ନାଲକୋ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ହୋଇଛି। ମୃତକ ହେଲେ ବଳରାମପ୍ରସାଦ ଗ୍ରାମର ମଙ୍ଗୁଳୁ ଦଳେଇଙ୍କ ପୁଅ ବାବୁଲା ଦଳେଇ। ସେ ନାଲକୋରେ କାମ କରନ୍ତି। ପୋଲିସ ସୂଚନା ମୁତାବକ,…

Continue Readingନାଲକୋ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କୁମ୍ଭୀର ଗଣନା ପାଇଁ ୫ ରୁ ୯ ତାରିଖ ଯାଏଁ ସାତକୋଶିଆରେ ପର୍ଯ୍ୟଟକଙ୍କ ଆଗମନ ଉପରେ କଟକଣା, ୧୭ ଓ ୧୮ ରେ ବନ୍ଦ ରହିବ ବୋଟିଂ

ଅନୁଗୁଳ: କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ସାତକୋଶିଆକୁ ପର୍ଯ୍ୟଟକଙ୍କ ଆଗମନ ଉପରେ କଟକଣା। କୁମ୍ଭୀର ଗଣନା ପାଇଁ ୫ ତାରିଖ ଅପରାହ୍ନରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ଚାଲିବ। ସେହିପରି ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ…

Continue Readingକୁମ୍ଭୀର ଗଣନା ପାଇଁ ୫ ରୁ ୯ ତାରିଖ ଯାଏଁ ସାତକୋଶିଆରେ ପର୍ଯ୍ୟଟକଙ୍କ ଆଗମନ ଉପରେ କଟକଣା, ୧୭ ଓ ୧୮ ରେ ବନ୍ଦ ରହିବ ବୋଟିଂ

ଶୋଇଥିବା ବେଳେ ଗୁଳିମାଡ଼, ଭାଇ-ଭଉଣୀ ଗୁରୁତର

ଅନୁଗୁଳ: ଗୁଳିମାଡ଼ରେ ଭାଇ ଓ ଭଉଣୀ ଗୁରୁତର। ଅନୁଗୁଳ କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ପ୍ରଫୁଲ୍ଲ ମିର୍ଧାଙ୍କ ପୁଅ ପ୍ରକାଶ ମିର୍ଧା (୧୧) ଓ ଝିଅ ଯାଜ୍ଞସେନୀ ମିର୍ଧା (୧୫) ଗୁରୁତର…

Continue Readingଶୋଇଥିବା ବେଳେ ଗୁଳିମାଡ଼, ଭାଇ-ଭଉଣୀ ଗୁରୁତର

ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା: ଅନୁଗୁଳ ଜିଲ୍ଲାକୁ ମିଳିଲା ୩୨ ପଦକ

  ଅନୁଗୁଳ: ୨୧ ତମ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଭଦ୍ରକ ଜିଲ୍ଲାର ଚରମ୍ପାସ୍ଥିତ ଅଗ୍ରସେନ ଭବନରେ ଅନୁଷ୍ଠିତ ହୋଇଛି। ଡିସେମ୍ବର ୨୭ ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ପ୍ରତିଯୋଗିତାରେ ୨୮ ଜଣ ବାଳକ ଓ ବାଳିକା ଅଂଶ ଗ୍ରହଣ କରିଥିଲେ।…

Continue Readingରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା: ଅନୁଗୁଳ ଜିଲ୍ଲାକୁ ମିଳିଲା ୩୨ ପଦକ

୧୮ ନମ୍ବର ୱାର୍ଡରେ ଘରେ ପଶିଲା ଡ୍ରେନ ପାଣି, ଖବର ପ୍ରକାଶ ପରେ ଜେସିବି ଆଣି ସଫା କଲା ମ୍ୟୁନିସିପାଲିଟି; ଲୋକେ ଅସନ୍ତୁଷ୍ଟ

ଅନୁଗୁଳ: ଅନୁଗୁଳ ପୌରପାଳିକା ୧୮ ନମ୍ବର ୱାର୍ଡର ଡ୍ରେନ ନିୟମିତ ସଫା ହେଉନଥିବାରୁ ଲୋକଙ୍କ ଘରେ ପାଣି ପଶିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବି ମ୍ୟୁନିସିପାଲିଟି ପାଣି ନିଷ୍କାସନ ନ କରିବାରୁ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଫଳରେ…

Continue Reading୧୮ ନମ୍ବର ୱାର୍ଡରେ ଘରେ ପଶିଲା ଡ୍ରେନ ପାଣି, ଖବର ପ୍ରକାଶ ପରେ ଜେସିବି ଆଣି ସଫା କଲା ମ୍ୟୁନିସିପାଲିଟି; ଲୋକେ ଅସନ୍ତୁଷ୍ଟ

