ଗଣେଶ ପୂଜାରେ ପ୍ରଦର୍ଶିତ ହେବ ଶ୍ରୀକାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘କାନ୍ଦେନା ଲୁହ ସରିଯିବ’

ଅନୁଗୁଳ: ଗଣେଶ ପୂଜା ଉପଲକ୍ଷେ ଅନୁଗୁଳ ଜିଲ୍ଲା ସ୍ଥାନୀୟ ହୁଲୁରିସିଂହା ଠାରେ ଆୟୋଜିତ ହେବ 'କାନ୍ଦେନା ଲୁହ ସରିଯିବ'। ହୁଲୁରିସିଂହା ଆଲମ କ୍ଲବ ଦ୍ୱାରା ଆୟୋଜିତ ହସ କାନ୍ଦ କୋହ ଭରା ଏହି ଅନୁସନ୍ଧାନ ସାମାଜିକ ନାଟକ ସେପ୍ଟେମ୍ବର ୮ ତାରିଖ…

Continue Readingଗଣେଶ ପୂଜାରେ ପ୍ରଦର୍ଶିତ ହେବ ଶ୍ରୀକାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘କାନ୍ଦେନା ଲୁହ ସରିଯିବ’

ରାଜ୍ୟ ସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ଠାରେ ଶନିବାର ରାଜ୍ୟ ସ୍ତରୀୟ ଫାଇଲେରିଆ (ବାତଜ୍ଵର) ନିରାକରଣ ଅଭିଯାନ ଅନ୍ତର୍ଗତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,…

Continue Readingରାଜ୍ୟ ସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ

ବିଭିନ୍ନ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଦାବୀ

ଅନୁଗୁଳ: ଅନୁଗୁଳ ଗସ୍ତରେ ଆସିଥିବା ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଜିଲ୍ଲାର ସ୍ବେଛାସେବୀ ମାନଙ୍କ ତରଫରୁ ବିଭିନ୍ନ ଖାଲିପଡ଼ିଥିବା ଡାକ୍ତର ପଦବୀ ପୂରଣ ନେଇ ଦାବୀପତ୍ର ପ୍ରଦାନ କରିଯାଇଅଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶତାଧିକ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ…

Continue Readingବିଭିନ୍ନ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଦାବୀ

ବାଂଲାଦେଶରେ ଜଗନ୍ନାଥଙ୍କ ମୂର୍ତ୍ତି ଭାଙ୍ଗିବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟପୂର୍ଣ୍ଣ: ସଂସଦରେ ଉଦବେଗ ପ୍ରକାଶ କଲେ ଢେଙ୍କାନାଳ-ଅନୁଗୁଳ ସାଂସଦ ରୁଦ୍ର ନାରାୟଣ ପାଣି

ଅନୁଗୁଳ: ବାଂଲାଦେଶରେ ହିଂସା ଓ ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ନିକଟରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମାକୁ ନିଆଁ ଲଗାଇବା ଘଟଣା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକେ ଏହାକୁ ନିନ୍ଦା କରିବା ସହ ସେଠାକାର ସରକାର ଦୃଢ଼…

Continue Readingବାଂଲାଦେଶରେ ଜଗନ୍ନାଥଙ୍କ ମୂର୍ତ୍ତି ଭାଙ୍ଗିବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟପୂର୍ଣ୍ଣ: ସଂସଦରେ ଉଦବେଗ ପ୍ରକାଶ କଲେ ଢେଙ୍କାନାଳ-ଅନୁଗୁଳ ସାଂସଦ ରୁଦ୍ର ନାରାୟଣ ପାଣି

ସରକାରୀ ନାଳରେ ପଥର ପକାଇ ଜାମ୍ କରି ରଖିଛନ୍ତି ଗୋଟେ ପରିବାର, ପାଣି ନିଷ୍କାସିତ ନ ହେବାରୁ କଲବଲ ହେଉଛନ୍ତି ପୂରା ସାହି ବାସିନ୍ଦା

ଅନୁଗୁଳ: ଗୋଟିଏ ପରିବାରର ଦାୟିତ୍ୱହୀନତା ପାଇଁ ହଇରାଣ ହେଉଛନ୍ତି ପୂରା ସାହି ବାସିନ୍ଦା। ଅନୁଗୁଳ ଜିଲ୍ଲା ଖଲାରୀ ପଞ୍ଚାୟତର ଗଡ଼ପଦା ସାହିରୁ ଆସିଛି ଏମିତି ଏକ ଅଜବ ଅଭିଯୋଗ। ଗଡ଼ପଦା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ସାହିରେ ଡ୍ରେନ ମାଧ୍ୟମରେ…

