ଉତ୍ତରାଞ୍ଚଳ ଆରଡିସିଙ୍କ ଜିଲ୍ଲା କାର୍ଯ୍ୟାଳୟ ସମୀକ୍ଷା: ପେପରଲେସ୍ କାମ ଉପରେ ଗୁରୁତ୍ବ, ହାଇଟେକ୍ ହେବ ରାଜସ୍ବ ସର୍ଭେ
ଅନୁଗୋଳ: ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ।ବିଭିନ୍ନ ବିଭାଗର ପ୍ରକଳ୍ପ ଓ ଯୋଜନାଗୁଡିକର ସମୀକ୍ଷା କରି ସମୟ ସୀମା ମଧ୍ୟରେ ସମାଧାନ କରିବାକୁ…




