ଟାଟା ମୋଟର୍ସ ଲଞ୍ଚ କଲା କ୍ୟାପ୍ ଷ୍ଟାଇଲ୍ SUV CURVV, ଷ୍ଟାଇଲିସ୍ ଡିଜାଇନ୍ ସହ ରହିଛି ଲାଟେଷ୍ଟ ଫିଚର
ଅନୁଗୁଳ: SUV CURVV ଲଞ୍ଚ କଲା ଟାଟା ମୋଟର୍ସ। ଏହି କାର ଦୁଇଟି ଭାରିଆଣ୍ଟ ଇଲେକ୍ଟିକ୍ (ଇଭି) ଏବଂ ଇଣ୍ଟରନାଲ କମ୍ବସନ୍ ଇଞ୍ଜିନ୍ (ICE)ରେ ଉପଲବ୍ଧ। ଏହା ଏକ କ୍ୟାପ୍ ଷ୍ଟାଇଲ୍ SUV। CURVV ଏକ ଆକର୍ଷଣୀୟ ତଥା ସ୍ପୋର୍ଟସ ଡିଜାଇନ୍…
