ନୂଆ ଘର ତିଆରି ବେଳେ ଅଘଟଣ! ପାଇଖାନା ଟାଙ୍କିରେ ଅଣନିଃଶ୍ଵାସୀ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ: ପାଇଖାନା ଟାଙ୍କିରେ ଅଣନିଃଶ୍ଵାସୀ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ଶକ୍ତି ନଗର କଲୋନୀରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଶ୍ରମିକ ଦ୍ୱୟ ହେଲେ ମୟୂରଭଞ୍ଜ ଜିଲ୍ଲାର ଶିବଚରଣ ହାଁସଦାଙ୍କ ପୁଅ…

Continue Readingନୂଆ ଘର ତିଆରି ବେଳେ ଅଘଟଣ! ପାଇଖାନା ଟାଙ୍କିରେ ଅଣନିଃଶ୍ଵାସୀ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ

ଘରେ କପଡ଼ା ଲଗାଇ ଫ୍ୟାନରେ ଝୁଲି ପଡ଼ିଲେ ଯୁବକ, ଘରୋଇ କଳହ ଆଶଙ୍କା

ଅନୁଗୁଳ: ଘରୋଇ କଳହ ପାଇଁ ଜୀବନ ହାରିଲେ ଯୁବକ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ମଝିକା ଗ୍ରାମର ଅନିଲ କୁମାର ସିଂହ (୩୪) ଗୁରୁବାର ଆତ୍ମହତ୍ଯା କରିଛନ୍ତି। ସୂଚନା ମୁତାବକ,ଅନିଲଙ୍କ ଘର ମଝିକା ଗାଁ ମଧ୍ୟରେ ହୋଇଥିବା ବେଳେ ସେ ଛକରେ…

Continue Readingଘରେ କପଡ଼ା ଲଗାଇ ଫ୍ୟାନରେ ଝୁଲି ପଡ଼ିଲେ ଯୁବକ, ଘରୋଇ କଳହ ଆଶଙ୍କା

କାରକୁ ପଛରୁ ପିଟିଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: କାରକୁ ପଛ ଆଡ଼ୁ ପିଟିଲା ବାଇକ୍। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୂଷାପାପୁଲି ବୃନ୍ଦାବନ ଢାବା ସମ୍ମୁଖରେ…

Continue Readingକାରକୁ ପଛରୁ ପିଟିଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

ଶିକ୍ଷକଙ୍କ ମନମୁଖୀ ଆଚରଣ ନେଇ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ପାଳଲହଡ଼ା: ସ୍କୁଲର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ପେଚାମୁଣ୍ଡି ପଞ୍ଚାୟତ ଜୋକପାଣି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ଏଥିସହ…

Continue Readingଶିକ୍ଷକଙ୍କ ମନମୁଖୀ ଆଚରଣ ନେଇ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ବହୁ ଭାଷୀ ପ୍ରଶିକ୍ଷଣ ଶିବିର ଊଦଘାଟିତ

  ଅନୁଗୁଳ: ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ,ଅନୁସୂଚିତ ଜାତି ଓ ଜନଜାତି ଊନ୍ନୟନ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମିଳିତ ଆନୁକୁଲ୍ୟରେ ଏକ ବହୁ ଭାଷୀ ପ୍ରଶିକ୍ଷଣ ଶିବିର ବଅଁରପାଳ ସେବାଶ୍ରମ ଠାରେ ଊଦଘାଟିତ…

Continue Readingବହୁ ଭାଷୀ ପ୍ରଶିକ୍ଷଣ ଶିବିର ଊଦଘାଟିତ

ଅନୁଗୁଳବାସୀ ସାବଧାନ! ଘରେ ପଶି ଆଖିରେ ଲଙ୍କା ଗୁଣ୍ଡ ପକାଇ ମରଣାନ୍ତକ ଆକ୍ରମଣ କରୁଛନ୍ତି ଦୁର୍ବୃତ୍ତ, ମହିଳା ଗୁରୁତର

ଅନୁଗୁଳ: ଘର କବାଟ ବାଡ଼େଇଲେ ଆଉ ଯିଏ ଖୋଲିଲା ତା ମୁହଁକୁ ଲଙ୍କା ଗୁଣ୍ଡ ଫିଙ୍ଗି ମୁଣ୍ଡକୁ କଲେ ମରଣାନ୍ତକ ଆକ୍ରମଣ। ଜଣେ ନୁହେଁ, ଗୋଟିଏ ଗାଁର ଦୁଇ ଦୁଇ ଜଣଙ୍କୁ ସମାନ ଢଙ୍ଗରେ ଆକ୍ରମଣ କରାଯାଇଛି। ଅନୁଗୁଳ ଜିଲ୍ଲା ନାଲକୋ…

Continue Readingଅନୁଗୁଳବାସୀ ସାବଧାନ! ଘରେ ପଶି ଆଖିରେ ଲଙ୍କା ଗୁଣ୍ଡ ପକାଇ ମରଣାନ୍ତକ ଆକ୍ରମଣ କରୁଛନ୍ତି ଦୁର୍ବୃତ୍ତ, ମହିଳା ଗୁରୁତର

ଅନୁଗୁଳ ବିଜେପିର ସଦସ୍ୟତା ଅଭିଯାନ ସମୀକ୍ଷା ବୈଠକ: ସମସ୍ତଙ୍କୁ ଦଳରେ ସାମିଲ କରିବାକୁ ଆହ୍ୱାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନଙ୍କ ପୌରୋହିତ୍ୟରେ ସଦସ୍ୟତା ଅଭିଯାନ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ବୈଠକରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ଯୋଗ ଦେଇ ଅଧିକରୁ ଅଧିକ ସଦସ୍ୟ ଆମ ସଙ୍ଗଠନ…

Continue Readingଅନୁଗୁଳ ବିଜେପିର ସଦସ୍ୟତା ଅଭିଯାନ ସମୀକ୍ଷା ବୈଠକ: ସମସ୍ତଙ୍କୁ ଦଳରେ ସାମିଲ କରିବାକୁ ଆହ୍ୱାନ

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନି ଜିଲ୍ଲା ପ୍ରଶାସନ, ଏବେ ବି ଅନୁଗୁଳ ପ୍ରେସକ୍ଲବକୁ ରଖିଛି ନିଜ କବଜାରେ

ଅନୁଗୁଳ: ଜିଲ୍ଲା ପ୍ରଶାସନର କବଜାରେ ଅନୁଗୁଳ ପ୍ରେସକ୍ଲବ। ତାହାକୁ ଖାଲି କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶକୁ ଅନୁଗୁଳ ଜିଲ୍ଲା ପ୍ରଶାସନ ଅବମାନନା କରିଛି। ଏହି ଘଟଣାକୁ ନେଇ ପ୍ରେସ କ୍ଲବ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବ…

Continue Readingହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନି ଜିଲ୍ଲା ପ୍ରଶାସନ, ଏବେ ବି ଅନୁଗୁଳ ପ୍ରେସକ୍ଲବକୁ ରଖିଛି ନିଜ କବଜାରେ

ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶ୍ରମ ବିଭାଗ (ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ) ତରଫରୁ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ପ୍ରଥମ ଦ୍ୱି-ପାକ୍ଷିକ ସହାୟତା ରାଶି ବଣ୍ଟନ କରାଯାଇଛି । ଜିଲ୍ଲାପାଳ…

Continue Readingନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ

୩ ଦଫା ଦାବି ପୂରଣ ନହେଲେ ରେଳରୋକ ସହ ଜଗନ୍ନାଥ କ୍ଷେତ୍ର କାର୍ଯ୍ୟାଳୟ ବନ୍ଦ କରିବେ ଘଣ୍ଟପଡ଼ା ପଞ୍ଚାୟତବାସୀ, ଉପଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଘଣ୍ଟପଡା ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରି ଆସୁଛନ୍ତି। କିନ୍ତୁ ଏବେ ଯାଏଁ ତାଙ୍କ ସମସ୍ୟାର ସମାଧାନ କରାଯାଇନାହିଁ। ଯଦି ତାଙ୍କ ଦାବିକୁ ଖୁବଶୀଘ୍ର ପୂରଣ କରାନଯାଏ ତେବେ…

Continue Reading୩ ଦଫା ଦାବି ପୂରଣ ନହେଲେ ରେଳରୋକ ସହ ଜଗନ୍ନାଥ କ୍ଷେତ୍ର କାର୍ଯ୍ୟାଳୟ ବନ୍ଦ କରିବେ ଘଣ୍ଟପଡ଼ା ପଞ୍ଚାୟତବାସୀ, ଉପଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର