ଆକ୍ସନ ମୋଡରେ ମୋହନ ସରକାର, ୨ ମାସରେ ବନ୍ଧା ହେଲେଣି ୩୯ ଲାଞ୍ଚୁଆ ସରକାରୀ ବାବୁ
ଭୁବନେଶ୍ବର: ଆକ୍ସନ ମୋଡରେ ମୋହନ ସରକାର। ବିଜେପି ସରକାର କ୍ଷମତା ଗ୍ରହଣ କରିବାର ୨ ମାସ ଭିତରେ ୩୯ ଜଣ ଦୁର୍ନୀତିଖୋର ସରକାରୀ ଅଧିକାରୀ ଧରାପଡିଲେଣି। ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଧାନସଭାରେ ବିଜେପି ବିଧାୟିକା…



