ଜାମା ମସଜିଦ ଜାଗାକୁ ବେଆଇନ କିଣାବିକା କରିବା ଅଭିଯୋଗ, ଥାନାରେ ଏତଲା ଦେଲେ ମୁସଲିମ ସମ୍ପ୍ରଦାୟର ଲୋକ
ଅନୁଗୁଳ: ଜାମା ମସଜିଦ ଲିଜ୍ ଜାଗାକୁ ବେଆଇନ କିଣାବିକା କରିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ ସହରର ମୁସଲିମ ସମ୍ପ୍ରଦାୟର ଲୋକ। ତାଙ୍କ ଅଭିଯୋଗ ମୁତାବକ, ତାଙ୍କ କମିଟିର ଆଡମିନିଷ୍ଟେଟରଙ୍କ ଦେହାନ୍ତ ପରେ ଦୁଇ ବର୍ଷ ହେବ ସେକ ଅବଦୁଲା…



