କ୍ୟାଟ ଅନୁଗୁଳ ଜିଲ୍ଲା ଶାଖାର ଚତୁର୍ଥ ପ୍ରତିଷ୍ଠା ଦିବସ, ନୂତନ ସଭାପତି ହେଲେ କମଲ ଅଗ୍ରୱାଲ

  ଅନୁଗୁଳ: କ୍ୟାଟ ଅନୁଗୁଳ ଜିଲ୍ଲା ଶାଖାର ଚତୁର୍ଥ ପ୍ରତିଷ୍ଠା ଦିବସ  ହୋଟେଲ କମଲେସ କଣ୍ଟିନେଣ୍ଟାଲ ଠାରେ ଆୟୋଜିତ ହୋଇଛି। କ୍ୟାଟ ଅନୁଗୁଳର ଅଧ୍ୟକ୍ଷ ରାଜ୍ କୁମାର ଶୁକ୍ଳାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ…

Continue Readingକ୍ୟାଟ ଅନୁଗୁଳ ଜିଲ୍ଲା ଶାଖାର ଚତୁର୍ଥ ପ୍ରତିଷ୍ଠା ଦିବସ, ନୂତନ ସଭାପତି ହେଲେ କମଲ ଅଗ୍ରୱାଲ

ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ପୁଣି ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର: ଆସନ୍ତା ସୋମବାର ୧୫ ତାରିଖରେ ପୁଣି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ନିଜ ଅଭିଯୋଗ ପ୍ରକୋଷ୍ଠରେ ପୁଣି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ। ଉକ୍ତ ଦିନ ପୂର୍ବାହ୍ନ ୧୧ଟାରୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବେ। ଅଭିଯୋଗ କରିବା…

Continue Readingଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ପୁଣି ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ତାଳଚେର ମେଡିକାଲ କଲେଜ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କାଳନ୍ଦି ସାମଲ

ତାଳଚେର: ତାଳଚେର ମେଡିକାଲ କଲେଜ ସମ୍ପର୍କରେ ବରିଷ୍ଠ ବିଜେପି ନେତା ତଥା ଏନଏସଆଇସି ନିର୍ଦ୍ଦେଶକ କାଳନ୍ଦି ସାମଲ ଶୁକ୍ରବାର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ମୁକେଶ ମହାଲିଙ୍ଗଙ୍କୁ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଛନ୍ତି। ତାଳଚେର ମେଡିକାଲ କଲେଜ ସମ୍ପର୍କରେ ସମସ୍ତ…

Continue Readingତାଳଚେର ମେଡିକାଲ କଲେଜ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କାଳନ୍ଦି ସାମଲ

ଏନଟିପିସି ତାଳଚେର ଥର୍ମାଲ ପ୍ରକଳ୍ପର ନୂତନ ମୁଖ୍ୟ ଭାବରେ ଦାୟିତ୍ୱ ନେଲେ ବିଜୟ ଚାନ୍ଦ

ତାଳଚେର : ଏନଟିପିସି ତାଳଚେର ଥର୍ମାଲ ପ୍ରକଳ୍ପର ନୂତନ ମୁଖ୍ୟ ଭାବରେ ବିଜୟ ଚାନ୍ଦ ଜୁଲାଇ ୧୦ରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜଣେ ମେକାନିକାଲ୍ ଇଞ୍ଜିନିୟରିଂ ସ୍ନାତକ ଭାବେ ଶ୍ରୀ ଚାନ୍ଦ ୧୯୮୯ ମସିହାରେ ଜଣେ ଏକ୍‌ଜିକ୍ୟୁଟିଭ ଟ୍ରେନି ଭାବରେ ଏନଟିପିସି…

Continue Readingଏନଟିପିସି ତାଳଚେର ଥର୍ମାଲ ପ୍ରକଳ୍ପର ନୂତନ ମୁଖ୍ୟ ଭାବରେ ଦାୟିତ୍ୱ ନେଲେ ବିଜୟ ଚାନ୍ଦ

ମଝିକା କାଶୀ ବୈଦ୍ୟନାଥ ମନ୍ଦିରରେ ହର ପାର୍ବତୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ସମ୍ପନ୍ନ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଜରାସିଂହା ନିକଟ ମଝିକା କାଶୀ ବୈଦ୍ୟନାଥ ମନ୍ଦିରରେ ନୂତନ ବିଗ୍ରହ ପ୍ରତିଷ୍ଠା ହୋଇଛି। ହର ପାର୍ବତୀଙ୍କ ନୂତନ ମୂର୍ତ୍ତି ମଥୁରାରୁ ଅଣାଯାଇ ହୋମ ଯଜ୍ଞ କରାଯାଇଥିଲା। ମୁଖ୍ୟ ପୁରୋହିତ ଗଙ୍ଗାଧର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ମୂର୍ତ୍ତି ସ୍ଥାପନ…

Continue Readingମଝିକା କାଶୀ ବୈଦ୍ୟନାଥ ମନ୍ଦିରରେ ହର ପାର୍ବତୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ସମ୍ପନ୍ନ

