ବିଭିନ୍ନ ସମସ୍ୟା ନେଇ କଳାବ୍ୟାଜ୍ ପିନ୍ଧିଲେ ତାଳଚେର ବିଦ୍ୟୁତ୍ ଡିଭିଜନ୍ କର୍ମଚାରୀ, ୩୦ ରୁ ଯିବେ ସମୂହ ଛୁଟିରେ

  ତାଳଚେର : ବିଭିନ୍ନ ସମସ୍ୟା ନେଇ ତାଳଚେର ବିଦ୍ୟୁତ୍ ଡିଭିଜନ୍ ଅନ୍ତର୍ଗତ ସମସ୍ତ କର୍ମଚାରୀ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟରେ ଯୋଗଦେଇଛନ୍ତି। ସେମାନଙ୍କ ଦାବିଗୁଡ଼ିକ ମଧ୍ୟରେ କର୍ମଚାରୀଙ୍କୁ ବର୍ଦ୍ଧିତ ୧୦୦ ଟଙ୍କା ଦୈନିକ ବୃଦ୍ଧି କରିବା, ଟିପିସିଓଡିଏଲ୍ ର ଅପରେସନ୍…

Continue Readingବିଭିନ୍ନ ସମସ୍ୟା ନେଇ କଳାବ୍ୟାଜ୍ ପିନ୍ଧିଲେ ତାଳଚେର ବିଦ୍ୟୁତ୍ ଡିଭିଜନ୍ କର୍ମଚାରୀ, ୩୦ ରୁ ଯିବେ ସମୂହ ଛୁଟିରେ

୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇ ଜୁନ ୨୫କୁ କଳା ଦିବସ ଭାବେ ପାଳିଲା ଅନୁଗୁଳ ଜିଲ୍ଲା ବିଜେପି

  ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜୁନ ୨୫ କୁ କଳା ଦିବସ ଭାବେ ପାଳନ କରାଯାଇଛି। ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନଙ୍କ ପୌରୋହିତ୍ୟରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ…

Continue Reading୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇ ଜୁନ ୨୫କୁ କଳା ଦିବସ ଭାବେ ପାଳିଲା ଅନୁଗୁଳ ଜିଲ୍ଲା ବିଜେପି

ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ବାଜି ମାରିଲେ ବଅଁରପାଳ ଅଞ୍ଚଳର ଦୁଇ ସ୍କୁଲ ଛାତ୍ରୀ, ହାତେଇଲେ ବ୍ରୋଞ୍ଚ ପଦକ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପାଞ୍ଚଗଡ଼ ସୋମନାଥ ସିଂ ଜଗଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଅନୁଷ୍ଠିତ ଜାତୀୟ ବକ୍ସିଂ ପ୍ରତିଯୋଗିତା ୨୦୨୪ ରେ କୃତିତ୍ଵ ହାସଲ କରିଛନ୍ତି। ଦୁଇ ଛାତ୍ରୀ କାଞ୍ଚନ ରାଓ ଓ…

Continue Readingଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ବାଜି ମାରିଲେ ବଅଁରପାଳ ଅଞ୍ଚଳର ଦୁଇ ସ୍କୁଲ ଛାତ୍ରୀ, ହାତେଇଲେ ବ୍ରୋଞ୍ଚ ପଦକ

ପାଳଲହଡ଼ା କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀ ସଂଘ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ପାଳଲହଡ଼ା: ମଙ୍ଗଳବାର ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତିଙ୍କୁ ପାଳଲହଡା ନିର୍ବାଚନ ମଣ୍ଡଳୀ କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବିଧାୟକଙ୍କୁ ସ୍ଥାନୀୟ ଜାତୀୟ ରାଜପଥ ଡାକ ବଙ୍ଗଳା ଠାରୁ କେନ୍ଦୁପତ୍ର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା।…

Continue Readingପାଳଲହଡ଼ା କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀ ସଂଘ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ସରକାରୀ ବାସଭବନ ଭଙ୍ଗା ନେଇ ଉତ୍ତର ରଖିଲେ ବବି, କହିଲେ- ଯେମିତି ନେଇଥିଲି, ସେମିତି ଫେରାଇବି

ଭୁବନେଶ୍ବର: ନିର୍ବାଚନ ହାରିବା ପରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାଶଙ୍କୁ ସରକାରୀ କ୍ୱାର୍ଟର ଛାଡିବାକୁ ନୋଟିସ ହୋଇଛି। ଆଉ ଏବେ ତାଙ୍କ କ୍ୱାର୍ଟର୍ ଭଙ୍ଗାଯାଉଥିବା ନେଇ ଖବର ସାମ୍ନାକୁ ଆସିଛି। କ୍ୱାର୍ଟର ପରିସରରେ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ ନିର୍ମାଣକୁ ଭଙ୍ଗାଯାଉଛି।…

