କିଶୋରନଗର ବ୍ଲକସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ, ଅଂଶଗ୍ରହଣ କଲେ ୭୧ ପ୍ରତିଯୋଗୀ

ଅନୁଗୁଳ: କିଶୋରନଗର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କିଶୋରନଗର ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଛି। ଏଥିରେ ବ୍ଲକର ୨୪ ଟି ଉଚ୍ଚ ବିଦ୍ୟାଳୟର ୭୧ ଜଣ…

Continue Readingକିଶୋରନଗର ବ୍ଲକସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ, ଅଂଶଗ୍ରହଣ କଲେ ୭୧ ପ୍ରତିଯୋଗୀ

ବିଦ୍ୟୁତ ମିଟର ସଂଯୋଗୀକରଣ କମ୍ପାନୀ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ, ନାଗରିକ ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପାଳଲହଡା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡରେ ଟାଟା ପାୱାର ଅଧୀନରେ ଥିବା ନୂତନ ମିଟର ସଂଯୋଗୀକରଣ କମ୍ପାନୀ (ଡି ଆଣ୍ଡ ବି) ଡିଜାଇନ ଆଣ୍ଡ ବିଲ୍ଡସ କାର୍ଯ୍ୟାଳୟକୁ ଖମାର ଅଞ୍ଚଳକୁ ସ୍ଥାନାନ୍ତର ନ କରିବାକୁ ପାଳଲହଡ଼ା ନାଗରିକ ମଞ୍ଚ ଦାବି କରି…

Continue Readingବିଦ୍ୟୁତ ମିଟର ସଂଯୋଗୀକରଣ କମ୍ପାନୀ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ, ନାଗରିକ ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଭାବେ ନିଯୁକ୍ତ ହେଲେ ଭୀମସେନ ଦେହୁରୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା ସ୍ଥିତ ତାଳଚେର ସହରସ୍ଥିତ ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ଏଚ .ଇ ଏନ ସି ଟି -୧ ("HENCT-1,MI.SC) ୨୯/୮/୨୦୨୪…

Continue Readingଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଭାବେ ନିଯୁକ୍ତ ହେଲେ ଭୀମସେନ ଦେହୁରୀ

ବଜାର ଛକ ଲକ୍ଷ୍ମୀ ନାରାୟଣ ପୂଜା କମିଟିର କର୍ମକର୍ତ୍ତା ଚୟନ, ପୁଣି ସଭାପତି ହେଲେ ସୁଧୀର ରଞ୍ଜନ ସାହୁ

ଅନୁଗୁଳ: ସ୍ଥାନୀୟ ଶଙ୍କର ସିନେମା ରୋଡ଼ ସ୍ଥିତ ରାଣୀ ସତୀ ମନ୍ଦିର ପ୍ରାଙ୍ଗଣରେ ବଜାର ଛକ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ପୂଜା କମିଟିର ପ୍ରସ୍ତୁତି ବୈଠକ ଶୁକ୍ରବାର ଆୟୋଜିତ ହୋଇଛି। କମିଟିର ବରିଷ୍ଠ ସଦସ୍ୟ ସୁମିତ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Continue Readingବଜାର ଛକ ଲକ୍ଷ୍ମୀ ନାରାୟଣ ପୂଜା କମିଟିର କର୍ମକର୍ତ୍ତା ଚୟନ, ପୁଣି ସଭାପତି ହେଲେ ସୁଧୀର ରଞ୍ଜନ ସାହୁ

ଶାଶୁ ବୋହୂ ସମ୍ମିଳନୀ ଆୟୋଜିତ: ପରିବାର ନିୟନ୍ତ୍ରଣ ସହ ସୁରକ୍ଷିତ ମାତୃତ୍ବ ନେଇ ସଚେତନତା

ଅନୁଗୁଳ: ଶାଶୁ- ବୋହୂଙ୍କ ମଧ୍ୟରେ ପରିବାର ନିୟନ୍ତ୍ରଣ ସହ ସୁରକ୍ଷିତ ମାତୃତ୍ବ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଜଗନ୍ନାଥପୁର ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ଠାରେ ଆୟୋଜିତ ହୋଇଛି। ଏ ଅବସରରେ ଗର୍ଭାବସ୍ଥାର ଯତ୍ନ, ପ୍ରସବ ସମୟରେ ଦାୟିତ୍ଵ, ପ୍ରସବ ପରବର୍ତ୍ତୀ ଯତ୍ନ…

Continue Readingଶାଶୁ ବୋହୂ ସମ୍ମିଳନୀ ଆୟୋଜିତ: ପରିବାର ନିୟନ୍ତ୍ରଣ ସହ ସୁରକ୍ଷିତ ମାତୃତ୍ବ ନେଇ ସଚେତନତା

ତାଳଚେର ପୌର ଡାକ୍ତରଖାନାରୁ ପଦବୀ ଉଚ୍ଛେଦ ନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ଅନୁଗୁଳ: ସମସ୍ତ ପୌର ଡାକ୍ତରଖାନାରୁ ଲାବୋରେଟୋରୀ ଟେକ୍‌ନିସିଆନ୍‌, ହିସାବ ରକ୍ଷକ ସହିତ ଡାଟା ଏଣ୍ଟ୍ରି ଅପରେଟର ପଦବୀ ଉଚ୍ଛେଦ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଧାରାରେ ଅନୁଗୁଳ ଜିଲ୍ଲା ତାଳଚେର ପୌର ଡାକ୍ତରଖାନାରୁ ମଧ୍ୟ ଦୁଇଟି ପଦବୀ ଉଚ୍ଛେଦ…

