ଅଧାରେ ରହିଲା ମା’ ସମଲେଶ୍ୱରୀଙ୍କ ଦର୍ଶନ, ଅଟୋ ଓଲଟି ପରିବାରର ୩ ଆହତ
ଅନୁଗୁଳ: ଅଧାରେ ରହିଲା ମା' ସମଲେଶ୍ୱରୀଙ୍କ ଦର୍ଶନ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ଜଣେ ଗୁରୁତର ହୋଇଥିବା ବେଳେ ତିନି ଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।…



