ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରାଯିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ତାଳଚେରର ସାମ୍ବାଦିକ

ଅନୁଗୁଳ: ରାଜ୍ୟରେ ଖୁବ୍ ଶୀଘ୍ର ସାମ୍ବାଦିକ ଆଇନ୍ ଲାଗୁ କରିବାକୁ ଆଜି ତାଳଚେରର କାର୍ଯ୍ୟରତ ସାମ୍ବାଦିକ ସମୂହ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଥମେ ସାମ୍ବାଦିକମାନେ ତାଳଚେର ସହର ପରିକ୍ରମା କରି କିପରି…

Continue Readingସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରାଯିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ତାଳଚେରର ସାମ୍ବାଦିକ

ପୁଣି ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, ଛେଳି ଚରାଇବାକୁ ଯାଇ ଥିଲେ ନିଖୋଜ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଏବେ ବି ଚାଲିଛି ହାତୀ ଆଉ ମଣିଷଙ୍କ ଲଢ଼େଇ। ସ୍ଥାନୀୟ ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ମାଟିଆସାହି ପଞ୍ଚାୟତର କନ୍ଧସାହି ଗ୍ରାମର କୃଷ୍ଣ (ଶମ୍ଭୁ) ବେହେରା ଛେଳି ଚରାଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଆଜି…

Continue Readingପୁଣି ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, ଛେଳି ଚରାଇବାକୁ ଯାଇ ଥିଲେ ନିଖୋଜ

ଅନୁଗୁଳରେ ଶ୍ରୀ ଖାଟୁ ଶ୍ୟାମଙ୍କ ଭକ୍ତିରେ ଝୁମିଲେ ସହସ୍ରାଧିକ ଶ୍ରଦ୍ଧାଳୁ, ଧୁମଧାମର ସହ ତୃତୀୟ ମହୋତ୍ସବ ପାଳିତ

ଅନୁଗୁଳ: ଅନୁଗୁଳର ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଲାଡ଼ଲେ ଖଟୁ ୱାଲେକେ ଗ୍ରୁପ ପକ୍ଷରୁ ସ୍ଥାନୀୟ ସଭାଘରେ ଭଗବାନ ଶ୍ରୀ ଖାଟୁ ଶ୍ୟାମ ବାବାଙ୍କ ତୃତୀୟ ମହୋତ୍ସବ ଧୁମଧାମରେ ପାଳିତ ହୋଇଛି। କୋଲକାତାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶୀତଲ ଚଣ୍ଡକ ଶର୍ମା…

Continue Readingଅନୁଗୁଳରେ ଶ୍ରୀ ଖାଟୁ ଶ୍ୟାମଙ୍କ ଭକ୍ତିରେ ଝୁମିଲେ ସହସ୍ରାଧିକ ଶ୍ରଦ୍ଧାଳୁ, ଧୁମଧାମର ସହ ତୃତୀୟ ମହୋତ୍ସବ ପାଳିତ

ଅନୁଗୁଳ ଜିଲ୍ଲାରେ ୧୦,୨୨୯ ଜଣ ହିତାଧିକାରୀ ପାଇବେ ବର୍ଦ୍ଧିତ ଭତ୍ତା, ସମସ୍ତଙ୍କୁ ମିଳିବ ୩୫୦୦ ଟଙ୍କା

ଅନୁଗୁଳ :ଚଳିତ ମାସରୁ ରାଜ୍ୟରେ ଲାଗୁ ହେବାକୁ ଯାଉଛି ବର୍ଦ୍ଧିତ ଭତ୍ତା। ୮୦ ବର୍ଷରୁ ଊର୍ଦ୍ଧ୍ୱ ଓ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କୁ ୩୫୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଜାତୀୟ ସାମାଜିକ ସହାୟତା ଯୋଜନା ଓ ମଧୁବାବୁ ପେନସନ ଯୋଜନାରେ…

