ଗାଈ ଚରାଳି ମହିଳାଙ୍କୁ ଦନ୍ତା ଆକ୍ରମଣ, ଟେକି ଫିଙ୍ଗି ଦେବାରୁ ଭାଙ୍ଗିଲା ଗୋଡ଼ ଓ ଜଙ୍ଘ

ଅନୁଗୁଳ: ଗାଈ ଚରାଳିଙ୍କୁ ଦନ୍ତା ଆକ୍ରମଣ। ଭାଙ୍ଗିଲା ବାମ ଗୋଡ଼ ଓ ଜଙ୍ଘ। ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ଅଞ୍ଚଳରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ମହିଳାଙ୍କୁ ପ୍ରଥମେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକସ୍ଥିତ ଏକ…

Continue Readingଗାଈ ଚରାଳି ମହିଳାଙ୍କୁ ଦନ୍ତା ଆକ୍ରମଣ, ଟେକି ଫିଙ୍ଗି ଦେବାରୁ ଭାଙ୍ଗିଲା ଗୋଡ଼ ଓ ଜଙ୍ଘ

ଶ୍ୱଶୁର ଘରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ସ୍ଵାମୀଙ୍କ ସହ ଝଗଡ଼ା ପରେ ଝୁଲିପଡ଼ିଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ ଜମୁଣ୍ଡା କୁଳିଆପଶି ଗ୍ରାମସ୍ଥିତ ଶାଶୂ ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ରାଜସ୍ମିତା ଦେହୁରୀ(୨୧)। ଗତ କିଛିମାସ ହେବ ରାଜସ୍ମିତା ଜମୁଣ୍ଡା ଗ୍ରାମର ପ୍ରତାପ ପ୍ରଧାନଙ୍କୁ…

Continue Readingଶ୍ୱଶୁର ଘରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ସ୍ଵାମୀଙ୍କ ସହ ଝଗଡ଼ା ପରେ ଝୁଲିପଡ଼ିଥିବା ଅଭିଯୋଗ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ:୧୮ଟି ଅଭିଯୋଗ ଗ୍ରହଣ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦର ମହକୁମା (ସର୍କିଟ ହାଉସ୍ ଅଡିଟୋରିୟମ) ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୧୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୧୭ଟି ବ୍ୟକ୍ତିଗତ ଓ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ:୧୮ଟି ଅଭିଯୋଗ ଗ୍ରହଣ

ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନମଣ୍ଡଳୀ ସ୍ତରୀୟ ଭାରତରତ୍ନ ବାବା ସାହେବ ବିଆର ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ଶଙ୍ଖମୁର ପଞ୍ଚାୟତ ଖଣ୍ଡବେଡ଼ା ଅନୁସୂଚିତ ଜାତି ସାହିରେ ଅନୁଷ୍ଠିତ ହୋଇଛି। ମଣ୍ଡଳ ସଭାପତି କାର୍ତ୍ତିକ ହୃଦୟ ଚନ୍ଦନ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ…

Continue Readingଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳିତ

ବିଷୁବ ସଂକ୍ରାନ୍ତି ପରେ ପଣା ବାଣ୍ଟିଲେ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା, ପଥଚାରୀଙ୍କ ତୃଷ୍ଣା ମେଣ୍ଟାଇ ଜଣାଇଲେ ନବ ବର୍ଷର ଶୁଭେଚ୍ଛା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ନବ ନିର୍ବାଚିତ ସଂଘ ସଭାପତି ଅମରେଶ ଚନ୍ଦ୍ର ସ୍ୱାଇଁ, ସାଧାରଣ ସମ୍ପାଦକ ରଜତ ମହାପାତ୍ର, କୋଷାଧ୍ୟକ୍ଷ ଗୌତମଦେବ ସାହୁ, ସହ ସମ୍ପାଦକ ସୂର୍ଯ୍ୟକାନ୍ତ ସାମନ୍ତ, ସୁଶୀଲ…

Continue Readingବିଷୁବ ସଂକ୍ରାନ୍ତି ପରେ ପଣା ବାଣ୍ଟିଲେ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା, ପଥଚାରୀଙ୍କ ତୃଷ୍ଣା ମେଣ୍ଟାଇ ଜଣାଇଲେ ନବ ବର୍ଷର ଶୁଭେଚ୍ଛା

