ଉଷୁ ଚାମ୍ପିୟନସିପ: ଓଡିଶା ଦଳରେ ଅନୁଗୁଳ ଜିଲ୍ଲାର ଭବ୍ୟା ସାହୁ

ଅନୁଗୁଳ: ପଞ୍ଜାବର ତାରତରଣ ଠାରେ ଜାତୀୟ ସର୍ବକନିଷ୍ଠ ଉଷୁ ଚାମ୍ପିୟନସିପ ଡିସେମ୍ବର ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଉଷୁ ଆସୋସିଏସନ ଓଡିଶା ପକ୍ଷରୁ ଏକ ଦଳ ଗ୍ରସ୍ତ କରିଛନ୍ତି। ଦଳରେ…

Continue Readingଉଷୁ ଚାମ୍ପିୟନସିପ: ଓଡିଶା ଦଳରେ ଅନୁଗୁଳ ଜିଲ୍ଲାର ଭବ୍ୟା ସାହୁ

ଠିକା ସଂସ୍ଥା ପ୍ରକଳ୍ପ ପ୍ରବନ୍ଧକଙ୍କୁ ମାଡ଼, ୨ ଜଣଙ୍କ ନାଁରେ ଏତଲା

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାଠାରେ ଏକ ଠିକା ସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକଙ୍କୁ ୨ ଜଣ ଯୁବକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ମାଡ଼ ଖାଇଥିବା ଠିକାସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକ ମାନବ ପୋରେ ଏ ନେଇ ଥାନାରେ ଅଭିଯୋଗ…

Continue Readingଠିକା ସଂସ୍ଥା ପ୍ରକଳ୍ପ ପ୍ରବନ୍ଧକଙ୍କୁ ମାଡ଼, ୨ ଜଣଙ୍କ ନାଁରେ ଏତଲା

ଅନୁଗୁଳ ସରକାରୀ ବସ୍ ଷ୍ଟାଣ୍ଡରେ ହୁଗୁଳା ପଡ଼ିଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା, ବିପଦରେ ଯାତ୍ରୀ

ଅନୁଗୁଳ: ଅନୁଗୁଳ ସରକାରୀ ବସଷ୍ଟାଣ୍ଡରେ ନାହିଁ ସଠିକ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ଏଠାରେ ସମ୍ପୂର୍ଣ୍ଣ ହୁଗୁଳା ହୋଇ ପଡ଼ିଛି ଅଗ୍ନି ସୁରକ୍ଷା ସ୍ଥିତି। ଫଳରେ ପ୍ରତି ମୁହୂର୍ତ୍ତରେ ଯାତ୍ରୀ ନିଜ ଜୀବନକୁ ପାଣି ଛଡ଼ାଇ ଯିବା ଆସିବା କରୁଛନ୍ତି। ବସ ଷ୍ଟାଣ୍ଡରେ…

Continue Readingଅନୁଗୁଳ ସରକାରୀ ବସ୍ ଷ୍ଟାଣ୍ଡରେ ହୁଗୁଳା ପଡ଼ିଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା, ବିପଦରେ ଯାତ୍ରୀ

ଅଜଣା ଗାଡ଼ି ଧକ୍କାରେ ସ୍କୁଟି ଆରୋହୀ ମୃତ

ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ସରଧାପୁର ଗାଁର ମଣିପାଲ ସିଂହ । ସୂଚନା ମୁତାବକ, ଗତ ରାତି ୧୦ଟାରେ ଅନୁଗୁଳ ଟାଉନ ଥାନା ନିକଟସ୍ଥ ହନୁମାନ…

Continue Readingଅଜଣା ଗାଡ଼ି ଧକ୍କାରେ ସ୍କୁଟି ଆରୋହୀ ମୃତ

ନାଲକୋରେ କାୟା ମେଲାଇଥିବା ସେକ୍ସ ରାକେଟ ଠାବ, ୫ ଦେହଜୀବୀଙ୍କ ସହିତ ଜଣେ ଗ୍ରାହକ ଗିରଫ

ଅନୁଗୁଳ: ନାଲକୋରେ କାୟା ମେଲାଇଥିବା ସେକ୍ସ ରାକେଟର ରାଣୀ ମହୁମାଛି ସମେତ ୫ ଦେହଜୀବୀ ଓ ଜଣେ ଗ୍ରାହକ ଗିରଫ। ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ସ୍ଥିତ ଅସ୍ଥାୟୀ ବସଲା ହଡ଼ିଂ ରେ ଦୀର୍ଘ ଦଶ ବର୍ଷରୁ ଅଧିକ…

Continue Readingନାଲକୋରେ କାୟା ମେଲାଇଥିବା ସେକ୍ସ ରାକେଟ ଠାବ, ୫ ଦେହଜୀବୀଙ୍କ ସହିତ ଜଣେ ଗ୍ରାହକ ଗିରଫ