Continue Readingତାଳଚେର ପୌର ଡାକ୍ତରଖାନାରୁ ପଦବୀ ଉଚ୍ଛେଦ ନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ବିଜେଡି ଛାତ୍ର ନେତା ସୌମ୍ୟରଞ୍ଜନ ନବୀନଙ୍କୁ ଭେଟିଲେ

ଅନୁଗୁଳ: ଭୁବନେଶ୍ୱର ଶଙ୍ଖ ଭବନ ଠାରେ ଶୁକ୍ରବାର ଆୟୋଜିତ ରାଜ୍ୟସ୍ତରୀୟ ଛାତ୍ର ବିଜେଡି ସମ୍ମିଳନୀରେ ଅନୁଗୁଳରୁ ଯୋଗଦାନ କରିଥିଲେ ବିଶିଷ୍ଟ ଛାତ୍ର ନେତା ତଥା ସମାଜସେବୀ ସୌମ୍ୟ ରଞ୍ଜନ ସାହୁ। ଏହି ସମ୍ମିଳନୀରେ ବିଜେଡି ଛାତ୍ର ସଂଗଠନ ର ଆଭିମୁଖ୍ୟ, ଲକ୍ଷ୍ୟ,…

Continue Readingବିଜେଡି ଛାତ୍ର ନେତା ସୌମ୍ୟରଞ୍ଜନ ନବୀନଙ୍କୁ ଭେଟିଲେ

ଫ୍ରିଜରେ ଅଟା ଚକଟା ରଖି ରୁଟି କରୁଥିଲେ ସାବଧାନ! ଦେଖାଦେଇପାରେ ବଡ଼ ସ୍ୱାସ୍ଥ୍ୟ ସମସ୍ୟା

ଭୁବନେଶ୍ବର: ଅଟା ଚକଟିବା ପରେ ଏହାକୁ ତୁରନ୍ତ ରୁଟି କରି ଖାଇବା ପାଇଁ ଏକ୍ସପର୍ଟ ପରାମର୍ଶ ଦିଅନ୍ତି। କିନ୍ତୁ ଅଳସୁଆମି ହେତୁ କିଛି ଲୋକ ଏକା ସାଙ୍ଗେ ଅଧିକ ଅଟା ଚକଟି ଫ୍ରିଜରେ ରଖନ୍ତି ଏବଂ ପରେ ସେଥିରୁ ରୁଟି କରି…

Continue Readingଫ୍ରିଜରେ ଅଟା ଚକଟା ରଖି ରୁଟି କରୁଥିଲେ ସାବଧାନ! ଦେଖାଦେଇପାରେ ବଡ଼ ସ୍ୱାସ୍ଥ୍ୟ ସମସ୍ୟା

ବନ୍ଦ ହେଲା ବିଜେଡି ସରକାରଙ୍କ ‘ନୂଆ ଓ’, ଆରମ୍ଭ ହେବ ‘ଫାଇନାନ୍‌ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ ସ୍କିମ୍’

ଭୁବନେଶ୍ବର: ନବୀନ ସରକାରଙ୍କ ଅମଳରେ ଆରମ୍ଭ ହୋଇଥିବା ବିଭିନ୍ନ ଯୋଜନାକୁ ନୂଆ ବିଜେପି ସରକାର ଆସିବା ପରେ ବଦଳାଇବାରେ ଲାଗିଛନ୍ତି କିମ୍ବା ବନ୍ଦ କରୁଛନ୍ତି। ଏହି ଧାରାରେ ଆଜି ବନ୍ଦ ହୋଇଛି ପୁରୁଣା ସରକାରଙ୍କର ‘ନୂଆ ଓ’। ନବୀନ ସରକାରଙ୍କ ‘ନୂଆ…

Continue Readingବନ୍ଦ ହେଲା ବିଜେଡି ସରକାରଙ୍କ ‘ନୂଆ ଓ’, ଆରମ୍ଭ ହେବ ‘ଫାଇନାନ୍‌ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ ସ୍କିମ୍’

ନାଲକୋର ବୃହତ ଶ୍ରମିକ ସଂଗଠନ ‘ନେସ୍’ର ୨୪ ତମ ପ୍ରତିଷ୍ଠା ଦିବସ: ସମୂହ ସ୍ବାର୍ଥକୁ ଗୁରୁତ୍ଵ ଦେବାକୁ ପରାମର୍ଶ

ଅନୁଗୁଳ: ନବରତ୍ନ କାରଖାନା ନାଲକୋର ବୃହତ ଶ୍ରମିକ ସଂଗଠନ ନେସ୍ ୨୪ ବର୍ଷରେ ପାଦ ଦେଇଛି। ନେସ୍ ସଭାପତି ନିର୍ମଳ କୁମାର୍ ସାମଲଙ୍କ ସଭାପତିତ୍ବରେ ଗୁରୁବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ନିର୍ବାହୀ ନିର୍ଦ୍ଦେଶକ ଏନ.ଏସ୍ ସୁବ୍ରମଣ୍ୟମ୍ ନରେଲା…

Continue Readingନାଲକୋର ବୃହତ ଶ୍ରମିକ ସଂଗଠନ ‘ନେସ୍’ର ୨୪ ତମ ପ୍ରତିଷ୍ଠା ଦିବସ: ସମୂହ ସ୍ବାର୍ଥକୁ ଗୁରୁତ୍ଵ ଦେବାକୁ ପରାମର୍ଶ