ଠିକା ଶ୍ରମିକଙ୍କ ମୃତ୍ୟୁ: ନିଯୁକ୍ତି ଦାବିରେ ନାଲକୋ ପ୍ଲାଣ୍ଟ ଗେଟ ସାମ୍ନାରେ ପରିବାର ଲୋକଙ୍କ ଆନ୍ଦୋଳନ

ଅନୁଗୁଳ: ଅନୁଗୁଳ ନାଲକୋ ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ କାମ କରୁଥିବା ଜଣେ ବ୍ୟକ୍ତିଙ୍କର ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ହେଲେ ନାଲକୋ ଥାନା ଅନ୍ତର୍ଗତ କନ୍ୟାବେଢ଼ା ଗ୍ରାମର ଅମୂଲ୍ୟ ସାହୁ ବୟସ (୫୮)। ଅମୂଲ୍ୟଙ୍କ ମୃତ୍ୟୁ ପରେ…

Continue Readingଠିକା ଶ୍ରମିକଙ୍କ ମୃତ୍ୟୁ: ନିଯୁକ୍ତି ଦାବିରେ ନାଲକୋ ପ୍ଲାଣ୍ଟ ଗେଟ ସାମ୍ନାରେ ପରିବାର ଲୋକଙ୍କ ଆନ୍ଦୋଳନ

ଅନୁଗୁଳରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ: ୨୨୦ ଜଣ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ପ୍ରଦାନ

ଅନୁଗୁଳ: ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ୮୦ ବର୍ଷରୁ ଊର୍ଦ୍ଧ୍ବ ଓ ୮୦ ପ୍ରତିଶତ ବା ତଦୁର୍ଦ୍ଧ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଅନୁଗୁଳ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି।…

Continue Readingଅନୁଗୁଳରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ: ୨୨୦ ଜଣ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ପ୍ରଦାନ

ଛେଣ୍ଡିପଦାରେ କୋଇଲା ଖଣିକୁ ଘୋର ବିରୋଧ: ତହସିଲ କାର୍ଯ୍ୟାଳୟ ଘେରିଲା ଆଞ୍ଚଳିକ ସୁରକ୍ଷା ମଞ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ କୋଇଲା ଖଣିକୁ ବିରୋଧ କରି ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ତହସିଲ ଅଫିସ ଘେରାଉ କରାଯାଇଛି। ମଞ୍ଚ ସଭାପତି ଗୋବର୍ଦ୍ଧନ ନାୟକଙ୍କ ନେତୃତ୍ୱରେ ପୋଡାପଡା, ହାଣ୍ଡିଗୋଡା, ମାଛକୁଟା ସାଲୁଇଖମଣ ଆଦି କ୍ଷତିଗ୍ରସ୍ତ ପ୍ରାୟ…

Continue Readingଛେଣ୍ଡିପଦାରେ କୋଇଲା ଖଣିକୁ ଘୋର ବିରୋଧ: ତହସିଲ କାର୍ଯ୍ୟାଳୟ ଘେରିଲା ଆଞ୍ଚଳିକ ସୁରକ୍ଷା ମଞ୍ଚ

ମଣ୍ଡି ଉଦଘାଟନ ହେଲା ହେଲେ ଉଠିଲାନି ଧାନ, ଟେଣ୍ଟ ତଳେ ପଡ଼ିଛି ୬୩୪ କ୍ବିଣ୍ଟାଲ ଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ରଣିଆକଟା ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ସୁଲୋଚନା ପ୍ରଧାନ, ସମିତି ସଭାପତି ଅଜିତ ପ୍ରଧାନ ଯୋଗଦେଇ ଧାନ ମଣ୍ଡିକୁ ଉଦଘାଟନ କରିଛନ୍ତି। ହେଲେ ଧାନ କିଣିବାକୁ ଆସିଥିବା ମାହେଶ୍ବରୀ ମିଲର…

Continue Readingମଣ୍ଡି ଉଦଘାଟନ ହେଲା ହେଲେ ଉଠିଲାନି ଧାନ, ଟେଣ୍ଟ ତଳେ ପଡ଼ିଛି ୬୩୪ କ୍ବିଣ୍ଟାଲ ଧାନ

ସମଲ ଥାନାରେ ନୂଆ ଆଇଆଇସି ଭାବେ ଯୋଗ ଦେଲେ ଅରୁଣ କୁମାର ଖିଲାର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନାରେ ନୂଆ ଆଇଆଇସି ଭାବେ ଅରୁଣ କୁମାର ଖିଲାର ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ଅନୁଗୁଳ ଜିଲ୍ଲା କିଆକଟା ଥାନାରେ କାର୍ଯ୍ୟରତ ଥିଲେ। ଶ୍ରୀ ଖିଲାର ସମଲ ଥାନାରେ ଯୋଗଦାନ କରିବା…

