ଘର ଆଗରେ ଇନିସପେକ୍ଟରଙ୍କ ନେମ୍‌ପ୍ଲେଟ୍, ଭିତରେ ଚାଲିଥିଲା ଦେହ ବ୍ୟବସାୟ!

ଅନୁଗୋଳ: ଘର ଆଗରେ ଅବସରପ୍ରାପ୍ତ ପୁଲିସ ଇନିସପେକ୍ଟରଙ୍କ ନେମ୍ ପ୍ଲେଟ୍, ଆଉ ଘର ଭିତରେ ଚାଲିଥିଲା ଦେହ ବ୍ୟବସାୟ। ଖବର ପାଇ ମାଡ଼ି ବସିଲା ସ୍ପେସାଲ ସ୍କ୍ୱାଡ ଓ ଅନୁଗୋଳ ଟାଉନ୍ ଥାନା ପୋଲିସର ମିଳିତ ଟିମ୍। ବାହାର ରାଜ୍ୟର ୨…

Continue Readingଘର ଆଗରେ ଇନିସପେକ୍ଟରଙ୍କ ନେମ୍‌ପ୍ଲେଟ୍, ଭିତରେ ଚାଲିଥିଲା ଦେହ ବ୍ୟବସାୟ!

ଶିବ ମନ୍ଦିରରେ ଚୋରି, ହୁଣ୍ଡି ଭାଙ୍ଗି ନେଇଗଲେ ୨୦ ହଜାର ଟଙ୍କା

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ଗ୍ରାମର ବାବା ଭୋଲେଶ୍ୱର ମହାଦେବ ମନ୍ଦିରରୁ ହୁଣ୍ଡି ଦାନବାକ୍ସ ଭାଙ୍ଗି ପ୍ରାୟ ୨୦ ହଜାର ଟଙ୍କା ଚୋରି ହୋଇଛି। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟ ଗ୍ରିଲ୍ କବାଟ ଭାଙ୍ଗି ଭିତରକୁ…

Continue Readingଶିବ ମନ୍ଦିରରେ ଚୋରି, ହୁଣ୍ଡି ଭାଙ୍ଗି ନେଇଗଲେ ୨୦ ହଜାର ଟଙ୍କା

ଗ୍ୟାସ୍ ପାଇପ୍ ଲିକ୍ ହୋଇ ଅଗ୍ନିକାଣ୍ଡ: ଜଣେ ମୃତ, ଜଣେ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ କଳାବେଡ଼ା ଗାଁରେ ଗ୍ୟାସ୍ ପାଇପ୍ ସଜାଡ଼ିବା ବେଳେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କଳାବେଡ଼ା ଗାଁର…

Continue Readingଗ୍ୟାସ୍ ପାଇପ୍ ଲିକ୍ ହୋଇ ଅଗ୍ନିକାଣ୍ଡ: ଜଣେ ମୃତ, ଜଣେ ଗୁରୁତର

ଗୁରୁକୁଳ କ୍ଲାସେସରେ ଗଣେଶ ପୂଜା ପାଳିତ

ଅନୁଗୋଳ: ସ୍ଥାନୀୟ ଅମଲାପଡା ୬ଷ୍ଠ ଲେନ୍ ସ୍ଥିତ ପରଫେକ୍ଟ ପଲି କ୍ଲିନିକ ବିଲ୍ଡିଂରେ ଥିବା ଗୁରୁକୁଳ କ୍ଲାସେସ ପରିସରରେ ଶ୍ରୀ ଗଣେଶ ପୂଜା ଭକ୍ତିର ସହ ପାଳିତ ହୋଇଛି। ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭ୍ରଜିତ ପ୍ରଧାନଙ୍କ ପିତା ଅଭିମନ୍ୟୁ ପ୍ରଧାନ ପୂଜାକର୍ତ୍ତା ଭାବେ…

Continue Readingଗୁରୁକୁଳ କ୍ଲାସେସରେ ଗଣେଶ ପୂଜା ପାଳିତ

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରଲୋକ

ଅନୁଗୋଳ: ବଡକେରା ପଞ୍ଚାୟତ ଯୁକୁବୁ ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ବିମଳ କୁମାର ସାହୁଙ୍କ ଗତ ୧୪ ତାରିଖରେ ପରଲୋକ ଘଟିଛି। ସେ ଏୟାର ଡିଫେନ୍ସ ରେଜିମେଣ୍ଟରେ ଜଣେ ହାବିଲଦାର ଭାବେ କାମ କରି ଅବସର ନେଇଥିଲେ। ସେ ଅନୁଗୋଳ ଡିଫେନ୍ସ…

