟ ସରଳା ଏଭିଏସନ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି। ଏଥିରେ ଛ' ଜଣ ବସିପାରିବେ। ଘଣ୍ଟା ପ୍ରତି…

Continue Readingଦେଶର ପ୍ରଥମ ଉଡ଼ନ୍ତା ଟ୍ୟାକ୍ସିର ଅନାବରଣ

ପୁଣି ଅନୁଗୁଳ ସହରକୁ କବ୍ଜା କରିସାରିଲେଣି ଉଠା ଦୋକାନୀ, ଉଚ୍ଛେଦ ବଦଳରେ ଟିକସ ନେଉଛି ପୌରପାଳିକା

ଅନୁଗୁଳ: ଅନୁଗୁଳ ସହରକୁ ପୁଣି କବ୍ଜା କରିସାରିଲେଣି ଉଠା ଦୋକାନୀ। ଗତ କିଛି ମାସ ତଳେ ପୌରପାଳିକାର ଅନେକ ସ୍ଥାନରେ ଚଢ଼ଉ କରି ରାସ୍ତାରେ ହୋଇଥିବା ଜବରଦଖଲ ଉଠାଦୋକାନଗୁଡିକୁ ଉଠାଇ ଦିଆଯାଇଥିଲା। ସମୟ ବିତିଯିବା ସହ ପୌରପାଳିକାର ନିୟମ ମଧ୍ୟ ବଦଳି…

Continue Readingପୁଣି ଅନୁଗୁଳ ସହରକୁ କବ୍ଜା କରିସାରିଲେଣି ଉଠା ଦୋକାନୀ, ଉଚ୍ଛେଦ ବଦଳରେ ଟିକସ ନେଉଛି ପୌରପାଳିକା

ମହିମା ମାଘ ମେଳାର ସୁପରିଚାଳନାକୁ ଗୁରୁତ୍ୱ: ଅଙ୍ଗାରବନ୍ଧ ଧାମ ପରିଦର୍ଶନ କଲେ ଅନୁଗୁଳ ଉପଜିଲ୍ଲାପାଳ

ଅନୁଗୁଳ: ଫେବ୍ରୁଆରୀ ୧୦ ରୁ ୧୪ ଯାଏଁ ପାଳିତ ହେବ ମହିମା ମାଘ ମେଳା। ମେଳାକୁ ସୂଚାରୁରୂପେ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ କରିବା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ପଦକ୍ଷେପ ନିଆଯାଉଛି। ମେଳାରେ ହଜାର ହଜାର…

Continue Readingମହିମା ମାଘ ମେଳାର ସୁପରିଚାଳନାକୁ ଗୁରୁତ୍ୱ: ଅଙ୍ଗାରବନ୍ଧ ଧାମ ପରିଦର୍ଶନ କଲେ ଅନୁଗୁଳ ଉପଜିଲ୍ଲାପାଳ