ଦୁଇଦିନିଆ ମାଗଣା ମଧୁମେହ ନିବାରଣ ଯୋଗ ଶିବିର ଆୟୋଜିତ: ଯୋଗ-ପ୍ରାଣାୟାମ କରି ଡାଇବେଟିସ ଦୂର କରିବା ଉପାୟ ଶିଖିଲେ ଲୋକେ

ଅନୁଗୁଳ: ଅନୁଗୁଳ ଭାରତୀୟ ଯୋଗ ସଂସ୍ଥାନ ଆନୁକୂଲ୍ଯରେ ତୁରଙ୍ଗ ସ୍ଥିତ କୁରୁଡୁଲ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଦୁଇଦିନିଆ ଯୋଗ ଦ୍ୱାରା ନିଶୁଳ୍କ ମଧୁମେହ ନିବାରଣ ଶିବିର ଅନୁଷ୍ଠିତ ହୋଇଛି। ସଂସ୍ଥାନର ଓଡ଼ିଶା ପ୍ରାନ୍ତ ମୁଖ୍ଯ ସୁରେଶ କୁମାର ମହାପାତ୍ର ସଭାପତିତ୍ବ କରି…

Continue Readingଦୁଇଦିନିଆ ମାଗଣା ମଧୁମେହ ନିବାରଣ ଯୋଗ ଶିବିର ଆୟୋଜିତ: ଯୋଗ-ପ୍ରାଣାୟାମ କରି ଡାଇବେଟିସ ଦୂର କରିବା ଉପାୟ ଶିଖିଲେ ଲୋକେ

ଡିଭାଇଡର୍‌ରେ ପିଟି ହୋଇ ଜଳିଗଲା ଟ୍ରକ, ଚାଳକ ଜୀବନ୍ତ ଦଗ୍ଧ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଥାନା ଅନ୍ତର୍ଗତ ବହ୍ଲର ଛକ ଦେଇ ଯାଉଥିବା ବେଳେ ଡିଭାଇଡର୍‌ରେ ପିଟି ହୋଇ ଏକ ଟ୍ରକ ଜଳିଯାଇଛି। ଏଥିସହ ଚାଳକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସୂଚନା ମୁତାବକ, ଶନିବାର ରାତିରେ ଏକ ଦ୍ରୁତଗାମୀ ଟ୍ରକ…

Continue Readingଡିଭାଇଡର୍‌ରେ ପିଟି ହୋଇ ଜଳିଗଲା ଟ୍ରକ, ଚାଳକ ଜୀବନ୍ତ ଦଗ୍ଧ

ଭୋଜି ଖାଇ ଫେରିବା ବେଳେ ରାସ୍ତାରେ ଜଗିଥିଲା ଯମ! ବାଇକ ଦୁର୍ଘଟଣାରେ ଜଣେ ଯୁବକ ମୃତ, ୩ ଗୁରୁତର

ଅନୁଗୁଳ: ଭୋଜି ଖାଇ ଫେରିବା ବେଳେ ରାସ୍ତାରେ ଜଗିଥିଲା ଯମ। ବାଇକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ନରି ସାହୁ (୨୪)। ଗୁରୁତରମାନେ ହେଲେ ମଣ୍ଟୁ ସାହୁ(୨୩), କଇରା…

Continue Readingଭୋଜି ଖାଇ ଫେରିବା ବେଳେ ରାସ୍ତାରେ ଜଗିଥିଲା ଯମ! ବାଇକ ଦୁର୍ଘଟଣାରେ ଜଣେ ଯୁବକ ମୃତ, ୩ ଗୁରୁତର

ସତ୍ୟସାଇ ସେବା ସଂଗଠନ ପକ୍ଷରୁ ରକ୍ତଦାନ ଶିବିର: ୫୮ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଓମ ରୋଡୱେଜ୍ ଓଁ ଶ୍ରୀ ସତ୍ୟସାଇ ସେବା ସଂଗଠନ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବାଇପାସ୍ ସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଛି। ଶିବିରରେ ମୋଟ ୫୮ ୟୁନିଟ ରକ୍ତ ସଂଗୃହୀତ…

Continue Readingସତ୍ୟସାଇ ସେବା ସଂଗଠନ ପକ୍ଷରୁ ରକ୍ତଦାନ ଶିବିର: ୫୮ ୟୁନିଟ୍ ରକ୍ତ ସଂଗୃହୀତ

କୁକୁଡ଼ା ଓ ଛେଳି ମଧ୍ୟରେ ନିଆରା ବନ୍ଧୁତା, ଜଣେ ଅନ୍ୟ ଜଣଙ୍କ ବିନା ମୁହୂର୍ତ୍ତେ ବି ରହିପାରେନା

  ଅନୁଗୁଳ: ବନ୍ଧୁତା ଏମିତି ଏକ ସମ୍ପର୍କ ଯାହା ଦେଖେନି ଜାତି ଗୋତ୍ର କି ଧନୀ ଗରିବ। କିଏ ବି କାହା ସହ ବନ୍ଧୁତା କରିପାରେ। କେବଳ ମଣିଷ ନୁହେଁ ଜୀବଜନ୍ତୁଙ୍କ ଠାରେ ମଧ୍ୟ ଏହି ଅନାବିଳ ସମ୍ପର୍କ ଦେଖିବାକୁ ମିଳେ।…

