ବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ: ଦଳକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…

Continue Readingବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ: ଦଳକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ

ଗଞ୍ଜେଇ ନ ଦେବାରୁ ପୂଜକଙ୍କୁ ଠେଙ୍ଗାରେ ଆକ୍ରମଣ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଗ୍ରାମର ଶନି ମନ୍ଦିରର ପୂଜକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ କହିଛି ଯେ ବୁଧବାର ପୂଜକ ଜଗବନ୍ଧୁ ମହାପାତ୍ର ଶନି ମନ୍ଦିରରେ ଥିବା ବେଳେ ପରି ଦେହୁରି ତାଙ୍କ ପାଖକୁ…

Continue Readingଗଞ୍ଜେଇ ନ ଦେବାରୁ ପୂଜକଙ୍କୁ ଠେଙ୍ଗାରେ ଆକ୍ରମଣ ଅଭିଯୋଗ

ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗ: ଚାଳକ ଗିରଫ, କାର ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ଠାରେ ଗାଡ଼ି ଯାଞ୍ଚ ବେଳେ ପୁଲିସ ମଦ ପିଇ କାର ଚଲାଉଥିବା ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଛେଣ୍ଡିପଦା ଥାନା କୋଶଳା ଗ୍ରାମର ପ୍ରବଚନ ମାଝୀ। ସୂଚନା ମୁତାବକ, ଠାକୁରଗଡ଼ ପୁଲିସ ବୁଧବାର…

Continue Readingମଦ ପିଇ ଗାଡ଼ି ଚଳାଇବା ଅଭିଯୋଗ: ଚାଳକ ଗିରଫ, କାର ଜବତ

ଲକ୍ଷ୍ମୀ ବସ୍ ଧକ୍କାରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଲକ୍ଷ୍ମୀ ବସ୍ ଧକ୍କାରେ ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କୁ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଖବର ମୁତାବକ, ଲକ୍ଷ୍ମୀ ବସ୍ ଅନୁଗୁଳରୁ…

Continue Readingଲକ୍ଷ୍ମୀ ବସ୍ ଧକ୍କାରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

କବୟିତ୍ରୀ ଶାନ୍ତିଲତା ରଥଙ୍କ ଶିଶୁ-କିଶୋର କବିତା ସଂକଳନ “କବିତା ପଢ଼ ଆଗକୁ ବଢ଼” ପୁସ୍ତକ ଉନ୍ମୋଚିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ ଉତ୍ସବ ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହୋଇଛି। ଏ ଅବସରରେ କବୟିତ୍ରୀ ଶାନ୍ତିଲତା ରଥଙ୍କ ଶିଶୁ-କିଶୋର କବିତା ସଂକଳନ "କବିତା ପଢ଼ ଆଗକୁ ବଢ଼" ପୁସ୍ତକ ଉନ୍ମୋଚିତ…

Continue Readingକବୟିତ୍ରୀ ଶାନ୍ତିଲତା ରଥଙ୍କ ଶିଶୁ-କିଶୋର କବିତା ସଂକଳନ “କବିତା ପଢ଼ ଆଗକୁ ବଢ଼” ପୁସ୍ତକ ଉନ୍ମୋଚିତ

ମିନି ଟ୍ରକ- ବାଇକ ମୁହାଁମୁହିଁ ଧକ୍କା, ଚାଳକ ମୃତ; ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗାଁ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଭେଜିଗୋଠ ଗ୍ରାମରେ ଗୁରୁବାର ଏକ ମିନି ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ହଣ୍ଡପା ଥାନା ଭେଜିଗୋଠ ଗ୍ରାମର ସୌମ୍ୟରଞ୍ଜନ ସିଂ।…

Continue Readingମିନି ଟ୍ରକ- ବାଇକ ମୁହାଁମୁହିଁ ଧକ୍କା, ଚାଳକ ମୃତ; ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗାଁ ଲୋକ

