ମହେନ୍ଦ୍ର ସାହୁଙ୍କ ବହିଷ୍କାରରୁ ବିଜେଡିରେ ବିଦ୍ରୋହର ସ୍ୱର! ଆଠମଲ୍ଲିକରେ ଦଳକୁ ଝଟକା, ଏନ୍ଏସି ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ସମେତ ୬ କାଉନସିଲରଙ୍କ ଇସ୍ତଫା
ଅନୁଗୋଳ: ମହେନ୍ଦ୍ର ସାହୁଙ୍କୁ ଦଳରୁ ବହିଷ୍କାର ପରେ ଆଠମଲ୍ଲିକ ବିଜେଡିରେ ରାଜନୈତିକ ହଲଚଲ। ଦଳୀୟ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଏବେ ଖୋଲା ବିଦ୍ରୋହର ରୂପ ନେଇଛି। ଆଠମଲ୍ଲିକ ଏନ୍ଏସି ଅଧ୍ୟକ୍ଷା ଆଶାକୁମାରୀ ସାହୁ, ଉପାଧ୍ୟକ୍ଷ ଗଦାଧର ସ୍ୱାଇଁ, ୬ ଜଣ କାଉନସିଲରଙ୍କ…