ଶୌଚାଳୟରୁ ୯ ଫୁଟିଆ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ଗ୍ରାମବାସୀ

ଅନୁଗୁଳ: ବଅଁରପାଳ ବ୍ଲକ ତଳମୂଳ ଶାସନର ନାଉପାଳ ଗାଁର ମୋହନ ଗୋଛାୟତଙ୍କ ଶୌଚାଳୟରୁ ଏକ ଅଜଗର ଉଦ୍ଧାର ହୋଇଛି। ଅଜଗରର ଲମ୍ବ ପାଖାପାଖି ୮-୯ ଫୁଟ ହେବ। ଖବର ପାଇ ପିପୁଲ ଫର ଆନିମଲର ଚେୟାରପର୍ସନ ବିପ୍ଳବ ମହାପାତ୍ର ପହଞ୍ଚି ସ୍ବେଚ୍ଛାସେବୀ…

Continue Readingଶୌଚାଳୟରୁ ୯ ଫୁଟିଆ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ଗ୍ରାମବାସୀ

ବଡ଼ଯୋରଡ଼ାରେ ପ୍ରଭୁ ବଜରଙ୍ଗବଲିଙ୍କ ୧୪ ତମ ବାର୍ଷିକ ଉତ୍ସବ ପାଳିତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ବଡ଼ଯୋରଡ଼ା ଗ୍ରାମର କଳିଙ୍ଗ କଲୋନୀ ସ୍ଥିତ ହନୁମାନ ବାଟିକା ଠାରେ ପ୍ରଭୁ ବଜରଙ୍ଗବଲିଙ୍କ ୧୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି। ଏ ଅବସରରେ ଆଞ୍ଚଳିକ ମନ୍ଦିର କମିଟିର ସଭାପତି ଜବାହର ପ୍ରଧାନ…

Continue Readingବଡ଼ଯୋରଡ଼ାରେ ପ୍ରଭୁ ବଜରଙ୍ଗବଲିଙ୍କ ୧୪ ତମ ବାର୍ଷିକ ଉତ୍ସବ ପାଳିତ

ଦାବି ଶୁଣିଲେ ନାଲକୋ ଅଧିକାରୀ: ଆଲୁମିନିୟମ ମଜଦୂର ସଙ୍ଘ ଦ୍ୱାରା ଆହୂତ ଗଣଧାରଣା ପ୍ରତ୍ୟାହୃତ

ଅନୁଗୁଳ: ନାଲକୋ ପ୍ଲାଣ୍ଟର ଅଚଳାବସ୍ଥାକୁ ନେଇ ତିନିଦିନ ଧରି ଆଲୁମିନିୟମ ମଜଦୂର ସଙ୍ଘ ପକ୍ଷରୁ ଚାଲିଥିବା ଗଣଧାରଣା ପ୍ରତ୍ୟାହୃତ ହୋଇଛି। ମାନବ ସମ୍ବଳ ମହାପ୍ରବନ୍ଧକଙ୍କ ହସ୍ତକ୍ଷେପ ପରେ ଏହି ଧାରଣା ବନ୍ଦ ହୋଇଛି। ନାଲକୋ ପ୍ଲାଣ୍ଟରେ ଉତ୍କୃଷ୍ଟ କଞ୍ଚାମାଲର ଅଭାବ, ସରଞ୍ଜାମ…

Continue Readingଦାବି ଶୁଣିଲେ ନାଲକୋ ଅଧିକାରୀ: ଆଲୁମିନିୟମ ମଜଦୂର ସଙ୍ଘ ଦ୍ୱାରା ଆହୂତ ଗଣଧାରଣା ପ୍ରତ୍ୟାହୃତ

ଶିକ୍ଷକ ବଦଳିକୁ ନେଇ ଅସନ୍ତୋଷ, ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡା ତୁରୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାକେଶ ଦେହୁରିଙ୍କୁ ବୁଧବାର ଦିନ ଅନ୍ୟତ୍ର ଅଚାନକ ବଦଳି କରାଯାଇଥିବା ଯୋଗୁଁ ଅସନ୍ତୋଷ ଦେଖାଦେଇଛି। ଏହି ସ୍କୁଲରେ ଶିକ୍ଷକ ଅଭାବ ଥିବା ବେଳେ ରାକେଶ…

Continue Readingଶିକ୍ଷକ ବଦଳିକୁ ନେଇ ଅସନ୍ତୋଷ, ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ବିଶ୍ୱ ଜନସଂଖ୍ୟା ଦିବସ ପାଳିତ, ଜୁଲାଇ ୨୪ ଯାଏଁ ଚାଲିବ ଜନସଂଖ୍ୟା ସ୍ଥିରିକରଣ ପକ୍ଷ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ବିଶ୍ବ ଜନସଂଖ୍ୟା ଦିବସ ପାଳିତ ହୋଇଛି। ଏ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜନସଂଖ୍ୟାରେ ସ୍ଥିରତା ଆଣିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ ସଚେତନତା ରଥର…

Continue Readingବିଶ୍ୱ ଜନସଂଖ୍ୟା ଦିବସ ପାଳିତ, ଜୁଲାଇ ୨୪ ଯାଏଁ ଚାଲିବ ଜନସଂଖ୍ୟା ସ୍ଥିରିକରଣ ପକ୍ଷ