Continue Readingଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରଲୋକ

ଅନୁଗୋଳରେ ମେଡପ୍ଲସ୍‌ର ନୂତନ ଶାଖା ଉଦ୍‌ଘାଟିତ: ମିଳିବ ବିଶେଷ ରିହାତି

ଅନୁଗୋଳ: ଅନୁଗୋଳ ସହରର ଅମଲାପଡ଼ା ୬ଷ୍ଠ ଲାଇନ୍‌ ଠାରେ ଲୋକପ୍ରିୟ ଫାର୍ମାସି ଶୃଙ୍ଖଳା 'ମେଡପ୍ଲସ୍‌'ର ଏକ ନୂତନ ଶାଖା ଶୁଭାରମ୍ଭ ହୋଇଛି। ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୁଲଭ ମୂଲ୍ୟରେ ଉତ୍କୃଷ୍ଟ ଔଷଧ ସେବା ଯୋଗାଇଦେବା ଏହି ଶାଖାର ମୁଖ୍ୟ ଲକ୍ଷ୍ୟ ବୋଲି ଶାଖା…

Continue Readingଅନୁଗୋଳରେ ମେଡପ୍ଲସ୍‌ର ନୂତନ ଶାଖା ଉଦ୍‌ଘାଟିତ: ମିଳିବ ବିଶେଷ ରିହାତି

ଦୁର୍ବୃତ୍ତଙ୍କ ତାଣ୍ଡବ: ପେଟ୍ରୋଲ ଢାଳି ଜାଳିଦେଲେ ଦୋକାନ ଓ ଗାଡ଼ି

ଅନୁଗୋଳ: ସଦର ଥାନା ଅଞ୍ଚଳର ନୂଆମୌଜା ଗ୍ରାମ ନିକଟ NH-55 ପାଖରେ ଦୁର୍ବୃତ୍ତଙ୍କ ଅଗ୍ନିକାଣ୍ଡ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗ୍ରାମର କୁମୁଦ ନାଏକ ଓ ସାଗର ସାହୁଙ୍କ ରାସନ ଦୋକାନ ଏବଂ ଡାଇନେମା ଦୋକାନକୁ ଜଣେ ଦୁର୍ବୃତ୍ତ ଆସି…

Continue Readingଦୁର୍ବୃତ୍ତଙ୍କ ତାଣ୍ଡବ: ପେଟ୍ରୋଲ ଢାଳି ଜାଳିଦେଲେ ଦୋକାନ ଓ ଗାଡ଼ି

ଦଶାହ କର୍ମରେ ଯାଇ ଫେରିଲେ ଶବ ହୋଇ

ଅନୁଗୋଳ: ଭିଣୋଇଙ୍କ ଦଶାହ କର୍ମ ପାଇଁ ତୁଠକୁ ଯାଇଥିଲେ ଶାଳକ। ଶୁଦ୍ଧି ହୋଇ ଫେରିଥାନ୍ତେ। ହେଲେ ଶବ ହୋଇ ଫେରିଲେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ବ୍ଲକ୍‌ ତୁମୁଣି ଗାଁରେ। ଗାଁ ନିକଟରେ ଥିବା ମାତେଳିଆ ନାଳରେ…

Continue Readingଦଶାହ କର୍ମରେ ଯାଇ ଫେରିଲେ ଶବ ହୋଇ

ଆସୁଛନ୍ତି ବପ୍ପା: ପ୍ରିନ୍ସ କ୍ଲବ ପକ୍ଷରୁ ନିଆରା ଢଙ୍ଗରେ ‘ଗଣେଶ ଆଗମନ’ ଉତ୍ସବ ପାଳିତ

ଅନୁଗୋଳ: ଅନୁଗୋଳ ସହରର ପୁରାତନ ଅନୁଷ୍ଠାନ ପ୍ରିନ୍ସ କ୍ଲବ ପକ୍ଷରୁ ଚଳିତ ବର୍ଷ ନିଆରା ଢଙ୍ଗରେ ‘ଗଣେଶ ଆଗମନ’ ଉତ୍ସବ ପାଳିତ ହୋଇଛି। ଶନିବାର ସନ୍ଧ୍ୟାରେ ମଣ୍ଡପରେ ପ୍ରଭୁ ବିଘ୍ନବିନାଶକଙ୍କ ମୂର୍ତ୍ତି ପହଞ୍ଚିବା ପରେ ରଙ୍ଗୀନ ଆଲୋକ, ବାଣ ଫୁଟାଇ ଏବଂ…

Continue Readingଆସୁଛନ୍ତି ବପ୍ପା: ପ୍ରିନ୍ସ କ୍ଲବ ପକ୍ଷରୁ ନିଆରା ଢଙ୍ଗରେ ‘ଗଣେଶ ଆଗମନ’ ଉତ୍ସବ ପାଳିତ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋହୂଙ୍କୁ ଜୀବନରୁ ମାରିଦେବାକୁ ଧମକ, ଥାନାରେ ମାମଲା

ଅନୁଗୋଳ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦିଆଯାଇଥିବା ନେଇ ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଠାକୁରଗଡ଼ ଥାନା ଅନ୍ତର୍ଗତ ସାନଦାଦର ଗ୍ରାମର ଯଶୋବନ୍ତୀ ସାହୁଙ୍କୁ ତାଙ୍କ…

Continue Readingପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋହୂଙ୍କୁ ଜୀବନରୁ ମାରିଦେବାକୁ ଧମକ, ଥାନାରେ ମାମଲା