ହୋଲିରେ ଅଘଟଣ! ଶୋଇଥିବା ବେଳେ ସର୍ଟସର୍କିଟ, ପୋଡ଼ିଗଲେ ୪ ଯୁବକ

ଅନୁଗୁଳ: ହୋଲିରେ ଅଘଟଣ। ଶୋଇଥିବା ବେଳେ ଘରେ ନିଆଁ ଲାଗି ପୋଡ଼ିଗଲେ ୪ ଯୁବକ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି। ସମସ୍ତ ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଗୁରୁତର…

Continue Readingହୋଲିରେ ଅଘଟଣ! ଶୋଇଥିବା ବେଳେ ସର୍ଟସର୍କିଟ, ପୋଡ଼ିଗଲେ ୪ ଯୁବକ

ହୋଟେଲରେ ବାସି ଖାଦ୍ୟ ପରିବେଷଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଗ୍ରାହକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ସ୍ଥିତ ଏକ ହୋଟେଲରେ ଗ୍ରାହକଙ୍କୁ ବାସି ଖାଦ୍ୟ ଦିଆଯାଉଥ‌ିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲାର କିଛି ଯାତ୍ରୀ ଶୁକ୍ରବାର ହୋଟେଲରେ ସାଧା ମିଲ୍ ଖାଇଥିଲେ। ତେବେ ସମ୍ପୃକ୍ତ ହୋଟେଲରେ ବାସି ଖାଦ୍ୟ ଦିଆଯାଇଥ‌ିବା…

Continue Readingହୋଟେଲରେ ବାସି ଖାଦ୍ୟ ପରିବେଷଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଗ୍ରାହକ

ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ: ଖାଲି ଥିବା ଡାକ୍ତର ପଦବୀ ପୂରଣ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଡାକ୍ତର ଅଭାବକୁ ଦୃଷ୍ଟିରେ ରଖି ଆଜି ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଡାକ୍ତର ନିଯୁକ୍ତି କରିବା ପାଇଁ ଦାବି…

Continue Readingଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ: ଖାଲି ଥିବା ଡାକ୍ତର ପଦବୀ ପୂରଣ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର

ଶିକ୍ଷକଙ୍କୁ ହନିଟ୍ରାପରେ ଫସାଇ ଅଣଓଡ଼ିଆ ବେପାରୀ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

ଅନୁଗୁଳ: ଆଖିଥିଲେ ସବୁ ଦେଖିବ, କାନ ଥିଲେ ସବୁ ଶୁଣିବ। ସମ୍ପ୍ରତି ଅନୁଗୁଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଏପରି ହେଇଛି କେତେ ବେଳେ କଣ ଘଟିବ କହିହେବ ନାହିଁ। ଅନୁଗୁଳରେ ଚୋର, ଖଣ୍ଟ, ଲୁଟେରା, ଡକାୟତ ତ ମାତିଛନ୍ତି। ପୋଲିସ ଡାଳେ…

Continue Readingଶିକ୍ଷକଙ୍କୁ ହନିଟ୍ରାପରେ ଫସାଇ ଅଣଓଡ଼ିଆ ବେପାରୀ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

କୋଭିଡ ବିପର୍ଯୟ ଘୋଷଣାକୁ ପୂରିଲା ୫ ବର୍ଷ, ସାରା ଦେଶକୁ ଅକ୍ସିଜେନ ସପ୍ଲାଏ କରିଥିଲା ଓଡ଼ିଶା

ଭୁବନେଶ୍ୱର: କୋଭିଡ ରାଜ୍ୟ ବିପର୍ଯୟ ଘୋଷଣାକୁ ପୂରିଲା ୫ ବର୍ଷ। ୨୦୨୦ ମାର୍ଚ୍ଚ ୧୧ରେ ମହାମାରୀ ଘୋଷଣା କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଦିନକ ପରେ ଅର୍ଥାତ ୧୩ ମାର୍ଚ୍ଚ ୨୦୨୦ରେ ରାଜ୍ୟରେ ହୋଇଥିଲା ବିପର୍ଯ୍ୟୟ ଘୋଷଣା। ମାର୍ଚ୍ଚ ୧୬ରେ ପ୍ରଥମ…

Continue Readingକୋଭିଡ ବିପର୍ଯୟ ଘୋଷଣାକୁ ପୂରିଲା ୫ ବର୍ଷ, ସାରା ଦେଶକୁ ଅକ୍ସିଜେନ ସପ୍ଲାଏ କରିଥିଲା ଓଡ଼ିଶା