Continue Readingଅନୁଗୁଳ ଜିଲ୍ଲାରେ ୧୦,୨୨୯ ଜଣ ହିତାଧିକାରୀ ପାଇବେ ବର୍ଦ୍ଧିତ ଭତ୍ତା, ସମସ୍ତଙ୍କୁ ମିଳିବ ୩୫୦୦ ଟଙ୍କା

ସେପ୍ଟେମ୍ବର ୨୦୨୭ ରେ କାର୍ଯ୍ୟକ୍ଷମ ହେବ ଏନଟିପିସିର ନୂତନ(୬୬୦×୨) ମେଗାୱାଟ୍ ଶକ୍ତି ପ୍ରକଳ୍ପର ପ୍ରଥମ ୟୁନିଟ୍

ଅନୁଗୁଳ: ଏନ.ଟି.ପି.ସି. ତାଳଚେର ଥର୍ମାଲରେ ନୂତନ ଭାବେ ପ୍ରତିଷ୍ଠା ହେଉଥିବା (୬୬୦×୨)ମେଗା ୱାଟ ଶକ୍ତି ପ୍ରକଳ୍ପର ପ୍ରଥମ ୟୁନିଟ ଆସନ୍ତା ସେପ୍ଟେମ୍ବର ୨୦୨୭ ରେ କାର୍ଯ୍ୟକ୍ଷମ ହେବ ଏବଂ ଦ୍ଵିତୀୟ ୟୁନିଟ ଡିସେମ୍ବର ୨୦୨୭ରେ ଉତ୍ପାଦନ ଆରମ୍ଭ କରିବ। ଏନେଇ ଆଜି…

Continue Readingସେପ୍ଟେମ୍ବର ୨୦୨୭ ରେ କାର୍ଯ୍ୟକ୍ଷମ ହେବ ଏନଟିପିସିର ନୂତନ(୬୬୦×୨) ମେଗାୱାଟ୍ ଶକ୍ତି ପ୍ରକଳ୍ପର ପ୍ରଥମ ୟୁନିଟ୍

କଲେଜ ଛକ ଅଞ୍ଚଳରେ ବଢ଼ୁଛି ଚୋରି, ଚା’ ଦୋକାନରୁ ଟଙ୍କା ବାକ୍ସ ସହ ବହୁ ଜିନିଷପତ୍ର ଲୁଟି ନେଲା ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ କଲେଜ ଛକ ଓ ଆଖପାଖ ଅଞ୍ଚଳରେ ଚୋରି ମାମଲା ବଢ଼ିବାରେ ଲାଗିଛି। ଖାସ କରି ଉଠାଦୋକାନୀଙ୍କୁ ଅଧିକ ଟାର୍ଗେଟ କରୁଛନ୍ତି ଚୋର। କଲେଜ ଛକ ନିକଟରେ ନୂଆସାହି ଅଞ୍ଚଳର ଜଣେ ବ୍ୟକ୍ତି ଚା' ଦୋକାନ…

Continue Readingକଲେଜ ଛକ ଅଞ୍ଚଳରେ ବଢ଼ୁଛି ଚୋରି, ଚା’ ଦୋକାନରୁ ଟଙ୍କା ବାକ୍ସ ସହ ବହୁ ଜିନିଷପତ୍ର ଲୁଟି ନେଲା ଦୁର୍ବୃତ୍ତ

ଲକ୍ଷ୍ମୀ ହୋଣ୍ଡାରେ ବଜାର ପ୍ରବେଶ କଲା ହୋଣ୍ଡାର ନୂଆ ବାଇକ SP 125 OBD-II (B), ପାଇପାରିବେ ଏକ୍ସଚେଞ୍ଜ ଓ ଫାଇନାନ୍ସର ସୁବିଧା

ଅନୁଗୁଳ: ଅନୁଗୁଳ ହୋଣ୍ଡା ମୋଟର ସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ହୋଣ୍ଡାର ବହୁ ପ୍ରତୀକ୍ଷିତ ବାଇକ୍ SP 125 OBD-II(B) ର ବଜାର ପ୍ରବେଶ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରମେଶ ଚନ୍ଦ୍ର ଅଗ୍ରୱାଲ…