ସମର୍ପଣ ଏକାଡେମୀର ତୃତୀୟ କ୍ୟାମ୍ପସ୍ ଉଦ୍‌ଘାଟିତ

ଅନୁଗୁଳ: ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ସମର୍ପଣ ଏକାଡେମୀ’ର ତୃତୀୟ କ୍ୟାମ୍ପସ୍ ଗୁରୁବାର ଅନୁଗୁଳ ସହରର ମାଟିଆସାହି ଠାରେ ଉଦ୍‌ଘାଟିତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଶିଷ୍ଟ ସମାଜସେବୀ ତଥା ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଓ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍…

Continue Readingସମର୍ପଣ ଏକାଡେମୀର ତୃତୀୟ କ୍ୟାମ୍ପସ୍ ଉଦ୍‌ଘାଟିତ

ଗାର୍ଡୱାଲ୍‌ ନିର୍ମାଣରେ ଅନିୟମିତତା ଅଭିଯୋଗ: ଉପଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ, ଫାଙ୍କିଦେଲେ ଯନ୍ତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଜଳସେଚନ ବିଭାଗର ଗାର୍ଡୱାଲ୍‌ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ଏନେଇ ସ୍ଥାନୀୟ ଗାଁ ଲୋକ ଉପଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି। ସୂଚନା ମୁତାବକ, ସ୍ଥାନୀୟ ଈଶ୍ୱରନଗର ଗାଁରେ ଜମିକୁ ଜଳସେଚନ ପାଇଁ ଥିବା କ୍ଷୁଦ୍ର ଜଳସେଚନ…

Continue Readingଗାର୍ଡୱାଲ୍‌ ନିର୍ମାଣରେ ଅନିୟମିତତା ଅଭିଯୋଗ: ଉପଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ, ଫାଙ୍କିଦେଲେ ଯନ୍ତ୍ରୀ

ଆମ୍ବ ଗୋଟାଇବାକୁ ଯିବା ହେଲା କାଳ, ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ କଞ୍ଜା ସେକ୍ସନ କଞ୍ଜା ଗାଁରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋମନାଥ ବେହେରା (୬୦)। ସୂଚନା ମୁତାବକ, ଗୁରୁବାର ଭୋର୍‌ରୁ ସୋମନାଥ ଆମ୍ବ ସଂଗ୍ରହ କରିବା ପାଇଁ ଘରପାଖ ତୋଟାକୁ…

Continue Readingଆମ୍ବ ଗୋଟାଇବାକୁ ଯିବା ହେଲା କାଳ, ହାତୀ ଆକ୍ରମଣରେ ବୃଦ୍ଧ ମୃତ

ନାରୀ ସୁରକ୍ଷାରେ ରାଜ୍ୟ ସରକାର ବିଫଳ: ଅନୁଗୁଳ ଜିଲ୍ଲା କଂଗ୍ରେସର ମଶାଲ ଶୋଭାଯାତ୍ରା ଓ ବିକ୍ଷୋଭ

ଅନୁଗୁଳ: ନାରୀ ସୁରକ୍ଷାରେ ରାଜ୍ୟ ସରକାର ବିଫଳ ନାରା ଦେଇ ସୋମବାର ଅନୁଗୁଳର ସମସ୍ତ ବ୍ଲକ୍ ଏବଂ ନଗର ଅଞ୍ଚଳର ଜନଗହଳିପୂର୍ଣ୍ଣ ସ୍ଥାନରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧିକୁ ମଧ୍ୟ କର୍ମୀମାନେ ବିରୋଧ…

Continue Readingନାରୀ ସୁରକ୍ଷାରେ ରାଜ୍ୟ ସରକାର ବିଫଳ: ଅନୁଗୁଳ ଜିଲ୍ଲା କଂଗ୍ରେସର ମଶାଲ ଶୋଭାଯାତ୍ରା ଓ ବିକ୍ଷୋଭ