ନିର୍ବାଚନରେ ଭୋଟ୍ ଦେବାକୁ ନିଜ ନିଜ ଘରକୁ ଚିଠି ଲେଖିଲେ ସ୍କୁଲ ଛାତ୍ରୀ

ଅନୁଗୁଳ: ଭୋଟ ଦେବାକୁ ଘରକୁ ଚିଠି ଲେଖିଲେ ଅନୁଗୁଳ ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ। ଚଳିତ ବର୍ଷ ନିର୍ବାଚନରେ ଅଧିକରୁ ଅଧିକ ମତଦାନ କରିବା ପାଇଁ ଛାତ୍ରୀମାନେ ନିଜ ନିଜ ଘରକୁ ଚିଠି ଲେଖିଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭୋଟ…

Continue Readingନିର୍ବାଚନରେ ଭୋଟ୍ ଦେବାକୁ ନିଜ ନିଜ ଘରକୁ ଚିଠି ଲେଖିଲେ ସ୍କୁଲ ଛାତ୍ରୀ

ଛୁଆ ଚୋର ସନ୍ଦେହ: ଜଣକୁ କାବୁ କରି ପୋଲିସ ଜିମା ଦେଲେ ଗାଁ ଲୋକ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ତେଣ୍ଟୋଲୋଇ ଗ୍ରାମରେ ଛୁଆ ଚୋର ସନ୍ଦେହରେ ଜଣକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ସୂଚନାଯୋଗ୍ୟ ଯେ ବୁଧବାର ରାତିରେ ଜଣେ ଅଜଣା ବ୍ୟକ୍ତି ତେଣ୍ଟୋଲୋଇ ଗ୍ରାମ ଭିତରକୁ ଆସି ଗୋଟିଏ…

Continue Readingଛୁଆ ଚୋର ସନ୍ଦେହ: ଜଣକୁ କାବୁ କରି ପୋଲିସ ଜିମା ଦେଲେ ଗାଁ ଲୋକ

ଆଠ ମଲ୍ଲିକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ପ୍ରଚାର: ହିଞ୍ଜିଳିରୁ କେତେ ଦାଦନ ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ କଲେ ପ୍ରଶ୍ନ

ଆଠମଲ୍ଲିକ: ବୁଧବାର ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ପ୍ରଚାର କରିବା ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ହିଞ୍ଜିଳିରେ ନିର୍ବାଚନ ପ୍ରଚାର କରୁଛନ୍ତି। ତେବେ ବିଗତ ବର୍ଷ ମାନଙ୍କରେ ହିଞ୍ଜିଳିରୁ କେତେ ଜଣ ଦାଦନ ଯାଇଛନ୍ତି, ସେ…

Continue Readingଆଠ ମଲ୍ଲିକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ପ୍ରଚାର: ହିଞ୍ଜିଳିରୁ କେତେ ଦାଦନ ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ କଲେ ପ୍ରଶ୍ନ

ମେ’ ୬ ରୁ ଓଜେଇଇ, ଆସନ୍ତା ୨୭ ତାରିଖରୁ ଡାଉନଲୋଡ୍ କରିପାରିବେ ଆଡମିଟ କାର୍ଡ

  ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ଜାରି ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୪ର ଆଡମିଟ କାର୍ଡ। ଏ ନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ସୂଚୀ ପ୍ରକାଶ ପାଇଛି। ପିଲା ସେହି ଦିନ ଠାରୁ ଆଡମିଟ କାର୍ଡ ଡାଉନଲୋଡ୍ କରିପାରିବେ।…

Continue Readingମେ’ ୬ ରୁ ଓଜେଇଇ, ଆସନ୍ତା ୨୭ ତାରିଖରୁ ଡାଉନଲୋଡ୍ କରିପାରିବେ ଆଡମିଟ କାର୍ଡ

ତାଳଚେରରୁ କେଜିଏରୁ ଅଧିକ ଧଳା ଜହର ଜବତ, ଦୁଇ ଆନ୍ତଃରାଜ୍ୟ ବେପାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ୧.୧ କେଜି ବ୍ରାଉନସୁଗାର ଜବତ କରିଛି ଭୁବନେଶ୍ୱର ଏସ୍ ଟି ଏଫ। ଗତକାଲି ଏସ୍ ଟି ଏଫ ତାଳଚେର ଅଞ୍ଚଳରେ ଚଢ଼ଉ କରି ଏହି ଘଟଣାରେ ପଶ୍ଚିମବଙ୍ଗର ରାକିବୁଲ ଶେଖ ଓ ତାଳଚେର ତ୍ରିନାଥ…

