ଟ୍ରଲର ଦୁର୍ଘଟଣା ଗ୍ରସ୍ତ, ଯନ୍ତ୍ରାଂଶ ପଡ଼ି ୧୪ ଘଣ୍ଟା ଜାତୀୟ ରାଜପଥ ଜାମ୍
ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ହନୁମାନ ବଜାର ନିକଟ ଦେଇ ଯାଇଥିବା କେନାଲ ବ୍ରିଜ ଉପରେ ଏକ ଟ୍ରଲର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ରାଜପଥରେ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ୩୦ ଟନ…
