କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଭିଏମସି ବୈଠକ ଆୟୋଜିତ, ୧୩ଟି ପ୍ରସ୍ତାବ ଉପରେ ହେଲା ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ୨୦୨୪-୨୫ ବର୍ଷର ପ୍ରଥମ ବିଦ୍ୟାଳୟ ମ୍ୟାନେଜମେଣ୍ଟ କମିଟି ବୈଠକ ଚେୟାରମ୍ୟାନ (ନୋମିନି ) ଭି ପ୍ରେମ କୁମାରଙ୍କ ଜରିଆରେ ବିଦ୍ୟାଳୟର ଅଧ୍ୟକ୍ଷ କ୍ରିଷ୍ଣା କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। କମିଟିର ମେମ୍ବର…

Continue Readingକେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଭିଏମସି ବୈଠକ ଆୟୋଜିତ, ୧୩ଟି ପ୍ରସ୍ତାବ ଉପରେ ହେଲା ଆଲୋଚନା

ଘରୋଇ ଝଗଡ଼ାରୁ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ, ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତର କଲେ ଅନୁଗୁଳ ଡାକ୍ତର

ଅନୁଗୁଳ: ଘରୋଇ ଝଗଡ଼ାରୁ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ। ସ୍ଥାନୀୟ କୁଲାଡ ଗ୍ରାମ ହିଙ୍ଗୁଳା ସାହିରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୁରୁତର ମହିଳା ହେଲେ ବନମାଳୀପୁର ଗ୍ରାମର ଜୟ ବେହେରାଙ୍କ ଝିଅ ବନିତା ଦେହୁରୀ। ତାଙ୍କୁ ପ୍ରଥମେ ଅନୁଗୁଳ…

Continue Readingଘରୋଇ ଝଗଡ଼ାରୁ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ, ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତର କଲେ ଅନୁଗୁଳ ଡାକ୍ତର

ଅନୁଗୁଳରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର! ଟ୍ରଲିରେ ବୁହା ହୋଇ ହସ୍ପିଟାଲ ଆସିଲା ରୋଗୀ

ଅନୁଗୁଳ: ପୁଣି ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର। ସ୍ୱାସ୍ଥ୍ୟ ବିଭାଗ ଓ ସରକାର କରୁଥିବା ହଜାର ହଜାର ଯୋଜନା ଯେମିତି ସୁପ୍ତ ହେଇଯାଇଛି କି ବୋଲି ଏ ଚିତ୍ର ଦେଖିଲେ ମନକୁ ପ୍ରଶ୍ନ ଆସୁଛି। କାରଣ ହସ୍ପିଟାଲକୁ ରୋଗୀଟିଏ…

Continue Readingଅନୁଗୁଳରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର! ଟ୍ରଲିରେ ବୁହା ହୋଇ ହସ୍ପିଟାଲ ଆସିଲା ରୋଗୀ

ବିଶିଷ୍ଟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ପୁସ୍ତକ ‘ଅନୁଗୋଳର ଲୋକକଥା’ ଉନ୍ମୋଚିତ

ଅନୁଗୁଳ: ବିଶିଷ୍ଟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ପୁସ୍ତକ 'ଅନୁଗୋଳର ଲୋକକଥା' ଆଜି ଉନ୍ମୋଚିତ ହୋଇଛି। ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଏକ ସାରସ୍ୱତ ସାହିତ୍ୟ ସମାରୋହ ତଥା କବିବର ରାଧାନାଥ ରାୟଙ୍କ ଜୟନ୍ତୀ ଅନୁଗୁଳ ନବକୃଷ୍ଣ ଚୌଧୁରୀ ଶିକ୍ଷକ…

Continue Readingବିଶିଷ୍ଟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ପୁସ୍ତକ ‘ଅନୁଗୋଳର ଲୋକକଥା’ ଉନ୍ମୋଚିତ

କିଶୋରନଗର ଟ୍ରିପଲ ମର୍ଡର ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ଅନୁଗୁଳ: ଟ୍ରିପଲ ମର୍ଡର ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ଥାନା ଗମ୍ଭାରୀମଳିହା ଗ୍ରାମରେ ଘଟିଥିବା ଟ୍ରିପଲ ମର୍ଡର ଘଟଣାରେ ୨ ଅଭିଯୁକ୍ତଙ୍କୁ ଶୁକ୍ରବାର ଆଠମଲ୍ଲିକ ଅତିରିକ୍ତ ଦୌରାଜଜ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

Continue Readingକିଶୋରନଗର ଟ୍ରିପଲ ମର୍ଡର ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ସିଦ୍ଧି ଲକ୍ଷ୍ମୀ ମୋଟର୍ସରେ ବଜାର ପ୍ରବେଶ କଲା ମହିନ୍ଦ୍ରା VEERO, ଜାଣନ୍ତୁ କ’ଣ ରହିଛି ଅତ୍ୟାଧୁନିକ ଫିଚର

