ସ୍ତ୍ରୀକୁ ମାଡ଼ ମାରି ସ୍ୱାମୀ ଫେରାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ଅନୁଗୁଳ: ସ୍ତ୍ରୀକୁ ମାଡ଼ ମାରି ହତ୍ୟା କରି ସ୍ୱାମୀ ଫେରାର। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତୁମୁଣି ଗାଁ ନୂଆଁ ବଡ଼କେରା ସାହିରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ମିଲନ ସ୍ୱାଇଁ।…



