ଶିକ୍ଷକଙ୍କ ସନ୍ଦେହ ଜନକ ମୃତ୍ୟୁ: ଗତକାଲି ପ୍ରଶିକ୍ଷଣ ପାଇଁ ଯାଇଥିଲେ, ଆଜି ମିଳିଲା ଶବ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବାଲିପଶି ପଞ୍ଚାୟତ ବରପଦା ହାଟ ଛକରେବଥିବା ବସ୍ ଷ୍ଟାଣ୍ଡ ଘରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଶିକ୍ଷକ ହେଲେ ସୋମନାଥ ସାହୁ। ସୂଚନା ଅନୁଯାୟୀ, ବାଲିପଶି ପଞ୍ଚାୟତ ଅନ୍ଧାରି ଗାଁର ସୋମନାଥ ସାହୁ…

Continue Readingଶିକ୍ଷକଙ୍କ ସନ୍ଦେହ ଜନକ ମୃତ୍ୟୁ: ଗତକାଲି ପ୍ରଶିକ୍ଷଣ ପାଇଁ ଯାଇଥିଲେ, ଆଜି ମିଳିଲା ଶବ

ଗୋଚାଲାଣ ଅଭିଯୋଗ, ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା ଛେଣ୍ଡିପଦା ପୋଲିସ

ଅନୁଗୁଳ: ଗୋଚାଲାଣ ଅଭିଯୋଗରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକ ମାନେ ହେଲେ କୋଶଳା ଚନ୍ଦନନଗର ଗ୍ରାମର ଦେବରାଜ ବେହେରା ଓ କୋଶଳା ତଳସାହିରେ ପ୍ରଶାନ୍ତ ବେହେରା। ସୂଚନା ଅନୁଯାୟୀ,…

Continue Readingଗୋଚାଲାଣ ଅଭିଯୋଗ, ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା ଛେଣ୍ଡିପଦା ପୋଲିସ

ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗ, ଯୁବକଙ୍କୁ ଜେଲ- ଜରିମାନା

ଅନୁଗୁଳ: ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ରାଧାରମଣପଡ଼ାର ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ଅନିଲ କୁମାର ନାଏକ(୨୫)। ତାକୁ ୫ ହଜାର ଟଙ୍କା ଜରିମାନା କରିବା ସହ ୧୫ ଦିନ ପାଇଁ…

Continue Readingମଦ ପିଇ ଗାଡ଼ି ଚଳାଇବା ଅଭିଯୋଗ, ଯୁବକଙ୍କୁ ଜେଲ- ଜରିମାନା

ତାଳଚେରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ଗୋଟିଏ ରାତିରେ ୪ରୁ ଊର୍ଦ୍ଧ୍ବ ଲୁଟ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ସିରିଜ ଲୁଟ। ବିଳମ୍ବିତ ରାତିରେ ଲୁଟେରା ଗ୍ୟାଙ୍ଗ ବନ୍ଧୁକ ଦେଖାଇ ଫାଙ୍କା ଗୁଳି ଚାଳନା କରି ଲୁଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ତାଳଚେର ସିଂହସାହି ଅଞ୍ଚଳର ଦୁଇ ଭାଇ କୌଣସି କାମରେ ସମ୍ବଲପୁର ଯାଇ…

Continue Readingତାଳଚେରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ଗୋଟିଏ ରାତିରେ ୪ରୁ ଊର୍ଦ୍ଧ୍ବ ଲୁଟ୍

ପୁରୁଣା ଗାଡ଼ି କିଣାବିକା ନେଇ ଠକେଇ କରିବା ଅଭିଯୋଗ, ଯୁବକ ଗିରଫ

ଅନୁଗୁଳ: ପୁରୁଣା ଗାଡ଼ି କିଣାବିକା ନେଇ ଠକେଇ କରିବା ଅଭିଯୋଗରେ ଅନୁଗୁଳ ପୁଲିସ କିରଣ କୁମାର ନାହାକ(୩୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ମାର୍ଚ୍ଚରେ ସୋମନାଥପୁରର ରାକେଶ କୁମାର ସ୍ବାଇଁ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ…

Continue Readingପୁରୁଣା ଗାଡ଼ି କିଣାବିକା ନେଇ ଠକେଇ କରିବା ଅଭିଯୋଗ, ଯୁବକ ଗିରଫ

କାର ସହିତ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

ଅନୁଗୁଳ: ଚଢ଼ଉ କରି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗ ଏକ ଇଣ୍ଡିଗୋ କାର ସହିତ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି…