ଅନୁଗୁଳ: ଅନୁଗୁଳସ୍ଥିତ ମହିନ୍ଦ୍ରା ଏଣ୍ଡ ମହିଦ୍ରା Mahindra ର ଅଧିକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ବୁଧବାର ମହିନ୍ଦ୍ରାର ବହୁ ପ୍ରତୀକ୍ଷିତ ଗାଡି ମହିନ୍ଦ୍ରା VEERO ର ବଜାର ପ୍ରବେଶ ହୋଇଛି। ଲୋକାର୍ପଣ ଉତ୍ସବରେ ଅନୁଗୁଳ ଜିଲ୍ଲାର ବ୍ୟାଙ୍କିଙ୍ଗ ଏବଂ…

Continue Readingସିଦ୍ଧି ଲକ୍ଷ୍ମୀ ମୋଟର୍ସରେ ବଜାର ପ୍ରବେଶ କଲା ମହିନ୍ଦ୍ରା VEERO, ଜାଣନ୍ତୁ କ’ଣ ରହିଛି ଅତ୍ୟାଧୁନିକ ଫିଚର

ପୁରୁଣା ପେନସନ ଦାବି: ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ଏନଏମ ଓ ପିଏସ ସଂଘ କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳ ନୂତନ ପେନସନ ଯୋଜନା ଏବଂ ଏକୀକୃତ ପେନସନ ଯୋଜନା ପ୍ରତ୍ୟାହାର ପୂର୍ବକ ପୁରୁଣା ପେନସନ ଯୋଜନା ପ୍ରଚଳନ ଦାବିରେ ଗୁରୁବାର ଦେଶବ୍ୟାପୀ ଦାବି ପତ୍ର ପ୍ରଦାନ କରାଯାଉଛି। ଏହି ଧାରାରେ ଅନୁଗୁଳ ଜିଲ୍ଲାର ପ୍ରାୟ ୩୨ଟି ବିଭାଗରେ କାର୍ଯ୍ୟରତ…

Continue Readingପୁରୁଣା ପେନସନ ଦାବି: ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ଏନଏମ ଓ ପିଏସ ସଂଘ କର୍ମକର୍ତ୍ତା

ପିଅନ ଠାରୁ ଲାଞ୍ଚ ନେବା ଅଭିଯୋଗ: ପୂର୍ବତନ ଡିଆରଡିଏର ଆଡିସନାଲ ପିଡିଙ୍କୁ ୨ ବର୍ଷ କାରାଦଣ୍ଡାଦେଶ

ଅନୁଗୁଳ: ପିଅନ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ମେଡିକାଲ ଆଲାଉନ୍ସ ଏବଂ ହାଉସ ରେଣ୍ଟ ଆଲାଉନ୍ସ କରିଦେବା ପାଇଁ ମାସିକ ୨ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ୨୦୧୧ ମସିହାରେ ଗିରଫ ହୋଇଥିବା ଅନୁଗୁଳ ଜିଲ୍ଲା ସପ୍ଲାଏ ଏବଂ…

Continue Readingପିଅନ ଠାରୁ ଲାଞ୍ଚ ନେବା ଅଭିଯୋଗ: ପୂର୍ବତନ ଡିଆରଡିଏର ଆଡିସନାଲ ପିଡିଙ୍କୁ ୨ ବର୍ଷ କାରାଦଣ୍ଡାଦେଶ

ଯୁବଶକ୍ତି ସ୍ଵେଚ୍ଛାସେବୀ ସଂଗଠନ ସଭାପତିଙ୍କ କନ୍ୟା ନିଷ୍ଠା ମିଶ୍ରଙ୍କ ଜନ୍ମଦିନରେ ରକ୍ତଦାନ ଶିବିର, ୨୫ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳର ଜଣାଶୁଣା ସ୍ଵେଚ୍ଛାସେବୀ ତଥା ଯୁବଶକ୍ତି ସ୍ଵେଚ୍ଛାସେବୀ ସଂଗଠନର ସଭାପତି ବ୍ରାହ୍ମଜ୍ୟୋତି ମିଶ୍ର ଓ ପତ୍ନୀ ଅପରାଜିତା ମିଶ୍ରଙ୍କ ଏକମାତ୍ର କନ୍ୟା ନିଷ୍ଠା ମିଶ୍ରଙ୍କ ଅଷ୍ଟମ ଜନ୍ମବାର୍ଷିକ ଉପଲକ୍ଷେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଅନୁଗୁଳ ମୁଖ୍ୟ…

Continue Readingଯୁବଶକ୍ତି ସ୍ଵେଚ୍ଛାସେବୀ ସଂଗଠନ ସଭାପତିଙ୍କ କନ୍ୟା ନିଷ୍ଠା ମିଶ୍ରଙ୍କ ଜନ୍ମଦିନରେ ରକ୍ତଦାନ ଶିବିର, ୨୫ ୟୁନିଟ ରକ୍ତ ସଂଗୃହୀତ

ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳ ପ୍ରଶାସନର ପ୍ରସ୍ତୁତି ବୈଠକ, ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ସହରରେ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜାକୁ ବ୍ୟବସ୍ଥିତ ତଥା ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ବୁଧବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।…

Continue Readingଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳ ପ୍ରଶାସନର ପ୍ରସ୍ତୁତି ବୈଠକ, ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