Continue Readingତାଳଚେରରୁ କେଜିଏରୁ ଅଧିକ ଧଳା ଜହର ଜବତ, ଦୁଇ ଆନ୍ତଃରାଜ୍ୟ ବେପାରୀ ଗିରଫ

ବୁଧବାର ଅନୁଗୁଳ ଆସୁଛନ୍ତି ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ମା’ ହିଙ୍ଗୁଳାଙ୍କୁ ଦର୍ଶନ କରିବା ସହ ଲୋକଙ୍କୁ କରିବେ ସମ୍ବୋଧିତ

  ଅନୁଗୁଳ: ବୁଧବାର ବିଜେଡିର ସଂଗଠନ ସଂପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଦିନିକିଆ ଅନୁଗୁଳ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସକାଳ ୮ଟାରେ ସେ ତାଳଚେର ହିଙ୍ଗୁଳା ମନ୍ଦିର‌ରେ ମା’ଙ୍କ ଦର୍ଶନ କରିବା ପରେ ସକାଳ…

Continue Readingବୁଧବାର ଅନୁଗୁଳ ଆସୁଛନ୍ତି ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ମା’ ହିଙ୍ଗୁଳାଙ୍କୁ ଦର୍ଶନ କରିବା ସହ ଲୋକଙ୍କୁ କରିବେ ସମ୍ବୋଧିତ

ନିର୍ବାଚନ ପାଇଁ ଅନୁଗୁଳ ପ୍ରଶାସନର ପ୍ରସ୍ତୁତି ଆରମ୍ଭ, ପ୍ରଶିକ୍ଷଣ ନେଲେ ଜିଲ୍ଲା ନିର୍ବାଚନୀ ଅଧିକାରୀ

  ଅନୁଗୁଳ: ଆସନ୍ତା ସାଧାରଣ ନିର୍ବାଚନ ଉପଲକ୍ଷେ ଅନୁଗୁଳ ଜିଲ୍ଲାର ସମସ୍ତ ବିଧାନସଭାର ନିର୍ବାଚନ ଅଧିକାରୀ ଓ ଅନ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଅନଲାଇନ ମାଧ୍ୟମରେ "ସୁବିଧା" ଓ "ଏନକୋର" ପୋର୍ଟାଲ ଜରିଆରେ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ, ଦାଖଲ ନାମାଙ୍କନ ପତ୍ର…

Continue Readingନିର୍ବାଚନ ପାଇଁ ଅନୁଗୁଳ ପ୍ରଶାସନର ପ୍ରସ୍ତୁତି ଆରମ୍ଭ, ପ୍ରଶିକ୍ଷଣ ନେଲେ ଜିଲ୍ଲା ନିର୍ବାଚନୀ ଅଧିକାରୀ

ଅନୁଗୁଳରେ ରାଜସ୍ୱ କମିଶନରଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା: ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପରାମର୍ଶ

  ଅନୁଗୁଳ : ଆଗାମୀ ଲୋକସଭା ଓ ବିଧାନସଭା ସାଧାରଣ ନିର୍ବାଚନ ୨୦୨୪ ଉପଲକ୍ଷେ ଅନୁଗୁଳ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଶ୍ରୀକାନ୍ତ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସର୍କିଟ ହାଉସରେ…

Continue Readingଅନୁଗୁଳରେ ରାଜସ୍ୱ କମିଶନରଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା: ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପରାମର୍ଶ

ସମ୍ପର୍କୀୟଙ୍କ ଗାଁକୁ ବୁଲିବାକୁ ଆସି ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଯୁବକ ମୃତ

  ପାଳଲହଡ଼ା: ପାଳଲହଡ଼ା ଥାନା ଜୋକପାଣି ଗାଁରେ ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଖମାର ଥାନା ବଡସଡ଼ା ପଞ୍ଚାୟତ ରୋହିରା ଗ୍ରାମର ଲିଙ୍ଗରାଜ ବେହେରା (୨୧)। ସୂଚନା ମୁତାବକ, ଲିଙ୍ଗରାଜ ରବିବାର…

Continue Readingସମ୍ପର୍କୀୟଙ୍କ ଗାଁକୁ ବୁଲିବାକୁ ଆସି ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଯୁବକ ମୃତ

ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ସମ୍ମିଳନୀରେ ନୂତନ କର୍ମକର୍ତ୍ତା ଚୟନ, ବ୍ୟୋମକେଶ ଶତପଥୀ ହେଲେ ସଭାପତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ତ୍ରୟୋଦଶ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ସଂଗଠନର ସଭାପତି ଶଶାଙ୍କ ଶେଖର ପାଣିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘ, ଓଡ଼ିଶା ବ୍ରାହ୍ମଣ ମହାସଂଘ ସହିତ…

Continue Readingଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ସମ୍ମିଳନୀରେ ନୂତନ କର୍ମକର୍ତ୍ତା ଚୟନ, ବ୍ୟୋମକେଶ ଶତପଥୀ ହେଲେ ସଭାପତି