ତାଳଚେର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ: ୮୨୦୦ ଲିଟର ପୋଚ ଏବଂ ୨୦୦ ଲିଟର ଆଇଡି ମଦ ନଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୮୨୦୦ ଲିଟର ମହୁଆ (ପୋଚ) ଏବଂ ୨୦୦ ଲିଟର ଆଇଡି ମଦ ନଷ୍ଟ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ରେଙ୍ଗାଲୀ ଥାନା ଅନ୍ତର୍ଗତ ବରପଦା, ବଜ୍ରକୋଟେ…

Continue Readingତାଳଚେର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ: ୮୨୦୦ ଲିଟର ପୋଚ ଏବଂ ୨୦୦ ଲିଟର ଆଇଡି ମଦ ନଷ୍ଟ

ରାଉରକେଲାରେ ଦମ୍ ଦେଖାଇଲେ ଅନୁଗୁଳ ଛାତ୍ରଛାତ୍ରୀ, ୭ମ ଓଡ଼ିଶା ଜୁନିଅର ପେଞ୍ଚକ ସିଲଟ ଚାମ୍ପିଅନସିପରେ ହାତେଇଲେ ସ୍ବର୍ଣ୍ଣ-ରୌପ୍ୟ-ବ୍ରୋଞ୍ଜ ପଦକ

ଅନୁଗୁଳ: ରାଉରକେଲାରେ ଦମ୍ ଦେଖାଇଲେ ଅନୁଗୁଳ ଛାତ୍ରଛାତ୍ରୀ। ରାଉରକେଲାରେ ଆୟୋଜିତ ୭ମ ଓଡ଼ିଶା ଜୁନିଅର ପେଞ୍ଚକ ସିଲଟ ଚାମ୍ପିଅନସିପରେ ଅନୁଗୁଳ ପ୍ରତିଯୋଗୀ କୃତିତ୍ୱ ହାସଲ କରିଛନ୍ତି। ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଆୟୋଜିତ ଏହି ଚାମ୍ପିଅନସିପରେ ଅନୁଗୁଳ ଜିଲ୍ଲା…

Continue Readingରାଉରକେଲାରେ ଦମ୍ ଦେଖାଇଲେ ଅନୁଗୁଳ ଛାତ୍ରଛାତ୍ରୀ, ୭ମ ଓଡ଼ିଶା ଜୁନିଅର ପେଞ୍ଚକ ସିଲଟ ଚାମ୍ପିଅନସିପରେ ହାତେଇଲେ ସ୍ବର୍ଣ୍ଣ-ରୌପ୍ୟ-ବ୍ରୋଞ୍ଜ ପଦକ

ଜଗନ୍ନାଥ କ୍ଷେତ୍ର ଡିଏଭି ସ୍କୁଲରେ କ୍ଲଷ୍ଟରସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ, ଭାଗ ନେଲେ ୧୬ଟି ବିଦ୍ୟାଳୟର ୨୦୦ ପ୍ରତିଯୋଗୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲ ଜଗନ୍ନାଥ କ୍ଷେତ୍ର ଡି.ଏ.ଭି ପବ୍ଲିକ ସ୍କୁଲରେ କ୍ଲଷ୍ଟରସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ୧୬ଟି ବିଦ୍ୟାଳୟର ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ବିଭିନ୍ନ ବିଭାଗର ମୋଟ ୫୮ଟି ପ୍ରତିଯୋଗିତା ଅନୁଷ୍ଠିତ…

Continue Readingଜଗନ୍ନାଥ କ୍ଷେତ୍ର ଡିଏଭି ସ୍କୁଲରେ କ୍ଲଷ୍ଟରସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ, ଭାଗ ନେଲେ ୧୬ଟି ବିଦ୍ୟାଳୟର ୨୦୦ ପ୍ରତିଯୋଗୀ

ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଲା ସିମେଣ୍ଟ ଟ୍ୟାଙ୍କର, କେହି ମୃତାହତ ହୋଇନଥିବା ସୂଚନା

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ନାକିଚିଠାରେ ମଙ୍ଗଳବାର ଏକ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି। ଚକାରୁ ଏହି ନିଆଁ ବ୍ୟାପିଥିଲା। ଖବର ପାଇ ବାମୁର ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସୂଚନା…

Continue Readingରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଲା ସିମେଣ୍ଟ ଟ୍ୟାଙ୍କର, କେହି ମୃତାହତ ହୋଇନଥିବା ସୂଚନା

ଅନୁଗୁଳରେ ରାଜ୍ୟର ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର “ଅବିକା କ୍ୟାଲେଣ୍ଡର”ର ସିଜିନ-୫ ଅଡିସନ ଆୟୋଜିତ

ଅନୁଗୁଳ : ରାଜ୍ୟର ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର "ଅବିକା କ୍ୟାଲେଣ୍ଡର" ର ଅଡିସନ ସିଜିନ-୫ ଅନୁଗୁଳ ଜିଲ୍ଲା ବୋଷ ଡାନ୍ସ ଏକାଡେମୀ ପରିସରରେ ଗତ ରବିବାର ଆୟୋଜିତ ହୋଇଛି। ଅନୁଗୁଳ ଅଡିସନରେ ଅବିକା ୨୦୨୧ କ୍ୟାଲେଣ୍ଡରର "ଫେସ୍ ଅଫ୍ ଦି…

Continue Readingଅନୁଗୁଳରେ ରାଜ୍ୟର ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର “ଅବିକା କ୍ୟାଲେଣ୍ଡର”ର ସିଜିନ-୫ ଅଡିସନ ଆୟୋଜିତ

ପ୍ରାଦେଶିକ ସଂସ୍କୃତି ମହୋତ୍ସବରେ ପାଳଲହଡ଼ାର ଛାତ୍ରୀ ତନିଷ୍କାପ୍ରଭା ସାହୁ ପ୍ରଥମ

ଅନୁଗୁଳ: ଭୁବନେଶ୍ୱର ଶିକ୍ଷା ବିକାଶ ସମିତି ପକ୍ଷରୁ ଆୟୋଜିତ ପ୍ରାଦେଶିକ ସଂସ୍କୃତି ମହୋତ୍ସବରେ ଶିଶୁ ବିଭାଗର କଥାକଥନ ପ୍ରତିଯୋଗିତାରେ ଅନୁଗୁଳ ଛାତ୍ରୀଙ୍କ ସଫଳତା। ସ୍ଥାନୀୟ ପାଳଲହଡ଼ା ସଦର ମହକୁମାସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀ ଛାତ୍ରୀ ତନିଷ୍କାପ୍ରଭା ସାହୁ ଏହି…

Continue Readingପ୍ରାଦେଶିକ ସଂସ୍କୃତି ମହୋତ୍ସବରେ ପାଳଲହଡ଼ାର ଛାତ୍ରୀ ତନିଷ୍କାପ୍ରଭା ସାହୁ ପ୍ରଥମ

ବନ୍ଧୁକ ଓ ଭୁଜାଲି ଦେଖାଇ ଅଟକାଇଲେ କାର, କାଚ ଭାଙ୍ଗି ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ

ଅନୁଗୁଳ: ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଗା ବ୍ୟବସାୟୀଙ୍କ ଠାରୁ ଲୁଟ। ଅନୁଗୁଳ ଜିଲ୍ଲା ତାଳଚେର ସମଲ ଥାନା ନବୀନନଗର ଠାରେ ବନ୍ଧୁକ ଓ ଭୁଜାଲି ଦେଖାଇ ଜଣେ ଲୁଗା ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସମେତ ଚେକ୍…

Continue Readingବନ୍ଧୁକ ଓ ଭୁଜାଲି ଦେଖାଇ ଅଟକାଇଲେ କାର, କାଚ ଭାଙ୍ଗି ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ

୧୦ ବର୍ଷ ପରେ ମିଳିଲା ନ୍ୟାୟ: ପିତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ଅନୁଗୁଳ: ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସତ୍ୟ ନାରାୟଣ କର ଏକ ହତ୍ୟା ମାମଲାର ବିଚାର କରି ୧୭ ଜଣ ସାକ୍ଷ୍ୟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ଗୋକୁଳ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଶ୍ରମ କାରାଦଣ୍ଡରେ…

Continue Reading୧୦ ବର୍ଷ ପରେ ମିଳିଲା ନ୍ୟାୟ: ପିତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ବିଧାନସଭାରେ ହୋମଗାର୍ଡଙ୍କ ସମସ୍ୟା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଧନ୍ୟବାଦ ଜ୍ଞାପନ କଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ

ଅନୁଗୁଳ: ରାଜ୍ୟରେ ମୋହନ ସରକାର ଆସିବା ପରେ ହୋମଗାର୍ଡଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହେବ ବୋଲି ଆଶା ସଞ୍ଚାର ହୋଇଛି। ହୋମଗାର୍ଡଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଚଳିତ ବିଧାନସଭାରେ ପ୍ରକାଶ କରିଛନ୍ତି। ରାଜ୍ୟରେ ୨୨୯୮ ନୂତନ ଗୃହରକ୍ଷୀ ନିଯୁକ୍ତି…

Continue Readingବିଧାନସଭାରେ ହୋମଗାର୍ଡଙ୍କ ସମସ୍ୟା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଧନ୍ୟବାଦ ଜ୍ଞାପନ କଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ

ସୁରକ୍ଷିତ ଶୈଶବ, ଯୌନ ନିର୍ଯାତନା ଏବଂ ଶିଶୁ ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ସ୍ଵେଚ୍ଛାସେବୀ ସଂଗଠନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ୍ ଏବଂ ତାଳଚେର ଥର୍ମାଲ୍ ଡି.ଏ.ଭି ସ୍କୁଲ ତରଫରୁ ସୁରକ୍ଷିତ ଶୈଶବ, ଯୌନ ନିର୍ଯାତନା ଏବଂ ଶିଶୁ ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷକ ଗୋପିନାଥ ବେହେରା ସ୍ଵାଗତ…

Continue Readingସୁରକ୍ଷିତ ଶୈଶବ, ଯୌନ ନିର୍ଯାତନା ଏବଂ ଶିଶୁ ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