Continue Readingସରକାରୀ ନାଳରେ ପଥର ପକାଇ ଜାମ୍ କରି ରଖିଛନ୍ତି ଗୋଟେ ପରିବାର, ପାଣି ନିଷ୍କାସିତ ନ ହେବାରୁ କଲବଲ ହେଉଛନ୍ତି ପୂରା ସାହି ବାସିନ୍ଦା

ସମ୍ମିଳିତ ଆଦିବାସୀ ସମାଜ ପାଳିଲା ବିଶ୍ଵ ଆଦିବାସୀ ଦିବସ, ଆଦିବାସୀଙ୍କ ମୌଳିକ ଅଧିକାର ନେଇ ସରକାର ଦୃଷ୍ଟି ଦେବାକୁ ଅନୁରୋଧ

ଅନୁଗୁଳ: ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ଠାରେ ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ପାଳିତ ହୋଇଛି। ଅଖିଳ ଭାରତୀୟ ଗୋଁଡୱାନା ଗୋଁଡ୍ ମହାସଭା ଓଡ଼ିଶା ପ୍ରଦେଶ ସଙ୍ଗଠନ ମହାସଚିବ ପ୍ୟାରୀମୋହନ ନାୟକଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଆଠମଲ୍ଲିକ ପୁର୍ବତନ ବିଧାୟକ…

Continue Readingସମ୍ମିଳିତ ଆଦିବାସୀ ସମାଜ ପାଳିଲା ବିଶ୍ଵ ଆଦିବାସୀ ଦିବସ, ଆଦିବାସୀଙ୍କ ମୌଳିକ ଅଧିକାର ନେଇ ସରକାର ଦୃଷ୍ଟି ଦେବାକୁ ଅନୁରୋଧ

ଘରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହାଟ ଛକ ମାଟିଆ ସାହିରୁ ଆଜି ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ପ୍ରତିଶ୍ରୀ ଦାସ। ସୂଚନା ମୁତାବକ, ମାଟିଆ ସାହି ବାସ ଭବନରେ ପ୍ରତିଶ୍ରୀ ନିଜ ମା'…

Continue Readingଘରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ମାଗଣା ପ୍ରଶିକ୍ଷଣ ପାଇଁ ୨୧ ଜଣ ମନୋନୀତ

କଣିହାଁ: ଆତ୍ମନିର୍ଭର ହେବାକୁ ଦେୟ ମୁକ୍ତ ପ୍ରଶିକ୍ଷଣ ନିମନ୍ତେ ସ୍ଥାନୀୟ କଣିହାଁ ପଞ୍ଚାୟତ ସମିତି ପବିତ୍ର ମୋହନ ସଭାଗୃହରେ ଗୁରୁବାର ଚୟନ ଶିବିର ଅନୁଷ୍ଠିତ ହୋଇଛି। ଅନୁଗୁଳ ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ଉକ୍ତ ଯୋଜନାକୁ ନେଇ ସେଣ୍ଟ୍ରାଲ୍ ଟୋଲ ରୁମ…

Continue Readingମାଗଣା ପ୍ରଶିକ୍ଷଣ ପାଇଁ ୨୧ ଜଣ ମନୋନୀତ

ଅନୁଗୁଳରେ ଅଚଳ ହୋଇ ପଡ଼ିଛି ସିସିଟିଭି: କୋଉଠି ମୁହଁ ତଳକୁ ତ ଆଉ କୋଉଠି ଝୁଲି ରହିଛି ଲେନ୍ସ

ଅନୁଗୁଳ: ଅନୁଗୁଳ ସହରରେ ଚୋରି ରାହାଜାନୀ, ଯାନବାହାନ ନିୟନ୍ତ୍ରଣ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୋଲିସ ପ୍ରଶାସନ ସହରର ବିଭିନ୍ନ ସ୍ଥାନରେ ସିସି ଟିଭି ଲଗାଇଛି। କିନ୍ତୁ କୋଉଠି ସିସିଟିଭି କାମ କରୁନି ତ ଆଉ କୋଉଠି…

Continue Readingଅନୁଗୁଳରେ ଅଚଳ ହୋଇ ପଡ଼ିଛି ସିସିଟିଭି: କୋଉଠି ମୁହଁ ତଳକୁ ତ ଆଉ କୋଉଠି ଝୁଲି ରହିଛି ଲେନ୍ସ

୧୩୪ ଲିଟର ଚୋରା ମଦ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପୋଲିସ ବଡ଼କେରା ଅଞ୍ଚଳରେ ଚଢ଼ଉ କରି ୧୩୪ ଲିଟର ମଦ ଜବତ କରିଛି। ଏଥିସହ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।…

Continue Reading୧୩୪ ଲିଟର ଚୋରା ମଦ ଜବତ, ଜଣେ ଗିରଫ