ଆଠ ମଲ୍ଲିକ ଓକିଲସଂଘ ପକ୍ଷରୁ ବିଚାରପତିଙ୍କୁ ନବବର୍ଷର ଶୁଭେଚ୍ଛା ଜ୍ଞାପନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଓକିଲସଂଘର ଓକିଲମାନେ ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଥିବା କୋର୍ଟର ୩ ଜଣ ବିଚାରପତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଲକ୍ଷ୍ମୀନାରାୟଣ ରାୟଚୌଧୁରୀ, ସବଜଜ ଶୁଭଙ୍କର ମିଶ୍ର ଓ ଏସଜେଏମ ସିକୁନ ରାୟଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା…

Continue Readingଆଠ ମଲ୍ଲିକ ଓକିଲସଂଘ ପକ୍ଷରୁ ବିଚାରପତିଙ୍କୁ ନବବର୍ଷର ଶୁଭେଚ୍ଛା ଜ୍ଞାପନ

ଆସନ୍ତା ୮ରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାକୁ ପୁରୀ ଯିବେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତିର ଶତାଧିକ କର୍ମକର୍ତ୍ତ

  ଅନୁଗୁଳ: ଆଜି ଅପରାହ୍ନରେ ଦେଉଳବେଡ଼ା ଠାରେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତି ପକ୍ଷରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମନା କରି ବୈଠକ ଆୟୋଜିତ ହୋଇଛି। ସଂଯୋଜକ ପର୍ଶୁରାମ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଉପାଧ୍ୟକ୍ଷ ବରୁଣ କୁମାର ସାହୁ…

Continue Readingଆସନ୍ତା ୮ରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାକୁ ପୁରୀ ଯିବେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତିର ଶତାଧିକ କର୍ମକର୍ତ୍ତ

ସାଇ ବିହାର ୱେଲ୍ ଫେୟାର ସୋସାଇଟି ବାସିନ୍ଦାଙ୍କ ୭ମ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ନୂତନ ବର୍ଷର ପ୍ରଥମ ସନ୍ଧ୍ୟାରେ କୁମଣ୍ଡ ପଞ୍ଚାୟତର ଭଣ୍ଡୁ ବର୍ ସ୍ଥିତ ସାଇ ବିହାର ୱେଲ୍ ଫେୟାର ସୋସାଇଟି ବାସିନ୍ଦାଙ୍କ ୭ମ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ୫୦ ରୁ ଅଧିକ ପରିବାର ସାମିଲ ହୋଇ ପରସ୍ପରକୁ ନୂତନ…

Continue Readingସାଇ ବିହାର ୱେଲ୍ ଫେୟାର ସୋସାଇଟି ବାସିନ୍ଦାଙ୍କ ୭ମ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ

ଡିଭାଇଡର୍ ଉପରେ ଚଢ଼ିଗଲା ଟ୍ରକ୍

ବଇଣ୍ଡା: ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥର ବଇଣ୍ଡା ରେଳ ଓଭର ବ୍ରିଜ ନିକଟରେ ବୁଧବାର ଏକ ଟ୍ରକ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ିଯାଇଛି। ଫଳରେ ଡିଭାଇଡର ଭାଙ୍ଗିରୁଜି ଯାଇଛି। ଦୁର୍ଘଟଣା ସମୟରେ ଟ୍ରକରୁ ହେଲପର ଡେଇଁ ପଡ଼ିବାରୁ ସେ…

Continue Readingଡିଭାଇଡର୍ ଉପରେ ଚଢ଼ିଗଲା ଟ୍ରକ୍

ସଡ଼କ ସୁରକ୍ଷା ସପ୍ତାହ ପାଳନ ଆରମ୍ଭ: ଏଥର ମାସେ ବ୍ୟାପୀ ଚାଲିବ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ଆଜି ଠାରୁ ୭ ତାରିଖ ପର୍ଯ୍ୟନ୍ତ “ସଡ଼କ ସୁରକ୍ଷା ଓ ପରିବାର ରକ୍ଷା' ବାର୍ତ୍ତାକୁ ନେଇ ସଡ଼କ ସୁରକ୍ଷା ସପ୍ତାହ ୨୦୨୫ ପାଳନ ଆରମ୍ଭ ହୋଇଛି। ଚଳିତ ବର୍ଷ ଏହି ଅଭିଯାନକୁ ମାସେ ବ୍ୟାପୀ ପାଳନ ହେବ। ଏହି ପରିପ୍ରେକ୍ଷୀରେ…

Continue Readingସଡ଼କ ସୁରକ୍ଷା ସପ୍ତାହ ପାଳନ ଆରମ୍ଭ: ଏଥର ମାସେ ବ୍ୟାପୀ ଚାଲିବ ସଚେତନତା କାର୍ଯ୍ୟକ୍ରମ