Continue Readingକାର ସହିତ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ, ବନ୍ଧା ହେଲା ଠକ ପ୍ରେମିକ

ଅନୁଗୁଳ: ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ। ଅଭିଯୁକ୍ତକୁ ବାନ୍ଧିଲା ଅନୁଗୁଳ ପୁଲିସ। ଅଭିଯୁକ୍ତ ହେଲେ ରକାସିଂହାର ଭାସ୍କର ଚନ୍ଦ୍ର ଦାଶ(୪୦)। ସୂଚନା ଅନୁସାରେ, ଅନୁଗୁଳ ସହରରେ ରହୁଥିବା ଆଠମଲ୍ଲିକ ଅଞ୍ଚଳର ଜଣେ ଯୁବତୀଙ୍କୁ ଭାସ୍କର ପ୍ରେମ କରୁଥିଲା। ସେ ଯୁବତୀଙ୍କୁ…

Continue Readingବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ, ବନ୍ଧା ହେଲା ଠକ ପ୍ରେମିକ

ମୋବାଇଲ ଚୋରି ମାମଲା, ନାବାଳକ ଅଟକ

ଅନୁଗୁଳ: ମୋବାଇଲ ଚୋରି ମାମଲାରେ ନାବାଳକ ଅଟକ। ସ୍ଥାନୀୟ ତୁରଙ୍ଗର ଏକ ମୋବାଲଇ ଫୋନ୍‌ ଦୋକାନରୁ ଚୋରି ମାମଲାରେ ବନ୍ତଳା ଥାନା ରୁଗୁଡ଼ା ଗାଁର ଜଣେ ନାବାଳକଙ୍କୁ ଅନୁଗୁଳ ଟାଉନ ଥାନା ପୁଲିସ ଅଟକ ରଖିଛି। ସୂଚନା ମୁତାବକ, ଗତ ୨୦୨୩…

Continue Readingମୋବାଇଲ ଚୋରି ମାମଲା, ନାବାଳକ ଅଟକ

ଅନନ୍ୟ ଜଗନ୍ନାଥ ଭକ୍ତି:୮୯ ବର୍ଷରେ ପୁରୀ ରଥଯାତ୍ରା ଯାଉଛନ୍ତି ଗୋଲାପ ସାହୁ

ଅନୁଗୁଳ: ବୟସ ୮୯, ଅଣ୍ଟା ନଇଁ ଗଲାଣି, ଆଖିକୁ ଭଲ ଦିଶୁନି ହେଲେ ଜଗନ୍ନାଥଙ୍କ ପ୍ରତି ରହିଛି ତାଙ୍କର ଅସୁମାରୀ ଶ୍ରଦ୍ଧା। ଶୟନେ,ସ୍ୱପନେ, ଜାଗରଣେ ସେ ଜଗନ୍ନାଥଙ୍କୁ ହିଁ ଦେଖନ୍ତି। ଜୀବନର ସବୁକିଛି ସେ ଜଗନ୍ନାଥଙ୍କୁ ହିଁ ସମର୍ପି ଦେଇଛନ୍ତି। ସେ…

Continue Readingଅନନ୍ୟ ଜଗନ୍ନାଥ ଭକ୍ତି:୮୯ ବର୍ଷରେ ପୁରୀ ରଥଯାତ୍ରା ଯାଉଛନ୍ତି ଗୋଲାପ ସାହୁ

ଟ୍ରାନ୍ସଫର୍ମର ସ୍ଥାନାନ୍ତର ପାଇଁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଗୁହାରି କଲେ ଆଠମଲ୍ଲିକର ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଗୁଣ୍ଡୁରୀଖଳି ଗ୍ରାମରେ ଥିବା ଟ୍ରାନ୍ସଫର୍ମରକୁ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗ୍ରାମବାସୀ। ସୋମବାର ଭୁବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗୁଣ୍ଡୁରୀଖଳି ଗ୍ରାମର ଅରୁଣ କୁମାର ସାହୁ, ବିଶ୍ବଜିତ…

Continue Readingଟ୍ରାନ୍ସଫର୍ମର ସ୍ଥାନାନ୍ତର ପାଇଁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଗୁହାରି କଲେ ଆଠମଲ୍ଲିକର ଯୁବକ