ଅନୁଗୁଳରେ ସ୍ଵତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ନିର୍ବାଚନ ସମୀକ୍ଷା, ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ପରିଚାଳନା ପାଇଁ ପରାମର୍ଶ

ଅନୁଗୁଳ: ଅନୁଗୁଳ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ସମ୍ପର୍କିତ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ନିର୍ବାଚନ ଆୟୋଗ ଦ୍ଵାରା ନିଯୁକ୍ତ ଅଧିକାରୀ। ଏ ଅବସରରେ ସ୍ଵତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଯୋଗେନ୍ଦ୍ର ତ୍ରିପାଠୀ, ସ୍ଵତନ୍ତ୍ର ଆରକ୍ଷୀ…

Continue Readingଅନୁଗୁଳରେ ସ୍ଵତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ନିର୍ବାଚନ ସମୀକ୍ଷା, ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ପରିଚାଳନା ପାଇଁ ପରାମର୍ଶ

ଆଣ୍ଡାମାନ ଛୁଇଁଲା ମୌସୁମୀ, ରଜ ବେଳକୁ ଓଡ଼ିଶାରେ ହେବ ରଜ ପାଗ

ଭୁବନେଶ୍ବର: ଆଜି ଆଣ୍ଡାମାନ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। କୋମରିନ-ମାଳଦୀପ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଦ୍ବୀପ ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହେଉଛି। ଏହା ପ୍ରଭାବରେ ନିକୋବର ଦ୍ବୀପପୁଞ୍ଜରେ ପ୍ରବଳ ବର୍ଷା ହେଉଛି। ଚଳିତ ବର୍ଷ…

Continue Readingଆଣ୍ଡାମାନ ଛୁଇଁଲା ମୌସୁମୀ, ରଜ ବେଳକୁ ଓଡ଼ିଶାରେ ହେବ ରଜ ପାଗ

ଗାଧୋଇବା ବେଳେ ଅଘଟଣ: ପୋଖରୀରେ ବୁଡ଼ି ନାବାଳିକା ମୃତ

ଅନୁଗୁଳ: ସ୍ଥାନୀୟ ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରା ପଞ୍ଚାୟତର ଚମ୍ପତିମୁଣ୍ଡା ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ଶ୍ରୀକାନ୍ତ ବିଶ୍ବାଳଙ୍କ ଝିଅ ଶ୍ରୀୟା ବିଶ୍ବାଳ (୧୪)। ସୂଚନା ମୁତାବକ, ଶ୍ରୀୟା ଗାଁ ଠାରୁ ଦୁଇଶହ…

Continue Readingଗାଧୋଇବା ବେଳେ ଅଘଟଣ: ପୋଖରୀରେ ବୁଡ଼ି ନାବାଳିକା ମୃତ

ଭୋଟ ବେଳେ ଭିଜାଇବ! ୨୨ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୨ ତାରିଖ ବେଳକୁ ଓଡ଼ିଶାରେ ଆଉ ଏକ ଲଘୁଚାପ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏଣୁ ଭୋଟ ବେଳେ ଓଡିଶା ଭିଜିବ ବୋଲି ଅନୁମାନ…

Continue Readingଭୋଟ ବେଳେ ଭିଜାଇବ! ୨୨ରେ ଲଘୁଚାପ ସମ୍ଭାବନା

ତୁଟୁନି ପାନୀୟ ଜଳ ସମସ୍ୟା: ଗରା ବାଲ୍ଟି ଧରି ରାସ୍ତାରେ ଧାରଣା ଦେଲେ ବଡ଼ଯୋରଡ଼ା ଗ୍ରାମବାସୀ

ତାଳଚେର: ପାନୀୟ ଜଳ ସମସ୍ୟା ନେଇ ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଯୋରଡା ଗ୍ରାମର ଲୋକ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି। ଏହି ଅଞ୍ଚଳରେ ଦୀର୍ଘ ଦିନରୁ ଜଳ ସମସ୍ୟା ଲାଗି ରହିଛି।…

Continue Readingତୁଟୁନି ପାନୀୟ ଜଳ ସମସ୍ୟା: ଗରା ବାଲ୍ଟି ଧରି ରାସ୍ତାରେ ଧାରଣା ଦେଲେ ବଡ଼ଯୋରଡ଼ା ଗ୍ରାମବାସୀ