Continue Readingଲକ୍ଷ୍ମୀ ହୋଣ୍ଡାରେ ବଜାର ପ୍ରବେଶ କଲା ହୋଣ୍ଡାର ନୂଆ ବାଇକ SP 125 OBD-II (B), ପାଇପାରିବେ ଏକ୍ସଚେଞ୍ଜ ଓ ଫାଇନାନ୍ସର ସୁବିଧା

ନାଲକୋର ୪୫ ତମ ପ୍ରତିଷ୍ଠା ଦିବସ ପାଳିତ: ସମସ୍ତ ୟୁନିୟନର ପ୍ରତିନିଧି ସମ୍ବର୍ଦ୍ଧିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋର ୪୫ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଗୋପବନ୍ଧୁ ପାର୍କ ପରିସରରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି। ଦ୍ଵିତୀୟ କୋଣାର୍କ ରୂପେ ପରିଚିତ ନାଲକୋର ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନିର୍ଦ୍ଦେଶକ ତଥା ସି.ଏମ.ଡି…

Continue Readingନାଲକୋର ୪୫ ତମ ପ୍ରତିଷ୍ଠା ଦିବସ ପାଳିତ: ସମସ୍ତ ୟୁନିୟନର ପ୍ରତିନିଧି ସମ୍ବର୍ଦ୍ଧିତ

ରାଜରାସ୍ତାରେ ଦୁର୍ଘଟଣା ହେଲେ ମିଳିବ ମାଗଣା ଚିକିତ୍ସା, ସବୁ ଖର୍ଚ୍ଚ ବହନ କରିବେ ସରକାର

ନୂଆଦିଲ୍ଲୀ: ରାଜରାସ୍ତାରେ ଦୁର୍ଘଟଣା ହେଲେ ମିଳିବ ମାଗଣା ଚିକିତ୍ସା। ପୀଡ଼ିତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର। ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଛନ୍ତି। ଗଡ଼କରୀ କହିଛନ୍ତି, ଏନେଇ ଏକ ନୂଆ ସ୍କିମ୍ “କ୍ୟାସଲେସ୍…

Continue Readingରାଜରାସ୍ତାରେ ଦୁର୍ଘଟଣା ହେଲେ ମିଳିବ ମାଗଣା ଚିକିତ୍ସା, ସବୁ ଖର୍ଚ୍ଚ ବହନ କରିବେ ସରକାର

କଦଳୀମୁଣ୍ଡା ଠାରେ ରେଳ ଲାଇନରେ ଅଣ୍ଡରପାସ ପାଇଁ ଜମି ଚିହ୍ନଟ କଲା ରେଲୱେ, ଆନ୍ଦୋଳନ ଚେତାବନୀ ଦେଇଥିଲେ ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର - ସମ୍ବଲପୁର ରେଳପଥର କିଶୋରନଗର ବ୍ଲକ ବଇଣ୍ଡା ନିକଟସ୍ଥ କଦଳୀମୁଣ୍ଡାଠାରେ ରେଳ ଲାଇନ ତଳେ ଅଣ୍ଡରପାସ ପାଇଁ ଆଜି ଜାଗା ଚିହ୍ନଟ ହୋଇଛି। ଏ ନେଇ ବହୁ ଦିନ ଧରି ଦାବି ହେଉଥିଲା। କଦଳୀମୁଣ୍ଡା ଠାରେ…

Continue Readingକଦଳୀମୁଣ୍ଡା ଠାରେ ରେଳ ଲାଇନରେ ଅଣ୍ଡରପାସ ପାଇଁ ଜମି ଚିହ୍ନଟ କଲା ରେଲୱେ, ଆନ୍ଦୋଳନ ଚେତାବନୀ ଦେଇଥିଲେ ଅଞ୍ଚଳବାସୀ