Continue Readingସମଲ ଥାନାରେ ନୂଆ ଆଇଆଇସି ଭାବେ ଯୋଗ ଦେଲେ ଅରୁଣ କୁମାର ଖିଲାର

ଭାଗବତ ଶାନ୍ତିଧାମରେ ମକର ଉତ୍ସବ ପାଳିତ, କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୀଧରପୁରରେ ଥିବା ଭାଗବତ ପାହାଡ଼ ତଥା ପୁରାତନ ଅନନ୍ତମୁଖୀ ଯଜ୍ଞପୀଠ "ଭାଗବତ ଶାନ୍ତିଧାମ"ରେ ମକର ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ନାମ ସଂକୀର୍ତ୍ତନ କରିଥିଲେ। ମୁଖ୍ୟ ସନାତନ ମଠର ମହନ୍ତ କାଳନ୍ଦୀ…

Continue Readingଭାଗବତ ଶାନ୍ତିଧାମରେ ମକର ଉତ୍ସବ ପାଳିତ, କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ

କାହିଁକି ପାଳିତ ହୁଏ ମକର ସଂକ୍ରାନ୍ତି, ମକର ବୁଡ଼ର ମାହାତ୍ମ୍ୟ

ଅନୁଗୁଳ: ଆଜି ମକର ସଂକ୍ରାନ୍ତି। ହିନ୍ଦୁମାନଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ପର୍ବ ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ ନାମରେ ପାଳିତ ହୋଇଥାଏ। କର୍ଣ୍ଣାଟକର ସଂକ୍ରାନ୍ତି, ତାମିଲନାଡୁ ଓ କେରଳରେ ପୋଙ୍ଗଲ, ହରିୟାଣାରେ ମାଘି, ଗୁଜରାଟ ଏବଂ ରାଜସ୍ଥାନରେ ଉତ୍ତରାୟଣ, ଉତ୍ତରାଖଣ୍ଡର ଉତ୍ତରାୟଣି, ଉତ୍ତରପ୍ରଦେଶ…

Continue Readingକାହିଁକି ପାଳିତ ହୁଏ ମକର ସଂକ୍ରାନ୍ତି, ମକର ବୁଡ଼ର ମାହାତ୍ମ୍ୟ

ମନ ଇଚ୍ଛା ରାସନ କାର୍ଡରୁ ୨ କିଲୋ ଚାଉଳ କାଟି ଦେଉଛନ୍ତି ଡିଲର, ଅଭିଯୋଗ ଆଣିଲେ ହିତାଧିକାରୀ

ଅନୁଗୁଳ: ମନ ଇଚ୍ଛା ରାସନ କାର୍ଡରୁ ଚାଉଳ କାଟି ଦେଉଛନ୍ତି ଡିଲର। ବାରଣ କଲେ ଅନ୍ୟତ୍ର କାର୍ଡ ବଦଳାଇଦେବାକୁ ଦେଉଛନ୍ତି ଧମକ। ଡିଲରଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡ଼ା ପଞ୍ଚାୟତ ଗୁରିଆମୁଣ୍ଡା…

Continue Readingମନ ଇଚ୍ଛା ରାସନ କାର୍ଡରୁ ୨ କିଲୋ ଚାଉଳ କାଟି ଦେଉଛନ୍ତି ଡିଲର, ଅଭିଯୋଗ ଆଣିଲେ ହିତାଧିକାରୀ

ମକର ସଂକ୍ରାନ୍ତିରେ ହେବେ ମାଲାମାଲ୍‌: ୩୦ ବର୍ଷ ପରେ ପଡ଼ୁଛି ଦୁର୍ଲ୍ଲଭ ସଂଯୋଗ

ଅନୁଗୁଳ: ଆଜି ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରି ଥାନ୍ତି। ଆଜିଠୁ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟର ଆରମ୍ଭ ହୋଇଥାଏ। ତେବେ ଦୀର୍ଘ ୩୦ ବର୍ଷ ପରେ ଚଳିତ ବର୍ଷ ମକର ସଂକ୍ରାନ୍ତିରେ ଦୁର୍ଲ୍ଲଭ ସଂଯୋଗ ପଡ଼ିଛି।…

Continue Readingମକର ସଂକ୍ରାନ୍ତିରେ ହେବେ ମାଲାମାଲ୍‌: ୩୦ ବର୍ଷ ପରେ ପଡ଼ୁଛି ଦୁର୍ଲ୍ଲଭ ସଂଯୋଗ

ଅନନ୍ତ ଡିଏଭିରେ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ, ରକ୍ତଦାନ ଶିବିର ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ମହାନଦୀ କୋଲ୍ ଫିଲ୍ଡ଼, ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଅନନ୍ତ ବିହାର ଡିଏଭି ପବ୍ଲିକ୍ ସ୍କୁଲ ପରିସରରେ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ ହୋଇଛି। ଉତ୍ସବରେ ଅନନ୍ତ ଡିଏଭିର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ମୁଖ୍ୟ ଅତିଥି ଭାବେ…

Continue Readingଅନନ୍ତ ଡିଏଭିରେ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ, ରକ୍ତଦାନ ଶିବିର ଆୟୋଜିତ