Continue Readingକୁକୁଡ଼ା ଓ ଛେଳି ମଧ୍ୟରେ ନିଆରା ବନ୍ଧୁତା, ଜଣେ ଅନ୍ୟ ଜଣଙ୍କ ବିନା ମୁହୂର୍ତ୍ତେ ବି ରହିପାରେନା

“ସକାଳ”ର ଚତୁର୍ଥ ସ୍ଵନକ୍ଷତ୍ର ପାଇଁ ମିନି ମାରାଥନ, ଯୋଗ ଦେଲେ ଶତାଧିକ ପ୍ରତିଯୋଗୀ

ଅନୁଗୁଳ: ଦୈନିକ ଖବର କାଗଜ "ସକାଳ"ର ଚତୁର୍ଥ ସ୍ଵନକ୍ଷତ୍ର ଅବସରରେ "ସକାଳ" ଏବଂ "ନନ୍ଦିଘୋଷ ଟିଭି" ପକ୍ଷରୁ ଅନୁଗୁଳ ଠାରେ ରବିବାର ଅନୁଷ୍ଠିତ ହୋଇଛି ମିନି ମାରାଥନ। ଅନୁଗୁଳ ଏବଂ ଢେଙ୍କାନାଳ ସଂସ୍କରଣର ମୁଖ୍ୟ ସଂଗ୍ରାମ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

Continue Reading“ସକାଳ”ର ଚତୁର୍ଥ ସ୍ଵନକ୍ଷତ୍ର ପାଇଁ ମିନି ମାରାଥନ, ଯୋଗ ଦେଲେ ଶତାଧିକ ପ୍ରତିଯୋଗୀ

ଫାଷ୍ଟ ଫୁଡ୍ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ, ବେପାରୀ ଗିରଫ

ଅନୁଗୁଳ: ତାଳଚେର ପୋଲିସକୁ ବଡ଼ ସଫଳତା। ଅନୁଗୁଳ ଜିଲ୍ଲା ତାଳଚେରର ବଲ୍ହର ଛକ ନିକଟସ୍ଥ ଏକ ଫାଷ୍ଟ ଫୁଡ୍ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି ତାଳଚେର ପୋଲିସ। ଏଥିସହ ବେପାରରେ ସଂପୃକ୍ତ ସୌଭାଗ୍ୟ ସାମଲକୁ ଗିରଫ କରିଛି।…

Continue Readingଫାଷ୍ଟ ଫୁଡ୍ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ, ବେପାରୀ ଗିରଫ

ବଇଣ୍ଡା ଶିଶୁ ମନ୍ଦିରରେ ଜେଜେ ବାପା ଓ ଜେଜେ ମା’ ସମ୍ମିଳନୀ ଆୟୋଜିତ

ଅନୁଗୁଳ: ଶନିବାର ଦିନ କିଶୋରନଗର ବ୍ଲକ ବଇଣ୍ଡା ଶିଶୁ ମନ୍ଦିରରେ ଜେଜେ ବାପା ଓ ଜେଜେ ମା' ସମ୍ମିଳନୀ ଆୟୋଜିତ ହୋଇଛି। ଶିଶୁର ବିକାଶରେ ଯୌଥ ପରିବାର ଓ ଜେଜେ ବାପା-ଜେଜେ ମା'ଙ୍କ ଭୂମିକା ଅଧିକ ବୋଲି ଅତିଥିମାନେ ମତ ଦେଇଥିଲେ।…

Continue Readingବଇଣ୍ଡା ଶିଶୁ ମନ୍ଦିରରେ ଜେଜେ ବାପା ଓ ଜେଜେ ମା’ ସମ୍ମିଳନୀ ଆୟୋଜିତ

ଟ୍ରକ-ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ପାଇକସାହି – ଅନ୍ତୁଳିଆ ରାସ୍ତାର ମୁଣ୍ଡୁଗୁରା ନିକଟରେ ଶନିବାର ଏକ ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ…

Continue Readingଟ୍ରକ-ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର

କୁମୁରିସିଂହାରେ ଜିଲ୍ଲାସ୍ତରୀୟ ରାମାୟଣ ପ୍ରତିଯୋଗିତା, ପୋକତୁଙ୍ଗା ଚାମ୍ପିୟନ

ଅନୁଗୁଳ : ଅନୁଗୁଳ ଜିଲ୍ଲା ସଦର ଥାନା କୁମୁରିସିଂହା ଗ୍ରାମରେ ଶୁକ୍ରବାର ଗୀତା ଉତ୍ସବରେ ଜିଲ୍ଲାସ୍ତରୀୟ ରାମାୟଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ କୁମୁରିସିଂହା ସରପଞ୍ଚ ଦୁର୍ଯ୍ୟୋଧନ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ରଜକିଶୋର…

Continue Readingକୁମୁରିସିଂହାରେ ଜିଲ୍ଲାସ୍ତରୀୟ ରାମାୟଣ ପ୍ରତିଯୋଗିତା, ପୋକତୁଙ୍ଗା ଚାମ୍ପିୟନ