ଯାତ୍ରା ଦେଖି ଫେରିବା ବେଳେ ଜଗିଥିଲା ଯମ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗାଁ ହିଙ୍ଗୁଳା ଯାତ୍ରା ପାଇଁ ଉତ୍ସବମୁଖର ହୋଇଥିବା ବେଳେ ଏକ ଅଭାବନୀୟ ଘଟଣାରେ ଶୋକାକୁଳ ପରିବେଶ ହୋଇଛି। ମୃତକ ହେଲେ ଗାଁର ବଂଶୀଧର ନାଏକ (୭୫)। ସୂଚନା ମୁତାବକ, ବଂଶୀଧର…

Continue Readingଯାତ୍ରା ଦେଖି ଫେରିବା ବେଳେ ଜଗିଥିଲା ଯମ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

ତାତିରୁ ମିଳିବ ଆଶ୍ୱସ୍ତି: ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା

ଅନୁଗୁଳ: ତାତିରୁ ମିଳିବ ଆଶ୍ୱସ୍ତି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ନେଇ ପୁଣି ସତର୍କ କଲାଣି ପାଣିପାଗ ବିଭାଗ। ଆଗାମୀ ୨୪ ଘଣ୍ଟା ଯାଏଁ ୧୯ଟି ଜିଲ୍ଲାକୁ ୟେଲୋ…

Continue Readingତାତିରୁ ମିଳିବ ଆଶ୍ୱସ୍ତି: ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା

ଆଠମଲ୍ଲିକ ଅଞ୍ଚଳର ୫ ଟ୍ୱିଟର କାର୍ଯ୍ୟକର୍ତ୍ତା ପୁରୀରେ ସମ୍ବର୍ଦ୍ଧିତ, ସୋସିଆଲ ମିଡିଆରେ ପୋଷ୍ଟ କରି ଲୋକଙ୍କ ସମସ୍ୟାର କରୁଛନ୍ତି ସମାଧାନ

ଅନୁଗୁଳ: ସୋସିଆଲ ମିଡିଆ ଟ୍ୱିଟର ଜରିଆରେ ଲୋକଙ୍କ ସମସ୍ୟା ସମାଧାନ କରୁଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କଲା ପୁରୀ ଟ୍ୱିଟର ଆକ୍ଟିଭିଷ୍ଟ ଆସୋସିଏସନ୍। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ୫ ଯୁବକ ସନ୍ତୋଷ ମେହେର, ଚିନ୍ମୟ କର୍ଣ୍ଣ, ଇଂ. ଆଲୋକ ବେହେରାମାଳି, ସୌମ୍ୟରଞ୍ଜନ…

Continue Readingଆଠମଲ୍ଲିକ ଅଞ୍ଚଳର ୫ ଟ୍ୱିଟର କାର୍ଯ୍ୟକର୍ତ୍ତା ପୁରୀରେ ସମ୍ବର୍ଦ୍ଧିତ, ସୋସିଆଲ ମିଡିଆରେ ପୋଷ୍ଟ କରି ଲୋକଙ୍କ ସମସ୍ୟାର କରୁଛନ୍ତି ସମାଧାନ

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଆଜିର ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଇଥାଏ। ଓଡ଼ିଆ ପରମ୍ପରା ଅନୁସାରେ ପଣା ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଛି ନୂଆବର୍ଷ। ଏହି ଦିନରେ ପଣା, ଏକ ପାରମ୍ପରିକ ପାନୀୟ,…

Continue Readingଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ

ବଅଁରପାଳ ବ୍ଲକରେ ମେରୁ ମହୋତ୍ସବ ପାଳିତ, ୧୩ ଦିନ ପରେ ବ୍ରତ ଉଦଯାପନ କଲେ ଉପାସକ

ଅନୁଗୁଳ: ଓଡ଼ିଆ କଳା ସଂସ୍କୃତି ଓ ପରମ୍ପରାର ଅନନ୍ୟ ଦଣ୍ଡଯାତ୍ରା ଉତ୍ସବର ଉଦଯାପନୀ ସମାରୋହ ମେରୁ ଯାତ୍ରା ପାଳିତ ହୋଇଛି। ବଅଁରପାଳ ବ୍ଲକ ବଳରାମ ପ୍ରସାଦ   କେନ୍ଦୁପାଟଣାରେ ରବିବାର ମେରୁ ମହୋତ୍ସବ ଧୁମଧାମରେ ପାଳିତ ହୋଇଛି। ୧୩ ଦିନ ଧରି ମେରୁଦଣ୍ଡ…

Continue Readingବଅଁରପାଳ ବ୍ଲକରେ ମେରୁ ମହୋତ୍ସବ ପାଳିତ, ୧୩ ଦିନ ପରେ ବ୍ରତ ଉଦଯାପନ କଲେ ଉପାସକ