କାୟାକଳ୍ପ ଟିମ ଅନୁଗୁଳ ମେଡ଼ିକାଲ ବୁଲି ଦେଖିଲେ
ଅନୁଗୁଳ: ରାଜ୍ୟ କାୟାକଳ୍ପ ଟିମର ଏକ ଦଳ ଆଜି ଅନୁଗୁଳ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ। ସେମାନେ ସ୍ତ୍ରୀ ଓ ପ୍ରସୂତି ୱାର୍ଡ, ଆଶୁ ଚିକତ୍ସା କେନ୍ଦ୍ର, ଅପରେସନ ଥିଏଟର, ନବ ନିର୍ମିତ ମେଡିକାଲ କୋଠା, ଟ୍ରମା କେୟାର,…
ଅନୁଗୁଳ: ରାଜ୍ୟ କାୟାକଳ୍ପ ଟିମର ଏକ ଦଳ ଆଜି ଅନୁଗୁଳ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ। ସେମାନେ ସ୍ତ୍ରୀ ଓ ପ୍ରସୂତି ୱାର୍ଡ, ଆଶୁ ଚିକତ୍ସା କେନ୍ଦ୍ର, ଅପରେସନ ଥିଏଟର, ନବ ନିର୍ମିତ ମେଡିକାଲ କୋଠା, ଟ୍ରମା କେୟାର,…
ଅନୁଗୁଳ: ସାତକୋଶିଆ ଗଣ୍ଡରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ତିନି ଦିନ ଧରି ଗଣନା ଚାଲିବ। ଏଣୁ ୧୭, ୧୮ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ସାତକୋଶିଆ ଗଣ୍ଡରେ ପର୍ଯ୍ୟଟକଙ୍କୁ ବୋଟିଂ ପାଇଁ ବାରଣ କରାଯାଇଛି। ପକ୍ଷୀ ଓ କୁମ୍ଭୀର…
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସାନତ୍ରିବିଡା ପଞ୍ଚାୟତ ଧୋବାପାଳ ଗାଁର ସଞ୍ଜୟ ସାହୁ(୪୧) ନିଜ ଗାଁରୁ ସାଇକେଲେ ଯୋଗେ ଅଯୋଧ୍ୟା ଯାତ୍ରାରେ ବାହାରିଛନ୍ତି I ସୋମବାର ସକାଳ ୮ଟା ସମୟରେ ଗାଁରେ ପୂଜାର୍ଚ୍ଚନା କରିବା ସହିତ ଗ୍ରାମବାସୀ ନାମ-ସଂକୀର୍ତନ କରି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଅରହାଟ ଗ୍ରାମ ଶିଖସାହି ସ୍ଥିତ ହାଇସ୍କୁଲ ପଡ଼ିଆରେ ଦୁଇ ଦିନ ଧରି ଚାଲିଥିବା ପଞ୍ଚୁନାଥ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ରନଗର ମିନି ଷ୍ଟାଡିୟମରେ ରବିବାର ପବିତ୍ରନଗର କ୍ଲବ ପକ୍ଷରୁ ୩୫ତମ ସର୍ବଭାରତୀୟ ପବିତ୍ରନଗର କପ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବରେ ପାଳଲହଡା ବିଧାୟକ ଅଶୋକ କୁମାର ମହାନ୍ତି, ସମ୍ମାନିତ ଅତିଥି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଷ୍ଟାଡିୟମ୍ ପରିସରରେ ଆଜି ୭ମ ନାଲକୋ ପ୍ରିମିୟର୍ ଲିଗ୍ ଉଦଯାପିତ ହୋଇଛି। ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନାଲକୋର ସମସ୍ତ ୟୁନିୟନର…
ଅନୁଗୁଳ: ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଅନୁଗୁଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସମର୍ପଣ ଏକାଡେମୀର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଥାନା ଛକରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ନିରୋଦ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ରାସ୍ତାରେ ନିୟମ ମାନି…
ଅନୁଗୁଳ: ସ୍ଥାନୀୟ ପୂଜ୍ୟପୂଜା ଅନୁଷ୍ଠାନ ପକ୍ଷରୁ ପ୍ରବୋଧ କୁମାର ସ୍ବାଇଁଙ୍କ ନିଦର୍ଶନରେ ଏକ ସର୍ବଦଳୀୟ ସର୍ବଧର୍ମ ଶୋକ ସଭା ଆୟୋଜିତ ହୋଇଛି। ଏ ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସଂକୀର୍ତ୍ତନ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଶୋକ ସଭାରେ ଜଗଦାନନ୍ଦ…
ଅନୁଗୁଳ : ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ ମାଟିଆସାହି ନିକଟରେ ଗତ ରବିବାର ଧାନ ବିଲରୁ ଏକ ଦନ୍ତା ହାତୀର ମୃତ ଦେହ ଠାବ ହେବା ପରେ ବନ ବିଭାଗ ସନ୍ଦେହରେ ୫ ଜଣଙ୍କୁ ଅଟକ ରଖିଛି। ଏମାନଙ୍କ ପାଖରୁ…
ଅନୁଗୁଳ: ଭାଇ ଭଉଣୀକୁ ଗୁଳି ମାରିବା ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ମିର୍ଧାକୁ ସମ୍ବଲପୁର ନାକଟିଦେଉଳ ଅଞ୍ଚଳରୁ ପୋଲିସ ଗିରଫ କରିଛି। ଦୁଇ ପିଲାଙ୍କ ବାପା ପ୍ରଫୁଲ ମିର୍ଧା ସହ ପୂର୍ବ ଶତ୍ରୁତାରୁ ଅଭିଯୁକ୍ତ ଏହି ଗୁଳିକାଣ୍ଡ ଭିଆଇଥିବା ଜଣାପଡ଼ିଛି। ପ୍ରଶାନ୍ତ ବିଳମ୍ବିତ…