Continue Readingସରକାରୀ ବାସଭବନ ଭଙ୍ଗା ନେଇ ଉତ୍ତର ରଖିଲେ ବବି, କହିଲେ- ଯେମିତି ନେଇଥିଲି, ସେମିତି ଫେରାଇବି

ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍ ଲାଇଟ, କରାଯିବ ବିକଳ୍ପ ବ୍ୟବସ୍ଥା: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ଏଣିକି ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ। ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ରେଡ…

Continue Readingଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍ ଲାଇଟ, କରାଯିବ ବିକଳ୍ପ ବ୍ୟବସ୍ଥା: ନଗର ଉନ୍ନୟନ ମନ୍ତ୍ରୀ

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ସମସ୍ୟା ଜଣାଇଲେ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ

ଅନୁଗୁଳ: ଅନୁଗୁଳ ଗସ୍ତରେ ଆସିଥିବା ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟିଲେ ସମସ୍ୟା ଜଣାଇଛନ୍ତି ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ। ଜିଲ୍ଲା ଟ୍ରକ ମାଲିକ ସଂଘ ଉପସଭାପତି ଅମରେଶ ଚନ୍ଦ୍ର ସ୍ୱାଇଁ ଓ କୋଷାଧ୍ୟକ୍ଷ ରଜତ…

Continue Readingରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ସମସ୍ୟା ଜଣାଇଲେ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ

ଗୃହ ନିର୍ମାଣ ଅନୁମତି ଟିକସ କମାଇବା ପାଇଁ ରାଜସ୍ବ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଲା ଅନୁଗୁଳ ସଚେତନ ନାଗରିକ ମଞ୍ଚ

  ଅନୁଗୁଳ: ଓଡ଼ିଶା ରାଜସ୍ୱ ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଅନୁଗୁଳ ଗସ୍ତରେ ଆସିଥିଲେ। ଏ ଅବସରରେ ଗୃହ ନିର୍ମାଣ ନିମନ୍ତେ ଟାମଡା ଓ ପୌରାପାଳିକା ନେଉଥିବା ଟିକସରେ ରିହାତି ପ୍ରସଙ୍ଗରେ ଅନୁଗୁଳ ଜିଲ୍ଲାର ସଚେତନ ନାଗରିକଙ୍କ ପକ୍ଷରୁ ରାଜସ୍ୱ…

Continue Readingଗୃହ ନିର୍ମାଣ ଅନୁମତି ଟିକସ କମାଇବା ପାଇଁ ରାଜସ୍ବ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଲା ଅନୁଗୁଳ ସଚେତନ ନାଗରିକ ମଞ୍ଚ

ଖଟିଆରୁ ଓହ୍ଲାଇବା ବେଳେ କାମୁଡ଼ିଲା ନାଗ: ଚାଲିଗଲା ପାଞ୍ଚ ବର୍ଷର ନାବାଳକର ଜୀବନ

ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତର ବଗଚର ଗ୍ରାମରେ ନାଗ ସାପ ଚୋଟରେ ଏକ ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ଦିଲ୍ଲୀପ ନାଏକଙ୍କ ପାଞ୍ଚ ବର୍ଷର ପୁଅ ଦିବ୍ୟାଂଶୁ ନାଏକ। ଦିବ୍ୟାଂଶୁ ଆଜି ସକାଳ ନିତ୍ୟକର୍ମ…

Continue Readingଖଟିଆରୁ ଓହ୍ଲାଇବା ବେଳେ କାମୁଡ଼ିଲା ନାଗ: ଚାଲିଗଲା ପାଞ୍ଚ ବର୍ଷର ନାବାଳକର ଜୀବନ

ଯୁବକଙ୍କ ଗଳିତ ଶବ ଉଦ୍ଧାର, ପରିଚୟ ଅସ୍ପଷ୍ଟ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ସରଧାପୁର ପଞ୍ଚାୟତ ପୁଇପାଣି ନିକଟରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ସୂଚନା ମୁତାବକ, ପୁଇପାଣି ନିକଟକୁ କିଛି ଯୁବକ ସୋମବାର ସକାଳେ ଶୌଚ ହେବାକୁ ଯାଉଥିବା ବେଳେ ଦୁର୍ଗନ୍ଧ ହୋଇଥିଲା। କଣ…

Continue Readingଯୁବକଙ୍କ ଗଳିତ ଶବ ଉଦ୍ଧାର, ପରିଚୟ ଅସ୍ପଷ୍ଟ