ଦୋଳ ଦେଖି ଫେରିବା ବେଳେ ଛକିଥିଲା ଯମ: ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଖଙ୍ଗୁରିଆ ଗାଁ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଆଉ ଜଣେ ମଧ୍ୟ ଗୁରୁତର ହୋଇଛନ୍ତି। ମୃତକ ଛେଣ୍ଡିପଦା ଥାନା ଷଣ୍ଢପାଳ ଗାଁର ଲିପୁନ ସାହୁ ଓ ଗୁରୁତର…

Continue Readingଦୋଳ ଦେଖି ଫେରିବା ବେଳେ ଛକିଥିଲା ଯମ: ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ, ଜଣେ ଗୁରୁତର

ନୂଆ ଗୃହକୁ ପ୍ରବେଶ କଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୁଳ: ନୂଆ ଗୃହକୁ ପ୍ରବେଶ କଲେ ଅନୁଗୁଳ ବିଧାୟକ। ଆଜି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନୂତନ ବିଧାୟକ ବାସଗୃହ ନବୀକରଣ ଓ ପ୍ରବେଶ ପୂଜା ହୋଇଛି। ଏ ଅବସରରେ ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ତରଫରୁ…

Continue Readingନୂଆ ଗୃହକୁ ପ୍ରବେଶ କଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଗାଧୋଇବା ହେଲା କାଳ! ପୋଖରୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ବିରୁ ଗ୍ରାମରେ ବୁଧବାର ପୋଖରୀରେ ବୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବିରୁ ଗ୍ରାମର କୁନ୍ତଳା ପଧାନ(୬୫)। ସୂଚନା ମୁତାବକ, କୁନ୍ତଳା ଘର ନିକଟସ୍ଥ ବାଲିଭାଗ ପୋଖରୀକୁ ମଧ୍ୟାହ୍ନ…

Continue Readingଗାଧୋଇବା ହେଲା କାଳ! ପୋଖରୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ

‘ଅନୁଗୁଳରୁ ଯାଜପୁରକୁ ଗଡୁ ଯାତ୍ରୀବାହୀ ଟ୍ରେନ୍‌’; ସଂସଦରେ ଦାବି କଲେ ସାଂସଦ ରୁଦ୍ର ନାରାୟଣ ପାଣି

ଅନୁଗୁଳ : ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ଲୋକସଭାରେ ଅନୁଗୁଳ ଯାଜପୁର ରେଳ ଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଦାବି ରଖିଛନ୍ତି। ୨୫ ବର୍ଷ ତଳେ ଅଟଳବିହାରୀ ବାଜପେୟୀଙ୍କ ସରକାରରେ ଅନୁଗୁଳ ସୁକିନ୍ଦା ରେଳ ଲାଇନ ପାଇଁ…

Continue Reading‘ଅନୁଗୁଳରୁ ଯାଜପୁରକୁ ଗଡୁ ଯାତ୍ରୀବାହୀ ଟ୍ରେନ୍‌’; ସଂସଦରେ ଦାବି କଲେ ସାଂସଦ ରୁଦ୍ର ନାରାୟଣ ପାଣି

ମା’ ରୁଦ୍ରକାଳୀ କ୍ଲବର କ୍ରିକେଟ୍‌ ମ୍ୟାଚ୍‌: ଆମ୍ବେଦକର ସାହିକୁ ହରାଇ ସାନକେରଜେଙ୍ଗ ଚାମ୍ପିୟନ୍‌

ଅନୁଗୁଳ: ସ୍ଥାନୀୟ ଟିକରପଡ଼ା ମା’ ରୁଦ୍ରକାଳୀ କ୍ଲବ ତରଫରୁ ଏକ କ୍ରିକେଟ୍‌ ମ୍ୟାଚ୍‌ ଆୟୋଜିତ ହୋଇଛି। ଫାଇନାଲ ମ୍ୟାଚ୍‌ରେ ହୁଲରିସିଂହା ଆମ୍ବେଦକର ସାହି ଓ ସାନକେରଜେଙ୍ଗ ମୁହାଁମୁହିଁ ହୋଇଥିଲେ। ସାନକେରଜେଙ୍ଗ ୮ ଓଭରରେ ୧୦୧ ରନ୍‌ କରି ଟ୍ରଫି ହାତେଇଛି। କାର୍ଯ୍ୟକ୍ରମରେ…

Continue Readingମା’ ରୁଦ୍ରକାଳୀ କ୍ଲବର କ୍ରିକେଟ୍‌ ମ୍ୟାଚ୍‌: ଆମ୍ବେଦକର ସାହିକୁ ହରାଇ ସାନକେରଜେଙ୍ଗ ଚାମ୍ପିୟନ୍‌