ପର୍ଯ୍ୟଟକଙ୍କୁ ଲୁଟ ମାମଲାକୁ ଗମ୍ଭୀରତାର ସହ ନେଲା ଅନୁଗୁଳ ପୋଲିସ, ୩ ଅଭିଯୁକ୍ତଙ୍କୁ କଲା ଗିରଫ
ଅନୁଗୁଳ: ପର୍ଯ୍ୟଟକଙ୍କୁ ଅନୁଗୁଳରେ ଲୁଟ। ଏନେଇ ଅଭିଯୋଗ ପରେ ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବଅଁରପାଳ ଥାନା ଅନ୍ତର୍ଗତ ଟେଣ୍ଟୁଲୋଇ ଗ୍ରାମର ସୁନିଲ୍ ଓରଫ୍ ଗୋବିନ୍ଦ ନାଏକ(୨୬),…