ବିଜେପି ଓ କଂଗ୍ରେସ ଛାଡ଼ି ବିଜେଡିର ଯୋଗ ଦେଲେ ଏକାଧିକ ବଡ଼ ନେତା

  ଅନୁଗୁଳ: କଂଗ୍ରେସ ଦଳ ପରିତ୍ୟାଗ କରି ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଅମୂଲ୍ୟ ବେହେରା ଆଜି ସହଯୋଗୀଙ୍କ ସହିତ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ସେହିଭଳି ଅନୁଗୁଳ ପୌରପାଳିକା ୱାର୍ଡ ନଂ…

Continue Readingବିଜେପି ଓ କଂଗ୍ରେସ ଛାଡ଼ି ବିଜେଡିର ଯୋଗ ଦେଲେ ଏକାଧିକ ବଡ଼ ନେତା

କଂଗ୍ରେସ ଭବନରେ ମିଶ୍ରଣ ପର୍ବ, ଶଙ୍ଖ ଓ ପଦ୍ମ ଛାଡ଼ି ହାତ ଧରିଲେ ଏକାଧିକ ନେତା

ଅନୁଗୁଳ: ସ୍ଥାନୀୟ କଂଗ୍ରେସ ଭବନରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ଶାବଳଭଙ୍ଗା ତଥା ଆଖପାଖ ଅଞ୍ଚଳର ପ୍ରାୟ ଶତାଧିକ ବିଜେଡି ଓ ବିଜେପି…

Continue Readingକଂଗ୍ରେସ ଭବନରେ ମିଶ୍ରଣ ପର୍ବ, ଶଙ୍ଖ ଓ ପଦ୍ମ ଛାଡ଼ି ହାତ ଧରିଲେ ଏକାଧିକ ନେତା

କୋଡ଼ିଏ ବର୍ଷରେ ଜଣେ ବିଧାୟକ: ତଥାପି ବନ୍ତଳରେ ହୋଇପାରିନାହିଁ ହିଡିସିଙ୍ଗ ଜଳସେଚନ ପ୍ରକଳ୍ପ କି ପ୍ରତିଷ୍ଠା ହୋଇନି ଦମକଳ କେନ୍ଦ୍ର

ଅନୁଗୁଳ: ଚାଷୀ ବହୁଳ ଅଞ୍ଚଳ ହେଉଛି ବନ୍ତଳା। ଏଠାରେ ବର୍ଷକ ବାର ମାସ ଲୋକେ ଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଚାଷ ପାଇଁ ଆବଶ୍ୟକ ମୁତାବକ ପାଣି ଏଠାରେ ମିଳୁନାହିଁ। ଜଳସେଚନର ସୁବିଧା ନ ଥିବାରୁ ଚାଷ ଜମି ପଡ଼ିଆ…

Continue Readingକୋଡ଼ିଏ ବର୍ଷରେ ଜଣେ ବିଧାୟକ: ତଥାପି ବନ୍ତଳରେ ହୋଇପାରିନାହିଁ ହିଡିସିଙ୍ଗ ଜଳସେଚନ ପ୍ରକଳ୍ପ କି ପ୍ରତିଷ୍ଠା ହୋଇନି ଦମକଳ କେନ୍ଦ୍ର

ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ, ଶଙ୍ଖ ଧରିଲେ ବିଜେପିର ୧୮ କର୍ମୀ

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀର ବଅଁରପାଳ ବ୍ଲକ ଅନ୍ତର୍ଗତ ତଳମୂଳ ଶାସନ ପଞ୍ଚାୟତରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟିକା ପ୍ରାର୍ଥୀ ସଂଯୁକ୍ତା ସିଂହ, ବିଧାୟକ…

Continue Readingବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ, ଶଙ୍ଖ ଧରିଲେ ବିଜେପିର ୧୮ କର୍ମୀ

ଅନୁଗୁଳରେ ପୋଲିଂ କର୍ମଚାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ, ସବୁ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ

ଅନୁଗୁଳ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୫ରେ ଅନୁଗୁଳରେ ମତଦାନ ହେବ। ଏଥିପାଇଁ ନିୟୋଜିତ ପୋଲିଂ କର୍ମଚାରୀଙ୍କର ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ ହୋଇଛି। ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୧୩ ଓ ୧୪ ତାରିଖରେ ଏହି ପ୍ରଶିକ୍ଷଣ…

Continue Readingଅନୁଗୁଳରେ ପୋଲିଂ କର୍ମଚାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ, ସବୁ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