ଜଙ୍ଗଲୀ ବିଷାକ୍ତ ଫୁଲ ଖାଇ ପରିବାରର ସାତ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଝାରବେଡା ପଞ୍ଚାୟତ ଅନ୍ତର୍ଗତ ଖୁଲୁଡ଼ି ଆଦିବାସୀ ଗ୍ରାମରେ ଜଙ୍ଗଲୀ ବିଷାକ୍ତ ଫୁଲ ଖାଇ ଗୋଟିଏ ପରିବାରର ସାତ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପାଳଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ,…

Continue Readingଜଙ୍ଗଲୀ ବିଷାକ୍ତ ଫୁଲ ଖାଇ ପରିବାରର ସାତ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାରେ ନାରୀ ଜାଗରଣର ଅଗ୍ରଦୂତିକା ତଥା ସ୍ଵାଧୀନତା ସଂଗ୍ରାମୀ ରମାଦେବୀଙ୍କ ୧୨୫ ତମ ଜୟନ୍ତୀ ପାଳିତ

ଅନୁଗୁଳ: ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ସ୍ଵାଧୀନତା ସଂଗ୍ରାମୀ ରମାଦେବୀଙ୍କ ୧୨୫ ତମ ଜୟନ୍ତୀ ପାଳିତ ହୋଇଛି। ବାଜି ରାଉତ ଛାତ୍ରାବାସ ସମ୍ପାଦକ ଇଂ ଧନେଶ୍ଵର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପ୍ରାକ୍ତନ ଇତିହାସ ପ୍ରାଧ୍ୟାପିକା ତଥା ଗବେଷିକା ଡଃ…

Continue Readingଓଡ଼ିଶାରେ ନାରୀ ଜାଗରଣର ଅଗ୍ରଦୂତିକା ତଥା ସ୍ଵାଧୀନତା ସଂଗ୍ରାମୀ ରମାଦେବୀଙ୍କ ୧୨୫ ତମ ଜୟନ୍ତୀ ପାଳିତ

ଖେଳୁଥିବା ସମୟରେ କୂଅରେ ପଡ଼ି ଦେଢ଼ ବର୍ଷର ଶିଶୁ ମୃତ

ଅନୁଗୁଳ: ଖେଳୁଥିବା ସମୟରେ ଖୋଲା କୂଅରେ ପଡ଼ି ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ମୃତ ଶିଶୁ ହେଲେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୋରଡ଼ା ଗ୍ରାମର କାଳନ୍ଦୀ ସାହୁଙ୍କ ଦେଢ଼ ବର୍ଷର ପୁଅ ଦିବ୍ୟରଞ୍ଜନ ସାହୁ। ସୂଚନା ମୁତାବକ,…

Continue Readingଖେଳୁଥିବା ସମୟରେ କୂଅରେ ପଡ଼ି ଦେଢ଼ ବର୍ଷର ଶିଶୁ ମୃତ

ଗାଡ଼ି ଟାଙ୍କି ତାଡ଼ି ଡିଜେଲ ଚୋରି ଅଭିଯୋଗ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ବଜ୍ରକୋଟ ଗାଁରେ ଡିଜେଲ ଚୋରି ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସେହି ଗାଁର ଚନ୍ଦ୍ରକାନ୍ତ ବେହେରା (୨୩)। ସୂଚନା ମୁତାବକ, ବଜ୍ରକୋଟ ଗାଁର ଅରବିନ୍ଦ ସାହୁ ନିଜ ବାରଚକିଆ…

Continue Readingଗାଡ଼ି ଟାଙ୍କି ତାଡ଼ି ଡିଜେଲ ଚୋରି ଅଭିଯୋଗ, ଜଣେ ଗିରଫ

ଉତ୍କର୍ଷ ପରିବାରଙ୍କୁ ପ୍ରକୃତି ମିତ୍ର ଓ ସୁଶାନ୍ତ କୁମାର ଦାସଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

ଅନୁଗୁଳ : ଅନୁଗୁଳ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଅବଦୁଲ ଅଖତର, ଆର.ସି.ସି.ଏଫ ସୁଧାଂଶୁ ଶେଖର ଖୋରା ଏବଂ ଡି.ଏଫ.ଓ ନୀତିଶ କୁମାର ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରିଛନ୍ତି। ବଅଁରପାଳ ବ୍ଲକରେ ପ୍ରକୃତି ସଂରକ୍ଷଣ ଓ…

Continue Readingଉତ୍କର୍ଷ ପରିବାରଙ୍କୁ ପ୍ରକୃତି ମିତ୍ର ଓ ସୁଶାନ୍ତ କୁମାର ଦାସଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର